Latest Odisha News

BREAKING NEWS

କେବଳ ପୂଜାରେ ନୁହେଁ ଦୈନନ୍ଦିନ ଜୀବନରେ ମଧ୍ୟ ବ୍ୟବହାର କରନ୍ତୁ କର୍ପୁର

କର୍ପୁର ଏକ ଉଦ୍‌ବାଇ, ଦହନଶୀଳ ବାନସ୍ପତିକ ଦ୍ରବ୍ୟ। କର୍ପୁର ଗଛର ଛାଳିରୁ ଉତ୍ପନ୍ନ। ଏହାର ସୁଗନ୍ଧ ପାଇଁ ଏହା ଅତି ଲୋକପ୍ରିୟ। ସାଧାରଣତଃ ପୂଜା ପାଠରେ କର୍ପୁର ବ୍ୟବହାର କରାଯାଏ। ଏହାସହ କର୍ପୁର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଏହାର ବ୍ୟବହାର ଆର୍ୟୁବେଦରେ ମଧ୍ୟ କରାଯାଇଛି। କର୍ପୁର କେଶ…

ଟି-୨୦ରେ ଶ୍ରେଷ୍ଠ ଦଳ ଭାବେ ଭାରତର ପତିଆରା ଜାରି

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବିଜୟୀ ହେବା ପରେ ଟି-୨୦ରେ ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡକୁ ଶକ୍ତ ଧକ୍କା ଲାଗିଛି। କାରଣ ଭାରତ ହାରିଥିଲେ ଦ୍ବିତୀୟ ସ୍ଥାନରେ ଥିବା ଏହି ଦଳ ଏକ ନମ୍ବର ହେବାର ସମ୍ଭାବନା ଥିଲା। ଅର୍ଥାତ ଭାରତ ଟି-୨୦ରେ ଏକ ନମ୍ବର ଥିଲା, ଏବେ ବି ଏକ ନମ୍ବର ରହିଛି…

ନୂଆ ଦଳର ନାମ ଘୋଷଣା କଲେ ଗୁଲାମ ନବୀ ଆଜାଦ୍

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେଇ ଦୀର୍ଘ ଦଶନ୍ଧିର ସମ୍ପର୍କ ଭାଙ୍ଗିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି ତାଙ୍କ ନୂଆ ଦଳର ନାମ ଘୋଷଣା କରିଛନ୍ତି। ସେ ତାଙ୍କ ଦଳର ନାମ 'ଡେମୋକ୍ରାଟି ଆଜାଦ' ଦେଇଛନ୍ତି। ଯାହା କୌଣସି ଦଳ କିମ୍ବା ନେତାଙ୍କ ଦ୍ୱାରା ପ୍ରଭାବିତ ହେବ ନାହିଁ ଏବଂ…

କଂଗ୍ରେସ ଅଧ୍ୟକ୍ଷ ରେସରୁ ଗେହଲୋଟ୍ ଆଉଟ୍, କମଲନାଥ୍ ଇନ୍ !

ନୂଆଦିଲ୍ଲୀ: ରାଜସ୍ଥାନ ରାଜଧାନୀ ଜୟପୁରରୁ ଦେଶର ରାଜଧାନୀ ଦିଲ୍ଲୀ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଶୋକ ଗେହଲୋଟଙ୍କ ଶିବିର ବିଦ୍ରୋହ କରିବା ପରେ ଅନେକ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା…

ଭୁବନେଶ୍ୱର ଓ କଟକରେ ମେଟ୍ରୋ ଟ୍ରେନ୍ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର: ଟ୍ୱିନସିଟିରେ ବଢ଼ୁଛି ଜନସଂଖ୍ୟା । ଭୁବନେଶ୍ୱର-କଟକ ଦ୍ୱୈତ ନଗରୀରେ ଦୌଡ଼ି ପାରିବ ମେଟ୍ରୋ । ମେଟ୍ରୋ ରେଲ ନୀତି- ୨୦୧୭ ଅନୁସାରେ, ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରରେ ମେଟ୍ରୋ ରେଳ ସିଷ୍ଟମ ଯୋଜନା ହୋଇ ପାରିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି…

