ନବ ନିର୍ବାଚିତ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କୁ ସ୍ବାଗତ
ଭୁବନେଶ୍ୱର: ଓଡ଼ିଶା ପାଇଁ ଗୈାରବ ଆଣିଥିବା ହକି ଇଣ୍ଡିଆର ନବନିର୍ବାଚିତ ସଭାପତି ଦିଲୀପ ତିର୍କୀଙ୍କୁ ବିମାନ ବନ୍ଦରରେ ହକି ଓଡ଼ିଶାର ଅଧିକାରୀମାନେ ଏବଂ ପ୍ରଶଂସକମାନେ ଭବ୍ୟ ସ୍ବାଗତ କରିଥିଲେ । କ୍ରୀଡ଼ା ସଚିବ ଆର ଭିନିଲ କ୍ରିଷ୍ଣା ମଧ୍ୟ ଶ୍ରୀ ତିର୍କୀଙ୍କୁ ସ୍ବାଗତ କରିଛନ୍ତି । ଗଣମାଧ୍ୟମ…