Latest Odisha News

BREAKING NEWS

ବ୍ୟାୟାମ କରୁ କରୁ ଟଳି ପଡ଼ିଲେ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ

ଆଉ ନାହାନ୍ତି ଟେଲି ଭିଜନର ଜଣାଶୁଣା ଅଭିନେତା  ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ।  ସକାଳୁ ସକାଳୁ ଜିମ୍ ଯାଇଥିଲେ  । ବ୍ୟାୟାମ କରୁଥିଲେ, ହଠାତ୍ ଟଳିପଡିଲେ । ପରେ ତାଙ୍କୁ ଡାକ୍ତରଖାନା ନିଅ ଯାଇଥିଲା  । ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତର ପ୍ରାୟ ୪୫ ମିନିଟ ଧରି  ଚେଷ୍ଟା କରିଥିଲେ ।…

ପ୍ରକାଶ ପାଇଲା OJS ପରୀକ୍ଷା ଫଳ, ଆଦ୍ୟାଶା ମିଶ୍ର ଟପର୍

ଭୁବନେଶ୍ୱର: ପ୍ରକାଶ ପାଇଲା OJS-୨୦୨୧ ରେଜଲ୍ଟ ।  ପରୀକ୍ଷା ଫଳାଫଳ ନେଇ ସୂଚନା ଦେଲା OPSC ।ଏଥିରେ ବି ପୁଅଙ୍କୁ ପଛରେ ପକାଇଲେ ଝିଅ । ପ୍ରଥମ ତିନି ସ୍ଥାନ ଛଡେଇ ନେଲ ଝିଅ ।  ପରୀକ୍ଷାରେ ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । କୃତୀ ପରୀକ୍ଷାଥୀର୍ଙ୍କ  ମଧ୍ୟରେ ୨୮ ଜଣ ମହିଳା ଅଛନ୍ତି…

ଚର୍ଚ୍ଚାରେ ମାଡାମ୍ ପ୍ରେସିଡେଣ୍ଟଙ୍କ ଶାଢୀ

ଭୁବନେଶ୍ୱର: ବିଗତ ଦୁଇ ଦିନ ଓଡ଼ିଶାବାସୀଙ୍କ ପାଇଁ ଥିଲା ମହତ୍ୱପୂର୍ଣ୍ଣ । ଓଡ଼ିଶାକୁ ଆସିଥିଲେ ଦେଶର ପ୍ରଥମ ନାଗରିକ । ସବୁ ମିଡିଆର ଖବର ମୁଖ୍ୟାଂଶ ଥିଲେ ମାଡାମ୍ ଦ୍ରୌପଦୀ ମୁର୍ମୁ । ଓଡିଶା ମାଟିରେ ୨ ଦିନ ରହଣୀ ମଧ୍ୟରେ ରାଷ୍ଟ୍ରପତିଙ୍କ ଶାଢୀକୁ ନେଇ ଲୋକେ ଅନେକ ଚର୍ଚ୍ଚା କରିଥିଲେ ।…

ଷ୍ଟେନୋଗ୍ରାଫର ନିଯୁକ୍ତି ଲାଗି UPSCର ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ…

ନୂଆଦିଲ୍ଲୀ: ୟୁନିଅନ୍ ପବ୍ଲିକ ସର୍ଭିସ କମିଶନ (UPSC) ପକ୍ଷରୁ ଷ୍ଟେନୋଗ୍ରାଫର ପଦରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗ୍ରହୀ ଆଶାୟୀ ବିଭାଗୀୟ ୱେବସାଇଟ୍ upsc.gov.inରେ ଆବେଦନ କରି ପାରିବେ । ଆବେଦନର ଶେଷ ତାରିଖ ହେଉଛି ନଭେମ୍ବର ୨୯, ସନ୍ଧ୍ୟା ୬ଟା । ଷ୍ଟେନୋଗ୍ରାଫର…

