ପକ୍ଷୀ କଲା ବିଶ୍ୱ ରେକର୍ଡ; ଆଲାସ୍କାରୁ ଉଡିଲା ତାସମାନିଆ
ଭୁବନେଶ୍ୱର:ପକ୍ଷୀର ରେକର୍ଡ ନିଶା । ପକ୍ଷୀ ହେଲେ କ’ଣ ହେଲା ଜିଦ୍ଦି କମ ନୁହେଁ । ମଣିଷ ସାଙ୍ଗରେ ଯେମିତି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଣ୍ଟା ଭିଡିଛି । ଲଢୁଆ ମନରେ ତାର ପ୍ରଶ୍ନ - ତମେ କରିବ ବିଶ୍ୱ ରେକର୍ଡ । ଆମେ କାହିଁକି ପାରିବୁନି । ସେଥିପାଇଁ କରିଛି ଏ ବିଶ୍ୱ ରେକର୍ଡ । ୧୧ ଦିନରେ…