Latest Odisha News

BREAKING NEWS

୫୦୦ ଛାତ୍ରୀ ଦେଖି ବେହୋସ୍‌ ହେଲା ଛାତ୍ର, ଭିଡିଓ ହେଉଛି ଭାଇରାଲ୍‌…

ବିହାର: ପରୀକ୍ଷା ହଲରେ ୫୦୦ ଝିଅ ଦେଖି ଅଚେତ ହୋଇପଡିଲେ ଯୁବକ । ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ବିହାରର ନାଳନ୍ଦା ଅଞ୍ଚଳରେ । ଜଣେ ଯୁକ୍ତ ଦୁଇ ଛାତ୍ର ପରୀକ୍ଷା ହଲରେ ୫୦୦ ଛାତ୍ରୀଙ୍କୁ ଦେଖି ବେହୋସ ହୋଇ ପଡିଥିଲେ ।  ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ଚକିତ କରିଛି । ଛାତ୍ର…

ଛୁଇଁଲେ ଫାଟିଯିବ ପରଫ୍ୟୁମ୍ ବୋମା, ଜାମ୍ମୁକାଶ୍ମୀରରୁ ଗିରଫ ଆତଙ୍କବାଦୀଙ୍କଠୁ ଜବତ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ବିଭିନ୍ନ ଆକ୍ରମଣ ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି । ଗତ ୨୧ ତାରିଖରେ ନରୱାଲରେ ହୋଇଥିବା ଆଇଡି ବିସ୍ଫୋରଣରେ ୯ ଜଣ ଆହତ ହୋଇଥିଲେ । ଉକ୍ତ ମାମଲାରେ ପୋଲିସ ଜଣେ ଆତଙ୍କବାଦୀକୁ ଗିରଫ କରିଛି । ଆତଙ୍କବାଦୀ ଜଣଙ୍କ ପାକିସ୍ତାନର ଲସ୍କର ଏ ତୋଇବା…

ଅଜବ ପରମ୍ପରା,ବିବାହ ପୂର୍ବରୁ କନ୍ୟା ଉପରେ ଫିଙ୍ଗା ଯାଏ କାଦୁଅ 

ଭିନ୍ନ ଜାଗା ଭିନ୍ନ  ପରମ୍ପରା  । ଆଜିକାଲି  ଲୋକମାନେ ବିବାହକୁ ନେଇ ଅନେକ ନୂଆ ନୂଆ ଢଙ୍ଗ ଆପଣାଉଛନ୍ତି ।  ବିବାହ ସହିତ ଜଡିତ ଅନେକ ବିଚିତ୍ର ପରମ୍ପରା ସମଗ୍ର ବିଶ୍ୱରେ ଦେଖାଯାଏ । କିନ୍ତୁ ସ୍କଟଲ୍ୟାଣ୍ଡରେ ଏପରି ଏକ ପରମ୍ଫରା ରହିଛି, ଯାହା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ  । …

ପୃଥିବୀର ରହସ୍ୟମୟ ଗଛ, ଛୁଇଁଲେ କରିବେ ଆତ୍ମହତ୍ୟା

ଲୋକମାନେ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଗଛ ଲଗାଇଥାନ୍ତି  । ଗଛ ପରିବେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ହେଲେ ଗଛ ପୁଣି ଏତେ ବିପଜ୍ଜନକ ହୋଇପାରେ? ଏତେ ଘାତକ ହୋଇପାରେ ? ବୃକ୍ଷବିନା ଜୀବନ ସମ୍ଭବ ନୁହେଁ ହେଲେ ଏମିତି ଗଛ ଅଛି ଯାହାକୁ ସ୍ପର୍ଶ ମାତ୍ରେ  ଜୀବନ ହାରିବାକୁ ଇଚ୍ଛା…

ହୁତୁହୁତୁ ହୋଇ ଜଳିଗଲା ଘର, ଗୋଟିଏ ପରିବାରର ୩ ଆହତ

ଝାରସୁଗୁଡ଼ା : ବ୍ରଜରାଜନଗର ଥାନା ଅନ୍ତର୍ଗତ ଇଟାଭଟା ପଡ଼ାରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲେ ଗୋଟିଏ ପରିବାରର ତିନି ଜଣ  । ସୂଚନା ଅନୁଯାୟୀ,  ଇଟାଭଟା ପଡ଼ାର ଜଣକ ଘରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଶୋଇଥିବା ବେଳେ ଘରେ ହଠାତ ନିଆଁ ଲାଗିଯାଇଥିଲା  । ନିଆଁର…

