Latest Odisha News

BREAKING NEWS

୨ ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

କେନ୍ଦୁଝର: ୨ ମାଈହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି RCCF । କାର୍ଯ୍ୟରେ ଅବହେଳା ଅଭିଯୋଗରେ ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି । ଫରେଷ୍ଟର ପ୍ରଦୀପ ବାରିକ ଓ ଫରେଷ୍ଟ ଗାର୍ଡ ମିତ୍ରଭାନୁ ନାୟକଙ୍କୁ ନିଲମ୍ବିତ କରିଛନ୍ତି RCCF । ଏନେଇ ଡିଏଫ୍ଓ…

ସେପ୍ଟେମ୍ୱର ୧ ଓଡିଶାରେ ସମସ୍ତ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ସବୁଠୁ ବଡ ଗଣ ପର୍ବ ନୂଆଖାଇ  । ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରକିବାକୁ ନିଷ୍ପତି ନେଇଛନ୍ତି  । ସେପ୍ଟେମ୍ୱର ୧ରେ ପଡୁଛି ନୂଆଖାଇ  । ଏହି ଦିନ ରାଜ୍ୟରେ ସମସ୍ତ ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥା ବନ୍ଦ ରହିବ  । ଏ ନେଇ ରାଜ୍ୟ…

ମହଙ୍ଗା ପଡ଼ିଲା ଦୁଇ ବର୍ଷ ତଳର ଟ୍ୱିଟ୍: କମଲ୍ ଆର ଖାନ୍ ଗିରଫ

ମୁମ୍ବାଇ: ବଲିଉଡ ଏବଂ ସେଲିବ୍ରେଟମାନଙ୍କ ଉପରେ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚା ରହୁଥିବା କମଲ୍ ଆର୍ ଖାନ୍ (କେଆରକେ) ଗିରଫ। ସେ ଏକ ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟକୁ ଆଧାର କରି ପୋଲିସ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 2020ରେ କେଆରକେ ଏହି ବିବାଦୀୟ ଟ୍ୱିଟ୍ କରିଥିଲେ। ଯାହାକୁ ନେଇ…

ବିହାରରେ  ବିଜେପିର ମିଶନ 35 ସଫଳ ହେବ କି?

ବିହାରରେ ବିଜେପି ଏବେ ବିରୋଧୀ ଦଳର ଭୂମିକାରେ ରହିଛି । ତେବେ ଗୃହମନ୍ତ୍ରୀ ଅମିତ ଶାହ ବିହାରରେ 2024 ନିର୍ବାଚନ ପାଇଁ ମିଶନ 35 ଟାର୍ଗେଟ ଦେଇଛନ୍ତି । ଅମିତ ଶାହଙ୍କ ଟାର୍ଗେଟ ପୂରଣ କରିବା ପାଇଁ ବିଜେପି ନେତାମାନେ ଏବେ ବିହାରରେ କସରତ ଆରମ୍ଭ କରିଦେଇଛନ୍ତି । ବିଜେପିକୁ ବାଏ ବାଏ କହି…

ପରଲୋକରେ ଅର୍ଥନୀତିଜ୍ଞ ଅଭିଜିତ ସେନ୍

ନୂଆଦିଲ୍ଲୀ: ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ତଥା ଗ୍ରାମୀଣ ଅର୍ଥନୀତି ଉପରେ ଦକ୍ଷତା ରଖିଥିବା ଦେଶର ଅନ୍ୟତମ ଅର୍ଥନୀତି ବିଶେଷଜ୍ଞ ଅଭିଜିତ୍ ସେନଙ୍କର ପରଲୋକ ହୋଇଛି। ସୋମବାର ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ  ୭୨ ବର୍ଷ ହୋଇଥିଲା। ଗତକାଲି ରାତି ପ୍ରାୟ ୧୧ ଟା…

