ରୁଷ ପର୍ଯ୍ଯଟକ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଏନଏଚଆରସି ଅସନ୍ତୁଷ୍ଟ
ନୂଆଦିଲ୍ଲୀ: ଜଣେ ସାଂସଦଙ୍କ ସମେତ ଦୁଇ ଜଣ ଋଷ ପର୍ଯ୍ୟଟକଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରି ରାୟଗଡା ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ପାଭେଲ ଆଣ୍ଟୋଭ (୬୫) ଓ ଭ୍ଲାଦିମିର ବିଦାନୋଭଙ୍କ ମୃତ୍ୟୁ ଏବଂ ମାମଲାର ତଦନ୍ତର ସ୍ଥିତି ନେଇ ୪ ସପ୍ତାହ…