Latest Odisha News

BREAKING NEWS

ସୂର୍ଯ୍ୟପରାଗର ଦୁଇଟି ଚିତ୍ର: ଏପଟେ ବଜାର ବନ୍ଦ, ସେପଟେ ସମୁହ ଭୋଜନ

ବ୍ରହ୍ମପୁର:କରୋନା ମହାମାରୀର ସ୍ମୃତି ଏବେ ମଧ୍ୟ ଲୋକମାନଙ୍କ ମନରେ ସତେଜ ହୋଇ ରହିଛି। ଅନେକ ମାସ ପରେ ମଙ୍ଗଳବାର ପୁଣି ଥରେ କରୋନା କାଳର ଚିତ୍ର ଦେଖିବାକୁ ମିଳିଥିଲା। ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଇଥିଲା। ଲୋକମାନେ ଘରୁ ବାହାରି ନ ଥିଲେ। କରୋନା…

ମୁହଁରେ ଅସ୍ତ୍ରପୋଚାର କରିଛନ୍ତି କି କାଜୋଲଙ୍କ ଝିଅ ନ୍ୟାଶା ?

ମୁମ୍ବାଇ: ଅଜୟ ଦେବଗନ୍ ଏବଂ କାଜୋଲଙ୍କ ଝିଅ ନ୍ୟାଶା ଦେବଗନ୍ ବଲିଉଡର ପ୍ରସିଦ୍ଧ ଷ୍ଟାର କିଡ ମଧ୍ୟରୁ ଅନ୍ୟତମ। ଆଜିକାଲି ବଲିଉଡରେ ଦିପାବଳୀ ପାର୍ଟି ଚାଲିଛି ଏବଂ ସମସ୍ତ ତାରକା ପରସ୍ପରରଙ୍କ ଘରେ ପହଞ୍ଚୁଛନ୍ତି। ରବିବାର ରାତିରେ ନ୍ୟାଶା ଦେବଗନ୍ ମଧ୍ୟ ଦିପାବଳୀ ପାର୍ଟିରେ ଉପସ୍ଥିତ ହୋଇଥିଲେ।…

ରାଜା ଚାର୍ଲସଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଲେ ଋଷି ସୁନକ

ଲଣ୍ଡନ: ଋଷି ସୁନକ ବ୍ରିଟେନର ନୂଆ ପ୍ରଧନମନ୍ତ୍ରୀ ଭାବେ ରାଜା ଚାର୍ଲସ ତୃତୀୟଙ୍କ ଦ୍ବାରା ନିଯୁକ୍ତି ପାଇଛନ୍ତି । ବକିଙ୍ଗହାମ୍ ରାଜାପ୍ରାସାଦରେ ରାଜା ଚାର୍ଲସଙ୍କୁ ଭେଟି ଆଲୋଚନା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି । ସୁନକ ବ୍ରିଟେନର 57 ତମ ପ୍ରଧାନମନ୍ତ୍ରୀ ଭାବେ ନିଜର…

ଯବାନଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌

କାମାକ୍ଷାନଗର: ଯବାନଙ୍କ ଘରୁ ଲୁଟ୍‌ । ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନନ୍ତପୁର ଅଞ୍ଚଳରେ ରହୁଥିବା ଯବାନ ସୁଶାନ୍ତ କୁମାର ସାହୁଙ୍କ ଘରୁ ଗତ କାଲି ବିଳମ୍ବିତ ରାତିରେ ଲୁଟ ହୋଇଛି । ସୁଶାନ୍ତ…

ଶାହାରୁଖ ଫ୍ୟାନ୍ସଙ୍କୁ ଦେଲେ ଦିପାବଳୀ ଟ୍ରିଟ୍, ‘ପଠାନ’ର ଟିଜର ଆଉଟ

ମୁମ୍ବାଇ: ଶାହାରୁଖ ଖାନ ଦୀର୍ଘ ଦିନ ଧରି ତାଙ୍କର ସମସ୍ତ ପ୍ରୋଜେକ୍ଟରେ ବ୍ୟସ୍ତ ଥିଲେ। ୨୦୨୩ ମସିହାରେ ବଲିଉଡ କିଙ୍ଗ ଖାନ ତାଙ୍କର ତିନୋଟି ଚଳଚ୍ଚିତ୍ର ସହିତ ଧମାକା କରିବାକୁ ଯାଉଛନ୍ତି। ନିକଟରେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ପଠାନର ଟିଜର ରିଲିଜ ହୋଇଛି। ଏହା ସହିତ ତାଙ୍କ…

