Latest Odisha News

BREAKING NEWS

କେରଳ ଚାଲାଣ ବେଳେ ଚଢ଼ାଉ, ୧୩୦ କେଜି ଚନ୍ଦନ କାଠ ଜବତ

କୋରାପୁଟ: ଚନ୍ଦନ କାଠ କେରଳ ଚାଲାଣ ବେଳେ ଚଢ଼ାଉ । କୋରାପୁଟ ଜିଲ୍ଲା ନନ୍ଦପୁର ବନାଞ୍ଚଳ ଓ ଆନ୍ଧ୍ର ଆରକୁ ବନାଞ୍ଚଳରୁ ସୁଦୂର କେରଳକୁ ଦାମୀ ଚନ୍ଦନ କାଠ ଚାଲାଣ ବେଳେ ଧରା ପଡ଼ିଛି । କୋରାପୁଟରୁ ଏକ କାମାଣ୍ଡରରେ ରାୟପୁରକୁ ନେଇ କେରଳ ଯିବାକୁ ଯୋଜନା କରିଥିଲେ ମାଫିଆ । ବିଶ୍ୱସ୍ତ ସୂତ୍ରରୁ…

ହାଇସ୍କୁଲରେ ଯୋଡ଼ି ହେବ ଯୁକ୍ତ ଦୁଇ, ଗୋଟିଏ ଛାତ ତଳେ ମିଳିବ ଉଭୟ ଶିକ୍ଷା

ଭୁବନେଶ୍ୱର: ଏଣିକି ହାଇସ୍କୁଲରେ ଯୋଡ଼ି ହେବ ଯୁକ୍ତ ଦୁଇ। ଅର୍ଥାତ ଗୋଟିଏ ସ୍କୁଲରେ ଦଶମ ବା ମାଟ୍ରିକ ଶ୍ରେଣୀ ପାସ୍ କରିବା ପରେ ଯୁକ୍ତ ଦୁଇ ପାଠ ପଢ଼ି ହେବ। ଏପରି ବ୍ୟବସ୍ଥା କରିବାକୁ ଯାଉଛନ୍ତି ଓଡ଼ିଶା ସରକାର। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।…

ନଦୀ ବନ୍ଧ ଓ ରାସ୍ତା ମରାମତି ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ

ଯାଜପୁର : ମଦୀବନ୍ଧ ଥାଇ ଲୋକଙ୍କ କାମରେ ଆସୁନି । ବର୍ଷ ବର୍ଷ ଧରି ମରାମତି ହୋଇପାରୁନି ନଦୀ ବନ୍ଧ ଓ ରାସ୍ତା । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବନ୍ଧ ଏବେ ଗମନାଗମନ ପାଇଁ ଅନୁପଯୁକ୍ତ ପାଲଟିଛି । ବର୍ଷା ହେଲାମାତ୍ରେ ବନ୍ଧଟି କାଦୁଅରେ ପରିଣତ ହୋଇଯାଉଥିବାରୁ ଦୈନିକ ଏଠୋର ଦୁଘର୍ଟଣା…

ଆସନ୍ତୁ ଜାଣିବା କେବେ ଉଲକାପିଣ୍ଡ ଡିର୍ମୋଫୋସକୁ ଧକ୍କା ଦେବ ନାସାର ଡାର୍ଟ

ୱାଶିଂଟନ: ପୃଥିବୀ ପୃଷ୍ଠରେ ଯେପରି ମହାକାଶରୁ ଖସୁଥିବା ଉଲକାପିଣ୍ଡ ମାଡ ନ ହେବେ ସେଥିପାଇଁ ନାସା ଉଦ୍ୟମ ଆରମ୍ଭ କରିଛି । ନାସାର ଡାର୍ଟ ମିଶନ ଆମକୁ ଆଗାମୀ ବିପଦରୁ ରକ୍ଷା କରିବ ବୋଲି ଆଶା କରାଯାଉଛି । ବର୍ତମାନ ପୃଥିବୀଠାରୁ ୬୮ ଲକ୍ଷ କିଲୋମିଟର ଦୂରରେ ଥିବା ଉଲକା ପିଣ୍ଡ ଡିର୍ମୋଫୋସକୁ…