ହେତୁବାଦୀଙ୍କ ମନ୍ତବ୍ୟ ବିରୋଧରେ ତାତିଲା ଶ୍ରୀଜଗନ୍ନାଥ ସେନା

ପୁରୀ : ଥମୁନି ହେତୁବାଦୀ ଓ ପରମ୍ପରାବାଦୀ ବିବାଦ । ପରାଗ ଓ ଗ୍ରହଣରେ ଚିକେନ ବିରିୟାନୀ ଖାଇବା ପରେ ପରେ ରାଜଧାନୀ ସହିତ ବ୍ରହ୍ମପୁରରେ ବି ବିଶୃଙ୍ଖଳାର ଚରମ ସୀମାରେ ପହଞ୍ଚିଥିଲା ମାମଲା । ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏବେ କୁହୁଳିବାରେ ଲାଗିଛି । ପୁରୀରେ ବି ହେତୁବାଦୀ-ପରମ୍ପରାବାଦୀ…

ପଦ୍ମପୁରରେ ବଳ ବଢ଼ାଉଛି ବିଜେଡି

ବରଗଡ଼: ଉପନିର୍ବାଚନ ପାଇଁ ପଦ୍ମପୁରରେ ସରଗରମ ହେଉଛି ମାହୋଲ । ଆରମ୍ଭ ହୋଇଛି ମିଶ୍ରଣ ପର୍ବ । କର୍ମୀ ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ୍ ହେଉଛନ୍ତି । ଆଜି ବିଜେଡି ପକ୍ଷରୁ ପାଇକମାଲରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଯେଉଁଥିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ…

ଆଶ୍ରମ ବିଦ୍ୟାଳୟରେ କନିଷ୍ଠ ଛାତ୍ରଙ୍କୁ ମାଡ଼ ମାରୁଛନ୍ତି ବରିଷ୍ଠ, ଭିଡିଓ ଭାଇରାଲ୍

ବାଲିଗୁଡ଼ା: ଏବେ କଲେଜ ନୁହେଁ ବିଦ୍ୟାଳୟକୁ ବ୍ୟାପିଲାଣିଂ ରାଗିଂ ରୋଗ । ଟିକଟକ୍ ସର୍ଟ୍ସ ଭଳି ଦେଖା ଯାଉଥିବା ରାଗିଂ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି । କନ୍ଧମାଳ ଜିଲ୍ଲାର ସରକାରୀ ଆଶ୍ରମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରୁଛନ୍ତି ଦଶମ ଶ୍ରେଣୀ ଛାତ୍ର । ଖାଲି…

ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଓଡିଆଙ୍କ ହୃଦୟ ଜିତି ପୁଣି ନିଜ କର୍ମସ୍ଥଳୀକୁ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ଏୟାରପୋର୍ଟରୁ ସେ ବିମାନ ଯୋଗେ ଦିଲ୍ଲୀ ଫେରିଯାଇଛନ୍ତି । ୨ ଦିନ ପାଇଁ ସେ ଓଡିଶା ଗସ୍ତରେ ଆସିଥିଲେ । ପ୍ରଥମ ଦିନ ପୁରୀ ଓ ଦ୍ୱିତୀୟ ଦିନ ରାଜଧାନୀରେ କାଟିଥିଲେ ରାଷ୍ଟ୍ରପତି…

ଅଧା ରହିଗଲା ଅଗ୍ନିବୀର ସ୍ୱପ୍ନ: ରାଲିରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

ଭୋପାଳ: ସେନାରେ ଯୋଗ ଦେବେ । ଦେଶ ପାଇଁ ଲଢିବେ । ଆଖିରେ ଥିଲା ଏମିତି କିଛି ସ୍ୱପ୍ନ  । ସ୍ୱପ୍ନ ପୂରଣ ପାଇଁ ଲାଗି ପଡିଥିଲେ । ଜୋରଦାର ପ୍ରସ୍ତୁତି  କରିଥିଲେ । ହେଲେ ସବୁ ସ୍ୱପ୍ନ ଅଧା ରହିଗଲା । ସେନାରେ ଭର୍ତ୍ତି ହେବା ପୂର୍ବରୁ ଚାଲିଗଲା ଜୀବନ । ଜଣେ ନୁହେଁ, ହାତ ଧରାଧରି ହୋଇ…