Latest Odisha News

BREAKING NEWS

ରାଜ୍ୟରେ ବଢିଛି ରାଜସ୍ୱ ଅବିବୃଦ୍ଧି

ଭୁବନେଶ୍ୱର : ଭୁବନେଶ୍ୱର ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ଅଗଷ୍ଟ ଶେଷସୁଦ୍ଧା ରାଜ୍ୟର ସମୁଦାୟ ରାଜସ୍ୱ ସଂଗ୍ରହରେ  ପ୍ରାୟ ୧୫.୫୫ ଶତକଡା ଅବିବୃଦ୍ଧି ହୋଇଛି ।  ଗତ ବର୍ଷ ଏହି ସମୟସୁଦ୍ଧା ସମୁଦାୟ ରାଜସ୍ୱ ସଂଗ୍ରହ ୩୧,୫୪୮.୪୯ କୋଟି ଟଙ୍କା ଥିବାବେଳେ  ଚଳିତ ବର୍ଷ  ଏହା ପ୍ରାୟ ୩୬,୪୫୫…

ନୀରଜ ଗ୍ୟାଙ୍ଗ ବିରୋଧରେ ହାତ ମିଳାଇଲେ ରାଜେଶ, ଗୋଲ୍ଡି,ଲରେନ୍ସ ଗ୍ରୁପ

ନୂଆଦିଲ୍ଲୀ: ନୂଆଦିଲ୍ଲୀ, ପଞ୍ଜାବ ଓ ହରିୟାଣାରେ ବଡ ଧରଣର ଗ୍ୟାଙ୍ଗୱାର ହେବାକୁ ଯାଉଥିବା ପୋଲିସ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ନିକଟରେ ରାଜେଶ ବବାନିଆ ଗ୍ୟାଙ୍ଗର ୪ ବଦମାସ ଧରାପଡିବା ପରେ ସେମାନଙ୍କ ନିକଟରୁ ଏହି ତଥ୍ୟ ସମ୍ମୁଖକୁ ଆସିଛି । ନୀରଜ ବାବାନିଆ ଗ୍ୟାଙ୍ଗ ବିରୋଧରେ…

ବାଲୁକା କଳାରେ କ୍ଷୁଦ୍ର କୋଣାର୍କ : ପର୍ଯ୍ୟଟନ ପାଇଁ ନିଆରା ପ୍ରୟାସ

ପୁରୀ: ବିଶ୍ବ ପର୍ଯ୍ୟଟନ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ  ।  ଓଡିଶାର କଳା ସଂସ୍କୃତିକୁ ସାରା ବିଶ୍ୱ ରେ ପରିଚିତ କରିବା ପାଇଁ ପୁରୀ ବେଳାଭୂମିରେ ନିର୍ମାଣ କଲେ ବାଲିର ଖୁଦ୍ର କୋଣାର୍କ ମିନ୍ଦିର । ଏହି…

ଆଜମ ଖାଁ, ଅବଦୁଲ୍ଲାଙ୍କ ପତା ମିଳୁନି

ରାମପୁର:ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ଆଜମ ଖାଁ ଏବଂ ତାଙ୍କ ପୁତ୍ର ଅବଦୁଲ୍ଲା ଆଜମଙ୍କ ପତା ମିଳୁନି । ଯାହାକୁ ନେଇ ସ୍ଥାନୀୟ ପୋଲିସ ଚିନ୍ତାରେ ପଡିଛି । ହାର୍ଟ ଆଟାକର ଚିକିତ୍ସା ପାଇଁ ଦିଲ୍ଲୀ ଆସିବା ପରେ ଏବେ ଆଜମଙ୍କ ପତା ମିଳୁନି । ତାଙ୍କ ବିରୋଧରେ ଅନେକଗୁଡିଏ ମୋକଦ୍ଦମା ରୁଜୁ…

ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର : ବିଜେଡି ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥାଏ  । ଏହି ବର୍ଷ  ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅକ୍ଟୋବର ୨ରୁ ଆରମ୍ଭ ହେବ ବୋଲି ବିଜୁ ଜନତା ଦଳ ପକ୍ଷରୁ ସୂଚନା ମିଳିଛି। ଦୁଇ ଦଶନ୍ଧିରୁ…

