ଅତିରିକ୍ତ ତହସିଲଦାରଙ୍କ ନିର୍ଯାତନାରୁ ମୁକୁଳି ସର୍ଟ ଷ୍ଟେ’ ହୋମ୍ରେ ପୋଷ୍ୟ ସନ୍ତାନ
ବ୍ରହ୍ମପୁର: ଗଞ୍ଜାମ ଜିଲାର ଜଣେ ଅତିରିକ୍ତ ତହସିଲାର ନିଜ ପୋଷ୍ୟ ସନ୍ତାନକୁ ନିର୍ଯାତନା ଦେଉଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ପୋଷ୍ୟ ସନ୍ତାନ ଜଣକ ଅତିରିକ୍ତ ତହସିଲଦାର୍ଙ୍କ କବଳରୁ ମୁକୁଳିବା ପରେ ନିର୍ଯାତନାର କାହାଣୀ ଜଣାପଡ଼ିଛି। ଶିଶୁ ମଙ୍ଗଳ କମିଟିର ନିର୍ଦେଶ ପ୍ରକାରେ…