କଲେଜିୟମରେ ସରକାରଙ୍କ ପ୍ରତିନିଧି ରହିବା ନେଇ ସିଜେଆଇଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି
ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିଚାରପତିଙ୍କ କଲେଜିୟମ ବ୍ୟବସ୍ଥାକୁ ପୁନର୍ଗଠନ କରିବାକୁ ଚାହୁଁଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ ଏ ସମ୍ପର୍କରେ ପ୍ରଧାନ ବିଚାରପତି ତଥା ସିଜେଆଇଙ୍କୁ ଏକ ଚିଠି ଲେଖିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଭାରତର ପ୍ରଧାନ ବିଚାରପତି ଡି.ଓ୍ୱାଇ…