ସ୍ୱଳ୍ପ ଗଳ୍ପ : ଫେରାଗଷ୍ଟୋ ଅର୍ଥାତ୍ ଅଗଷ୍ଟ ପନ୍ଦର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୨ ଇଟାଲୀୟ ଭାଷାରେ ଫେରାଗଷ୍ଟୋ ଗୋଟିଏ ଜନପ୍ରିୟ ଶବ୍ଦ ଆଉ ଏହାର ଅର୍ଥ ହେଉଛି ଅଗଷ୍ଟ ପନ୍ଦର। ଏଇ ଦିନଟି ଇଟାଲୀର ଗୋଟିଏ ଛୁଟିଦିନ। ଏମିତିରେ ଦେଖିଲେ ଫେରାଗଷ୍ଟୋ ହେଉଛି ଇଟାଲୀର ଗୋଟିଏ ବଡ ତଥା ପ୍ରାଚୀନ କାଳରୁ…

ରାହୁଲ ଗାନ୍ଧୀ ଧାରଣା ଦେବାକୁ ଫିଟ୍: ଆଜାଦ

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବା ପରେ ଗୁଲାମ ନବୀ ଆଜାଦ୍ ଏବେ ନିଜ ବୟାନ ପାଇଁ ଶିରୋନାମାରେ ରହିଛନ୍ତି। ବିନା କୌଣସି ଚାପରେ ସେ ଏବେ 'ଆଜାଦ' ହୋଇ ନିଜର ପୂର୍ବତନ ଦଳର ନେତାଙ୍କ ବିରୋଧରେ ବୟାନ ରଖୁଛନ୍ତି। ଆଉ ଯଦି ଏହି କଥା ସତ ହୋଇଥିବ ତାହାଲେ କଂଗ୍ରେସ ଆଗକୁ ବଢିବା କାଠିକର…

ଭାଷା ଭାଗବତ : ଅଲେଖା ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେଉଁ ସ୍ଥାନର ମାନଚିତ୍ର ଅଂକିତ ହୋଇନି ଏକତ୍ର ସେହି ସ୍ଥାନ ଅଛି କି ନାହିଁ ? କେହି ଦିଅଂତୁ ଥରେ କହି ଯେଉଁ ଭାଷାର ନାହିଁ ଲିପି ସେ ଭାଷା ଚଳୁଛି ଯଦ୍ୟପି କେହି କରିନି ସଂକଳନ ଶବ୍ଦକୋଷ ଓ ବ୍ୟାକରଣ ଭାଷାର…

ଓଡ଼ିଶାରେ ପାରିବାରିକ ସମସ୍ୟା ଯୋଗୁଁ ଅଧିକ ଜୀବନ ହାରୁଛନ୍ତି !

ଭୁୁବନେଶ୍ୱର: ଓଡ଼ିଶାରେ ବଢ଼ୁଛି ଆତ୍ମହତ୍ୟା ହାର । ୨୦୨୦ ତୁଳନାରେ ୨୦୨୧ରେ ଆତ୍ମହତ୍ୟା ହାର ୧.୯ ପ୍ରତିଶତ ବୃଦ୍ଧି ପାଇଛି। ଏନସିଆରବି ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି। ପ୍ରତି ଦିନ ୧୫ରୁ ଅଧିକ ଲୋକ ଓଡ଼ିଶାରେ ଆତ୍ମହତ୍ୟା କରୁଛନ୍ତି । ଯାହାକି ଉଦ୍‌ବେଗଜନକ ରହିଛି। ତେବେ ପାରିବାରିକ…

ଦିଲ୍ଲୀରେ ଆପ୍- ବିଜେପି କଳି ଛିଣ୍ଡୁନି

ନୂଆଦିଲ୍ଲୀ: ଦିଲ୍ଲୀରେ ଆପ ଏବଂ ବିଜେପି ମଧ୍ୟରେ ବିବାଦ ବଢ଼ିଆାରେ ଲାଗିଛି । ମନିଷ ଶିସୋଦିଆଙ୍କ ବିରୋଧରେ ସିବିଆଇ ତଦନ୍ତ ଆଦେଶ ଦେଇଥିବା ଏଲଜି ଭିକେ ସାକ୍ସେନାଙ୍କ ବିରୋଧରେ ସିବିଆଇ ତଦନ୍ତ କରିବାକୁ ଆପ ଦାବି କରିଛି । ବିଧାନସଭାରେ ଆପ୍ ସଂଖ୍ୟା ଗରିଷ୍ଠ ପ୍ରମାଣ ଦେବାପାଇଁ ସ୍ବତନ୍ତ୍ର…