ଆଇଏଏସ ଅଧିକାରୀ ସେୟାର କଲେ ମାର୍କ ସିଟ୍, ଦଶମ ଗଣିତରେ ୩୬ ଓ ଇଂରାଜୀରେ ରଖିଥିଲେ ୩୫ ମାର୍କ

ଓଡିଶା ସମ୍ବାଦ ବ୍ୟୁରୋ: ଅଧିକାଂଶ ସମୟରେ ସଫଳ ହେବା ପାଇଁ ପରୀକ୍ଷା ମାର୍କ, କିମ୍ବା ଗ୍ରେଡର ଆବଶ୍ୟକତା ପଡ଼େ ନାହିଁ। ନିଜର ଉପସ୍ଥିତି ବୁଦ୍ଧି, ପରିଶ୍ରମ ଏବଂ ଲକ୍ଷ୍ୟ ହିଁ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ଥାଏ। ଆମେ କେଉଁ ବୃତ୍ତି କରିବା କିମ୍ବା କେଉଁ ଲାଇନରେ କ୍ୟାରିଅର ତିଆରି…

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପଛରେ କିଏ ? ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ନେଇ ବିରୋଧୀ ଅଭିଯୋଗ ଆଣିଛନ୍ତି । ଧର୍ମେନ୍ଦ୍ରଙ୍କ ମୃତ୍ୟୁର ୨ ଦିନ ପରେ ମନ୍ତ୍ରୀ ସମୀର ଦାଶ ମୁହଁ ଖୋଲିଛନ୍ତି । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଦୁଃଖିତ…

ଆସିଲା ମୃତ ଧର୍ମେନ୍ଦ୍ର ସାହୁଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଜାଣନ୍ତୁ ମୃତ୍ୟୁର କାରଣ

ଭୁବନେଶ୍ୱର: କେମିତି ହୋଇଥିଲା ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ୧୧ ନମ୍ବର ଜୋନ୍ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ । ଏବେ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଯେଉଁଥିରେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା…

ଖଣିଜ ସମ୍ପଦ ଓଡ଼ିଶାର ରତ୍ନଭଣ୍ଡାର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଓଡ଼ିଶା ଖଣିଜ ସମ୍ପଦର ଭବିଷ୍ୟତ, ଚାଇନା, ଜାପାନ, ଆମେରିକା । ଯେଉଁ ଦେଶର ଖଣିଜ ସମ୍ପଦ ବିଦେଶକୁ ରପ୍ତାନୀ ହୁଏ, ସେ ଦେଶର ଲୋକେ ହତଭାଗା, ଅପଦାର୍ଥ, ଅଯୋଗ୍ୟ । ଆମେ ସେଇ ହତଭାଗା ଓଡିଆ - ଆମ ରାଜ୍ୟରୁ କ୍ରୋମାଇଟ୍ ଲୁହାପଥର ଚୀନ୍‌,…

ଆଧାର କାର୍ଡ ଦେଖାଇଲେ ଖାଇ ପାରିବେ ବାହାଘର ଭୋଜି

ଲକ୍ଷ୍ନୌ: ଅଧାର କାର୍ଡ ଦେଖାଇଲେ ଖାଇ ପାରିବେ ବାହାଘର ଭୋଜି। ଏପରି ଘଟଣା କେବେ ଶୁଣିଛନ୍ତି କି?  ସାମାଜିକ ବିବାହ କରିବାକୁ ଗଲେ ପ୍ରଥମେ ଭାଇ, ବନ୍ଧୁ, କୁଟୁମ୍ବ ଏବଂ ପରିଚିତ ଗାଁ ଲୋକଙ୍କୁ ଭୋଜି ଦେବାକୁ ପଡ଼େ। ଲୋକ ବାହାଘରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ବିବାହରେ କେବଳ ଯେ…