ବାପା-ମାଆଙ୍କ ଏହି ଅଭ୍ୟାସ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଭିଭାବକ ଏବଂ ସନ୍ତାନଙ୍କ ମଧ୍ୟରେ ଥିବା ସମ୍ପର୍କ ଅତି ଗୁରୁତ୍ୱପୂର୍ଣ୍ଣ। ତେବେ ବାପା ମାଆ ଯେଉଁ କାମ କରିବେ ତାହା ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବେ ନିଜ ପିଲାଙ୍କ ଉପରେ ପ୍ରଭାବ ପକାଏ। ପିତାମାତାଙ୍କର ମଧ୍ୟ ଏପରି କିଛି ଭୁଲ କିମ୍ବା ଖରାପ ଅଭ୍ୟାସ ଅଛି ଯାହା…

ମଦ ବିକ୍ରିକୁ ବିରୋଧ କଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଯାଜପୁର : ପୁଣି ମଦକୁ ବିରୋଧ କଲେ ମହିଳା । ବିଚିତ୍ରପୁର ପଞ୍ଚାୟତରେ ମଦ ବିକ୍ରିକୁ ବିରୋଧ କରି ଥାନାରେ ଅଭିଯୋଗ କଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ଦୀର୍ଘ ଦିନ ଧରି ପଞ୍ଚାୟତରେ ମଦ ବିକ୍ରି ହେଉଥିବା ଅଭିଯୋଗ କରାଯାଉଥିଲେ ମଧ୍ୟ ପୋଲିସ କିମ୍ବା ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ…

ଫଟା କେଶରୁ ମୁକ୍ତି ପାଇବାକୁ ହେଲେ ଆପଣାନ୍ତୁ ସହଜ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶୀତଦିନେ କେଶ ରୁକ୍ଷ, ଶୁଷ୍କ, କେଶ ତଳ ଫାଟିବା ଏବଂ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଗରମ ପାଣି ବ୍ୟବହାର କରିବା ଦ୍ୱାରା କେଶର ଶୁଷ୍କତା ବଢିଯାଏ ଏବଂ ଦୁର୍ବଳ ହୋଇଯାଇ ଝଡି ଯାଇଥାଏ। ଏହାସହ ଏହି ଋତୁରେ ରୁପି ସମସ୍ୟା ମଧ୍ୟ ଦେଖାଯାଇଥାଏ। କେଶର ଏହି ସବୁ ସମସ୍ୟାର…

ଆଉଟସୋର୍ସିଂ ଭାବେ କାର୍ଯ୍ୟରତ କର୍ମଚାରୀଙ୍କ ବୈଠକ 

ଯାଜପୁର :  ଆଉଟସୋର୍ସିଂ ଭାବେ କାର୍ଯ୍ୟରତ କର୍ମଚାରୀଙ୍କୁ ନିୟମିତ କରିବା ଦାବୀରେ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଦୀର୍ଘ ଦିନ ଧରି ନିୟମିତ କର୍ମଚାରୀଙ୍କ ଭଳି କାମ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିୟମିତ କର୍ମଚାରୀଙ୍କ ମାନ୍ୟତା ମିଳୁନଥିବା ଅଭିଯୋଗ ହୋଇଛି । ଏହି ଅଭିେଯାଗକୁ ନେଇ ଆଜି…

୨ ଘଣ୍ଟା ପରେ ହ୍ୱାଟ୍ସଆପ୍ ଉପରୁ ହଟିଲା ‘ପରାଗ’ ପ୍ରଭାବ !

ନୂଆଦିଲ୍ଲୀ: ସଚଳ ହେଲା ଅଚଳ ହ୍ୱାଟ୍ସଆପ୍ । ଦୀର୍ଘ ୨ ଘଣ୍ଟା ପରେ ହ୍ୱାଟ୍ସ,ଆପ୍ ଉପରୁ ପରାଗ ପ୍ରଭାବ ହଟିଛି । ମଙ୍ଗଳବାରି ଦିନ ପ୍ରାୟ ୧୨ଟା ୩୦ । ହଠାତ୍ ହ୍ୱାଟ୍ସଆପ୍ ସର୍ଭର ଡାଉନ୍ ହୋଇ ଯାଇଥିଲା । ଆଜି ଆଂଶିକ ସୂର୍ଯ୍ୟୋପରାଗ ସଂଗଠିତ ହେଉଥିବା ବେଳେ ହ୍ୱାଟ୍ସଆପ୍ ଭାରତ ସହ ଅଧିକାଂଶ ଦେଶରେ…