Latest Odisha News

ବାବୁସାନଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ପତ୍ନୀ ତୃପ୍ତି

ଭୁବନେଶ୍ୱର : ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଲିଉଡ ଷ୍ଟାର ବାବୁସାନ ମହାନ୍ତି ଆଜି ଡିସଚାର୍ଜ ହୋଇଛନ୍ତି । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଡିସଚାର୍ଜ ପୂର୍ବରୁ ବାବୁସାନଙ୍କୁ ଭେଟିବାକୁ ଆସିଥିଲେ…

ଜେପି ନଡ୍ଡାଙ୍କ ଦୁଇ ଦିନିଆ ଓଡିଶା ଗସ୍ତର କାର୍ଯ୍ୟକ୍ରମ ସୂଚନା

ଭୁବନେଶ୍ନର :  ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ । ଏହି ବିଷୟରେ  ବିସ୍ତୃତ କାର୍ଯ୍ୟକ୍ରମର ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର  । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୯ ତାରିଖ ଦିନ ୧୦ ଟା ବେଳେ…

ଭଡା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରେ ବଢିବାରେ ଲାଗିଛି ଆତ୍ମହତ୍ୟା ଘଟଣା ।  ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି  । ମୃତ ମହିଳା ହେଉଛନ୍ତି ପ୍ରିୟଙ୍କା ରାୟ ସାମନ୍ତ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ । ତାଙ୍କ ଘର ଢ଼େଙ୍କାନାଳ ଅଞ୍ଚଳରେ ବୋଲି…

ଦିଲ୍ଲୀପଙ୍କୁ ନେଇ ଆଶାରେ ଗଞ୍ଜାମ ହକି

ବ୍ରହ୍ମପୁର:ହକି ଇଣ୍ଡିଆର ସଭାପତି ଭାବେ ଓଡ଼ିଆ ପୁଅ ଦିଲ୍ଲୀପ ତିର୍କି ବିଜୟୀ ହେବା ପରେ ସାରା ରାଜ୍ୟରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି। ଓଡ଼ିଶାରେ ହକିର ବିକାଶକୁ ନେଇ ଅନେକ ଆଶା ସୃଷ୍ଟି ହୋଇଛି। ଏସବୁ ଭିତରେ ଏକଦା ହକିର ଏନ୍ତୁଡ଼ିଶାଳ ଥିବା ଗଞ୍ଜାମ ଜିଲାର ଛତ୍ରପୁରରେ…

ପିଏଫଆଇ ନେଇ ଇଡିର ବଡ ଖୁଲାସା, ପ୍ରଧାନମନ୍ତ୍ରୀ ବି ଥିଲେ ଟାର୍ଗେଟରେ

ନୂଆଦିଲ୍ଲୀ: ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ପପୁଲାର ଫ୍ରଂଟ ଅଫ ଇଣ୍ଡିଆ (ପିଏଫଆଇ) ନେଇ ବଡ ଖୁଲାସା କରିଛି । ଚଳିତ ବର୍ଷ ଜୁଲାଇରେ ପାଟନାର ଏକ ରାଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ ନେଇ ପିଏଫଆଇ ଷଡଯନ୍ତ୍ର ରଚିଥିଲା । ଏଥିନେଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆ…

କୁଳାଙ୍ଗାର ଉବାଚ : ବାବାଜୀ ମଞ୍ଜି

କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା ଛାତ୍ରୀନିବାସକୁ ସରସ ସୁନ୍ଦର କରିବା ପାଇଁ ପ୍ରଫେସର ପୋତିଥିଲେ ଗଛ ନର୍ସରୀରୁ ନେଇ I ପାଣି ଦେଲେ ତା ମୂଳରେ ଖାତା ସାର ଦେଲେ ଗଛମାନେ କିନ୍ତୁ ଆଦୌ ବଡ ନହୋଇଲେ! ଗଛଟେ ଉପାଡି ଧରି ବଡ ବିରକ୍ତରେ ପ୍ରଫେସର ପହଁଚିଲେ ନର୍ସରୀ ଭିତରେ I ଚଢାଗଳାରେ…

ଟେଲମା-୪୦ ଭଳି ଓଡ଼ିଶା ବଜାରରେ ଆଉ ୪୫ଟି ନକଲି ଔଷଧ !

ଭୁବନେଶ୍ୱର: ଖାଲି ଟେଲମା-୪୦ ନୁହେଁ ଓଡ଼ିଶା ବଜାରରେ ଏଭଳି ୪୫ଟି ନକଲି ଔଷଧ ରହିଛି । ଯାହାକୁ ପ୍ରତିଦିନ ରୋଗୀ ରୋଗ ଭଲ କରିବା ପାଇଁ ଖାଉଛନ୍ତି । ଗ୍ୟାସ୍, ଉଚ୍ଚରକ୍ତ ଚାପ ଓ ଝାଡ଼ା ପାଇଁ ଚାହିଦାରେ ଥିବା ସିରପ୍ ଓ ଔଷଧର ନକଲି ପ୍ରସ୍ତୁତ କରି କିଛି ଅସାଧୁ ବେପାରୀ ବଜାରକୁ ଛାଡ଼ୁଛନ୍ତି ।…

ଇଣ୍ଟରପୋଲର ତଥ୍ୟକୁ ନେଇ ୧୯ ରାଜ୍ୟର ୫୬ଟି ସ୍ଥାନରେ CBI ଚଢ଼ାଉ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI ୧୯ଟି ରାଜ୍ୟର ୫୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଶିଶୁ ଯୌନ ଶୋଷଣ ବିରୋଧରେ ଏହି ଚଢ଼ାଉ ହୋଇଛି । ୧୯ ରାଜ୍ୟ ସହ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଛାନଭିନ୍ କରୁଛି ସିବିଆଇ ।…

ଖୋର୍ଦ୍ଧାରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଭୁବନେଶ୍ୱର ହଟସ୍ପଟ୍

ଭୁବନେଶ୍ୱର: ଡରାଉଛି ଡେଙ୍ଗୁ । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୫୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୦ ଟପିଛି । ତେବେ ଚିହ୍ନଟ ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଅଧିକାଂଶ ଥିବା ଜଣାପଡ଼ିଛି । ବିଏମସି…

ବିଜେଡି ନେତାଙ୍କ ମୃତ ଦେହ ଉଦ୍ଧାର, ଲେଖିଥିଲେ ସାର୍ବଜନୀନ କରିବେ ଭିଡିଓ

ଭୁବନେଶ୍ୱର: ବିଜେଡି ନେତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ମୃତ ବ୍ୟକ୍ତି ହେଉଛନ୍ତି ଧର୍ମେନ୍ଦ୍ର ସାହୁ। ସେ ପୁରୀ ଜିଲ୍ଲା ନିମାପଡ଼ାର ୧୧ ନମ୍ବର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ । ସକାଳୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରୁ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ସେ ତାଙ୍କ…