‘ବାରଙ୍ଗ ୧୯୯୯’ ଫିଲ୍ମ ବିବାଦ: କୋର୍ଟ ଯିବେ ବୋଲି ଚେତାବନୀ ଦେଲେ ଅଞ୍ଜନା ମିଶ୍ର

ଭୁବନେଶ୍ୱର: 'ବାରଙ୍ଗ ୧୯୯୯' କହିବ ଅଞ୍ଜନା ମିଶ୍ରଙ୍କ କାହାଣୀ। ଏକ ଦୈନିକ ଖବରକାଗଜରେ ଏପରି ଏକ ଖବର ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଞ୍ଜନା। ଯିଏକି ଦୁଷ୍କର୍ମର ଶିକାର ହୋଇଥିଲେ। ସେ କହିଛନ୍ତି, ଏକ ଖବରକାଗଜ ଜରିଆରେ ଏପରି ଏକ ସୂଚନା ପାଇଛନ୍ତି। ଯାହା ତାଙ୍କ ସହ ଘଟିଥିବା…

ଆସନ୍ତା ମାସରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସଂପୂର୍ଣ୍ଣ କରିବାକୁ ଚିନ୍ତା କରୁଛନ୍ତି, ତେବେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ। କାରଣ ଆସନ୍ତା ମାସ ଅକ୍ଟୋବରରେ ବ୍ୟାଙ୍କଗୁଡିକ ଗୋଟିଏ କିମ୍ବା ଦୁଇ…

ଆମ ଦୁନିଆ ସହ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛନ୍ତି ଏଲିୟନ !

ନୂଆଦିଲ୍ଲୀ: ଏଲିୟନ ବା ପରଗ୍ରହୀ ନେଇ ବିଭିନ୍ନ ଖବର ପ୍ରକାଶ ପାଇଥାଏ । ତେବେ ସତରେ ଏହି ବ୍ରହ୍ମାଣ୍ଡରେ ଏଲିୟନଙ୍କ ସ୍ଥିତି ଅଛି କି ନାହିଁ ପ୍ରଶ୍ନ ଆମ ମୁଣ୍ଡକୁ ବାରମ୍ବାର ଆସିଥାଏ । ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟ ଉପରୁ ବାରମ୍ବାର ପରଦା ଉଠାଇବାକୁ ଉଦ୍ୟମ ଜାରୀ ରଖିଛନ୍ତି । ଇତି…

ଲିଭରକୁ ସୁସ୍ଥ ରଖିବ ଏହି ଖାଦ୍ୟ

ଯକୃତ ବା ଲିଭର ହେଉଛି ଆମ ଶରୀରର ଏପରି ଏକ ଆଭ୍ୟନ୍ତରୀଣ ଅଙ୍ଗ, ଯାହା ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ଏହାସହ ଓଜନ ହ୍ରାସ କରିବା ଏବଂ ଆମକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ। ଏହା ଆମ ଭିତରେ ଥିବା ବର୍ଜ୍ୟବସ୍ତୁ ବାହାର କରିବା ପାଇଁ କାର୍ଯ୍ୟ କରେ। ତେଣୁ ଆମେ ଲିଭରର…

ବେଆଇନ ବାଲି ଚାଲାଣ: ଥାନାରେ ତହସିଲଦାରଙ୍କ ଅଭିଯୋଗ, ବିଜେଡିର ସଂପୃକ୍ତି ଥିବା କହିଥିଲେ ଅପରାଜିତା

ଭୁବନେଶ୍ୱର: ବାଲି ମାଫିଆ ବିରୋଧରେ ଥାନାରେ ଅଭିଯୋଗ। ଭୁବନେଶ୍ବର ତହସିଲଦାର ବେଆଇନ ବାଲି ମାଫିଆ ବିରୋଧରେ ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି। ନିକଟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କୁଆଖାଇ ନୀଦରୁ ବେଆଇନ୍ ବାଲି ଉତ୍ତୋଳନ ନେଇ ଅଭିଯୋଗ କରିଥିଲେ। ଆଉ ସାଂସଦ ଏହି ଅଭିଯୋଗ କରିବାର…

HSRP ନେଇ ଆସିଲା ବଡ଼ ଖବର, ନ ଲଗାଇଥିଲେ ବି ମିଳିବ ଛାଡ଼

ଭୁବନେଶ୍ୱର: ଅବଧି ସରି ସରି ଆସୁଥିବା ବେଳେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ପାଇଁ ବୁକିଂ ତ ହେଉଛି କିନ୍ତୁ ଡେଟ୍ ମିଳୁନି । ଏଭଳି ସ୍ଥିତିରେ ରାଜ୍ୟ ପରିବହନ…