ନାଗ ଦମ୍ପତିଙ୍କ ଅଡୁଆ ବଢିଲା; ଜଗବନ୍ଧୁଙ୍କ ଦସ୍ତଖତ ସଂଗ୍ରହ ପାଇଁ ପହଞ୍ଚିଲା ଖଣ୍ଡଗିରି ପୋଲିସ
ଭୁବନେଶ୍ୱର: ବଢୁଛି ନାଗ ଦମ୍ପତିଙ୍କ ଅଡୁଆ । ହୋଇପାରେ ସମ୍ପତ୍ତି ବାଜ୍ୟାପ୍ତି । ପ୍ରକ୍ରିୟା ଆରମ୍ଭ କରି ଦେଇଛି ଇଡି । ଜଣଜଣ କରି ସମସ୍ତଙ୍କୁ ଟାଣି କରୁଛି ଜେରା । ଅର୍ଚ୍ଚନା, ଖଗେଶ୍ୱରଙ୍କୁ ଘନ ଘନ ଜେରା ପରେ ଏବେ ପାଳି ପଡିଛି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କର । ପୁଣି ଝାରପଡା…