ଫେବୃୟାରୀ ୨୧ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର:ଫେବୃଆରୀ ୨୧ରୁ ବସିବ ବିଧାନସଭା ବଜେଟ ଅଧିବେଶନ । ୨ଟି ପର୍ଯ୍ୟାୟରେ ଏହି ବଜେଟ ଅଧିବେଶନ ଚାଲିବ । ଫେବୃଆରୀ ୨୧ରୁ ଆରମ୍ଭ ହୋଇ  ଏପ୍ରିଲ ୬ ପର୍ଯ୍ୟନ୍ତ ବଜେଟ ଅଧିବେଶନ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବ । ୨ୟ ପର୍ଯ୍ୟାୟ ମାର୍ଚ୍ଚ…

ନବଙ୍କ ମୃତ୍ୟୁ ଖବର ଜାଣିବା ପାଇଁ ଉତ୍ସୁକ ଥିଲେ ଗୋପାଳ, ସୁରକ୍ଷା କର୍ମୀଙ୍କୁ ପଚାରି ବୁଝିଥିଲେ

ଭୁବନେଶ୍ୱର: ଅନେକ ଦିନରୁ ନବ ଦାସଙ୍କୁ ହତ୍ୟା କରିବା ପାଇଁ ବୋଧହୁଏ ସୁଯାେଗ ଖୋଜୁଥିଲେ  ଅଭିଯୁକ୍ତ ଗୋପାଳ ଦାସ  ।  ସେଥିପାଇଁ ନବଙ୍କ ପାଖେ ପାଖେ ଘୁରି ବୁଲୁଥିଲେ । ନବ ଦାସ ଯେଉଁ କାର୍ଯ୍ୟକ୍ରମକୁ ଯାଉଥିଲେ ସେଠରେ ତାଙ୍କର ପାଖେ ପାଖେ ଦେଖିବାକୁ ମିଳୁଥିବା ଗୋପାଳଙ୍କୁ ।  ତା’ ପୁଣି…

ରାମଚରିତମାନସ ଉପରେ ବିବାଦୀୟ ଟିପ୍ପଣୀ: ସପା ଓ ଆର୍‌ଜେଡି ବିରୋଧରେ ଫେରାଦ ହେବ ଭିଏଚ୍‌ପି

ନୂଆଦିଲ୍ଲୀ: ରାମଚରିତମାନସ ଉପରେ ବିବାଦୀୟ ଟିପ୍ପଣୀ ନେଇ ସମାଜବାଦୀ ପାର୍ଟି ଓ ଆର୍‌ଜେଡି ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେବ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି)। ଏହି ଦୁଇ ଦଳର ମାନ୍ୟତା ରଦ୍ଦ କରିବା ଦାବି କରି ଭିଏଚ୍‌ପି ଇସିଙ୍କୁ ଭେଟି ଅଭିଯୋଗ ଜଣାଇବ। ଏଥିପାଇଁ…

ପ୍ରାରବ୍ଧ 

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ପୂର୍ବ କର୍ମର ଆଧାର ଉପରେ ପ୍ରାଣୀମାନଙ୍କର ଭାଗ୍ୟ ନିୟନ୍ତ୍ରିତ । ଯାହା ଆମେ ଭୋଗ କରୁଛେ, ତାହା ଆମର ପ୍ରାରବ୍ଧ । ଥରେ ଏକ ବିଚିତ୍ର ଘଟଣା ଦେଖିଲି । ଦୁଇ ଗୁରୁ ଭାଇଙ୍କ ମଧ୍ୟରେ ଝଗଡା ହୋଇଗଲା । ପ୍ରଥମେ ଯୁକ୍ତି ତର୍କ ତା'ପରେ…

ଅନୁବାଦ କବିତା : ସ୍ମାରକ

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ ଆଜି ରାତି ଶ୍ରାବଣର ଏଇ ମେଘ ହଠାତ୍ ଯଦି ଫେରିଯାଏ ତେବେ ବି ପଡ଼ିବ ମନେ ଚଞ୍ଚଳ ପବନ ଯଦି ଫେରେ କେବେ ହୃଦୟର ଅଗଣାରେ ରଜନୀଗନ୍ଧାର ଅରଣ୍ୟରେ ତେବେ ବି ପଡ଼ିବ ମନେ । ଆଜି ବି ଯଦି ପକ୍ଷୀର ଡେଣା ଉଡ଼େ ସେଇ ଦୂର ଦିଗନ୍ତରେ ବନ୍ୟାର…