Latest Odisha News

BREAKING NEWS

‘ଟ୍ରମ୍ପଙ୍କ ଟ୍ୱିଟର୍ ଆକାଉଣ୍ଟ ଆରମ୍ଭ ହେବା ଉଚିତ୍ କି ?’: ମସ୍କ

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଟ୍ୱିଟର ଅଡୁ଼ଆ । ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ପୁଣି କାର୍ଯ୍ୟକ୍ଷମ କରାଯିବା ଉଚିତ କି? ବୋଲି ପ୍ରଶ୍ନ କରିଛନ୍ତି ଟ୍ୱିଟର ସିଇଓ ଏଲନ୍ ମସ୍କ । ଏଥିପାଇଁ ସେ ମାଗିଛନ୍ତି ୟୁଜର୍ସଙ୍କ ରାୟ । ରୟଟର୍ସ ରିପୋର୍ଟ…

ଗାଳ୍ପିକା ମାନସୀ ଦାସଙ୍କ ଦଶମ ଗଳ୍ପ ସଙ୍କଳନ ‘ପଦ୍ମ ପୋଖରୀ’ ଉନ୍ମୋଚିତ

ଭୁବନେଶ୍ବର : ପ୍ରକାଶନୀ ସଂସ୍ଥା ପକ୍ଷୀଘର ଆନୁକୁଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ବିଶିଷ୍ଟ ଲେଖିକା ମାନସୀ ଦାସଙ୍କ ବହୁ ପ୍ରତୀକ୍ଷିତ ଗଳ୍ପ ସଙ୍କଳନ 'ପଦ୍ମ ପୋଖରୀ' ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାରସ୍ଵତ…

ଜେଲ୍ ଭିତରେ ଆପ୍ ନେତାଙ୍କୁ ଭିଭିଆଇପି ଟ୍ରିଟମେଣ୍ଟ

ନୂଆଦିଲ୍ଲୀ : ଜେଲ୍ ଭିତରେ ଭିଭିଆଇପି ଟ୍ରିଟମେଣ୍ଟ । ଦିଲ୍ଲୀ ତିହାର ଜେଲ୍ ଭିତରେ ଘଷା ମୋଡା ଖାଉଛନ୍ତି ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ତାଙ୍କ ରାଜକୀୟ ଠାଣି । ବାବୁ ଖଟ ଉପରେ ଶୋଇ ପଢି ଚାଲିଛନ୍ତି । ଆଉ ସେବକ ଗୋଡରେ ତେଲ ଲଗାଇ ମାଲିସ କରିଚାଲିଛନ୍ତି । ଗୋଡ଼ ମୋଡା ସାଙ୍ଗକୁ ମୁଣ୍ଡରେ…

ଓଲଟି ପଡିଛି ଟ୍ରକ, ଅଚିନ୍ତାରେ ଗପୁଛି ଡ୍ରାଇଭର

ଭୁବନେଶ୍ୱର:  ବେଳେବେଳେ ଛୋଟ ଛୋଟ ଘଟଣା ମନକୁ ଛୁଇଁଯାଏ । ସେମିତି ଘଟଣା ଆମ ଦୖନିନ୍ଦିନ ଜୀବନର । ତଥାପି ଆମେ ତାକୁ ନଜରଅନ୍ଦାଜ କରିଦେଇ ଥାଉ । ହେଲେ ଅନ୍ୟ କେଉଁଠି ଦେଖିଲେ ଆମେ ଏହାର ମୂଲ୍ୟ ବୁଝିପାରୁ । ସୋସିଆଲ ମିଡିଆରେ ଏମିତି ଘଟଣା ଆଜିକାଲି ପ୍ରତିଦିନ ଦେଖିବାକୁ ମିଳୁଛି । ନିକଟରେ…

