ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ସେତେବେଳେ ମୋର ପରିଚୟ ହୋଇଥିଲା ଜଣେ କର୍ମଜୀବୀ ମହିଳାଙ୍କ ସହ । ଖାଲି ପରିଚୟ କହିଲେ ଉଚିତ ହେବ ନାହିଁ ; ସେତେବେଳର ଆଧାର ବିହୀନ ମୋର ଦୁଇ ଥରିଲା ପାଦ ପାଇଁ ମହିଳା ଜଣକ ଥିଲେ ଶକ୍ତ ଚଟାଣ ଭଳି । ତାଙ୍କ ଆଶ୍ରୟକୁ…