ଟିଏମସି ନିର୍ଦ୍ଦେଶରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପିଟିଛି ପୋଲିସ: ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ କମିଟି
କୋଲକତା : ପଶ୍ଚିମବଙ୍ଗରେ ବିଜେପିର 'ନବାନ ଅଭିଆନ୍' ସମୟରେ ଦଳୀୟ କର୍ମୀଙ୍କ ପ୍ରତି ହୋଇଥିବା ହିଂସା ଘଟଣାର ତଦନ୍ତ ପାଇଁ ଗଠିତ ଭାରତୀୟ ଜନତା ପାର୍ଟିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଏହାର ରିପୋର୍ଟ ଦଳର ସଭାପତି ଜେପି ନଡ୍ଡାଙ୍କ ନିକଟରେ ଦାଖଲ କରିଛି। ବିଜେପି ସଭାପତି ଏକ ପାଞ୍ଚ ଜଣିଆ…