ସମ୍ବର ଶିଙ୍ଗ ଜବତ ସହ ୫ ଶିକାରୀ ଗିରଫ

କାମାକ୍ଷାନଗର : ଢେଙ୍କାନାଳ ବନବିଭାଗକୁ ମିଳିଲା ସଫଳତା  । ଦେଶୀ ବନ୍ଧୁକ ସମ୍ବର ଶିଙ୍ଗ ସହ ୫ ଜଣ ଶିକାରୀକୁ ଗିରଫ କରିଛି ବନ ବିଭାଗ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବିରାଶାଳ-୨ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଏକୁଲ ଗାଁରୁ ୫ଜଣ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ମାନେ…

ଟ୍ରେନରୁ ଖସି ୨ଜଣ ଆହତ, ଘଟଣାସ୍ଥଳରେ ଉତ୍ତେଜନା

ଯାଜପୁର : ଟ୍ରେନ୍‌ ଚଢ଼ିବା ସମୟରେ ଅଘଟଣ  । ଦୁଲାଖାପାଟଣା ରେଳ ଷ୍ଟେସନରେ ଟ୍ରେନ ରେ ଚଢୁଥିବା ବେଳେ ତଳକୁ ଖସିପଡି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ବଟକୃଷ୍ଣ ସେଠୀ ଏବଂ ମାମୁନି ସାହୁ  । ଆଜି ସକାଳୁ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା…

‘ଡୋନି ପୋଲୋ’ ଏୟାରପୋର୍ଟକୁ ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଇଟାନଗର : ଆଜି ଅରୁଣାଚଳ ପ୍ରଦେଶ ଓ ଉତ୍ତର-ପୂର୍ବାଞ୍ଚଳ ପାଇଁ ଖୁସିର ଦିନ । ଲୋକାର୍ପିତ ହେବ ଡୋନି ପୋଲୋ ଏୟାରପୋର୍ଟ । ଏହା ଅରୁଣାଚଳ ପ୍ରଦେଶର ୩ୟ ସକ୍ରିୟ ଏୟାରପୋର୍ଟ ହେବାକୁ ଯାଉଛି । ହେଲେ ଇଟାନଗରରେ ଏହା ପ୍ରଥମ ଏୟାରପୋର୍ଟ ଏବଂ ଏହାକୁ ମିଶାଇ ସମଗ୍ର ନର୍ଥଇଷ୍ଟରେ ବିମାନବନ୍ଦର ସଂଖ୍ୟା…

ମହାପ୍ରଭୁଙ୍କ ପଇତାଲାଗି ନୀତି

ପୁରୀ : ଆଜି ଶ୍ରୀଜିଉଙ୍କ ପଇତାଲାଗି ନୀତି ସମ୍ପନ୍ନ ହେବ । ତେଣୁ ଭକ୍ତଙ୍କ ପାଇଁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର  । ପଇତାଲାଗି ନୀତି ପାଇଁ ଅପରାହ୍ଣ ୫ରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନରେ ଦ୍ବିତୀୟ ଭୋଗ ମଣ୍ଡପ ନୀତି ପରେ ସମସ୍ତ ରୀତିନୀତି…

ଆଜି କୋଣାର୍କ ମନ୍ଦିର ସମେତ ସମସ୍ତ ଐତିହ୍ୟ ସ୍ଥାନ ପ୍ରବେଶ ଶୁଳ୍କ ଛାଡ: ଏଏସଆଇ

ନୂଆଦିଲ୍ଲୀ:  ବିଶ୍ୱ ଐତିହ୍ୟ ସପ୍ତାହ ପାଳନ  ଅବସରରେ ଏଏସଆଇ ପକ୍ଷରୁ ଘୋଷଣା କରାଯାଇଛି ଯେ ବିଭିନ୍ନ ଐତିହ୍ୟ ସ୍ଥାନ ଆଜି ପାଇଁ ପ୍ରବେଶ ଶୁଳ୍କ ଦେବାକୁ ପଡିବ ନାହିଁ । ଆଜି କୋଣାର୍କ ସୂର୍ଯ୍ୟମନ୍ଦିରରେ ମଧ୍ୟ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । ଆଜି ଦିନକ ପାଇଁ ମାଗଣାରେ କୀର୍ତ୍ତିରାଜି…