ସୋନିଆ ମାଗିଲେ ରିପୋର୍ଟ, ମାକେନ କହିଲେ ବିଧାୟକଙ୍କ ତିନି ସର୍ତ୍ତ

ନୂଆଦିଲ୍ଲୀ: ରାଜସ୍ଥାନରୁ ଫେରି ୧୦ ଜନପଥରେ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟରେ ସମସ୍ତ କଥା କହିଛନ୍ତି ଅଜୟ ମାକେନ ଏବଂ ମଲ୍ଲିକାର୍ଜୁନ ଖାଡଗେ। ଦଳର ଉଭୟ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖାଡଗେ ଏବଂ ଅଜୟ ମାକେନ୍ ସୋନିଆ ଗାନ୍ଧୀଙ୍କୁ ରାଜସ୍ଥାନରେ ଦଳରେ ଦେଖାଦେଇଥିବା…

ଗେହଲଟ ଆଉଟ୍, କଂଗ୍ରେସ ଅଧ୍ୟକ୍ଷ ରେସରେ ୧୦ ଜନପଥର ତିନି ବିଶ୍ବସ୍ତ !

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ନେତୃତ୍ବକୁ ନେଇ ରାଜସ୍ଥାନ କଂଗ୍ରେସରେ ଦେଖା ଦେଇଥିବା ସଙ୍କଟ ନିର୍ବାଚନ ଯେଉଁଭଳି ସ୍ବାଭାବିକ ଭାବରେ ହେବ ବୋଲି ଆଶା କରାଯାଉଥିଲା ସେଥିରେ ବ୍ୟତିକ୍ରମ ହୋଇଛି। ପ୍ରଥମେ ଅଶୋକ ଗେହଲଟ ଏବଂ ଶଶୀ…

ନବରାତ୍ରୀରେ ଟ୍ରେନରେ ମିଳିବ ବ୍ରତ ଥାଳି

ନୂଆଦିଲ୍ଲୀ: ନବ ରାତ୍ରୀ ପାଇଁ ରେଳ ମନ୍ତ୍ରଣାଳୟ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ମେନ୍ୟୁ ପ୍ରସ୍ତୁତ କରିଛି । ଏହା ଅନୁସାରେ ନବରାତ୍ରୀ ପାଳନ କରୁଥିବା ଭକ୍ତଙ୍କ ପାଇଁ ବ୍ରତ ଥାଳି ଉପଲବ୍ଧ ହେବ । ରେଳବାଇ ପକ୍ଷରୁ ଏ ନେଇ ଟ୍ୱିଟ କରି ଯାତ୍ରୀମାନଙ୍କୁ ସୂଚନା ଦିଆଯାଇଛି । ୨୬ ସେପ୍ଟମ୍ବରରୁ ୫…

ଲକ୍ଷେ ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ବିଡିଓ

ବଲାଙ୍ଗିର: ଭିଜିଲାନ୍ସ, ଜାଲରେ ଗୁଡ଼ଭେଲା ବିଡିଓ । ଗୁଡ଼ବେଲା ଭିଡିଓ ବିନୋଦ କୁମାର ନାଏକ ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ବିଡିଓ ବିନୋଦ ଲକ୍ଷେ ୮୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ…

କେରଳ ଚାଲାଣ ବେଳେ ଚଢ଼ାଉ, ୧୩୦ କେଜି ଚନ୍ଦନ କାଠ ଜବତ

କୋରାପୁଟ: ଚନ୍ଦନ କାଠ କେରଳ ଚାଲାଣ ବେଳେ ଚଢ଼ାଉ । କୋରାପୁଟ ଜିଲ୍ଲା ନନ୍ଦପୁର ବନାଞ୍ଚଳ ଓ ଆନ୍ଧ୍ର ଆରକୁ ବନାଞ୍ଚଳରୁ ସୁଦୂର କେରଳକୁ ଦାମୀ ଚନ୍ଦନ କାଠ ଚାଲାଣ ବେଳେ ଧରା ପଡ଼ିଛି । କୋରାପୁଟରୁ ଏକ କାମାଣ୍ଡରରେ ରାୟପୁରକୁ ନେଇ କେରଳ ଯିବାକୁ ଯୋଜନା କରିଥିଲେ ମାଫିଆ । ବିଶ୍ୱସ୍ତ ସୂତ୍ରରୁ…