Latest Odisha News

BREAKING NEWS

ରାତି ଅଧରେ ବୈଦେଶିକ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଫୋନ୍… ପଚାରିଲେ ସେଠି କ’ଣ ଚାଲିଛି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଦିନ ୧୮ ଘଣ୍ଟାରୁ ଅଧିକ ସମୟ କାମ କରନ୍ତି। ଦଳୀୟ ନେତା ଏପରି କୁହନ୍ତି। ଯାହାର ପ୍ରମାଣ ଏବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କ ଦେଇଛନ୍ତି। ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାବଦରେ ଲେଖାହୋଇଥିବା 'ମୋଦୀ @…

ଖେଳିବା, ବୁଲିବା ବୟସରେ ବଢ଼ୁଛି ମୁଣ୍ଡ, ଚିକିତ୍ସା ପାଇଁ ଦରକାର ଟଙ୍କା

ସୋନପୁର: ୪ ବର୍ଷର ଗୁଣ୍ଡୁ । ହେଲେ ବୟସ ଓ ଶରୀର ତୁଳନାରେ ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି ମୁଣ୍ଡ । ସାଙ୍ଗସାଥୀଙ୍କ ସହ ଖେଳିବା ବୟସରେ ଗୁଣ୍ଡୁ ମାଆ କୋଳରେ । ଗୁଣ୍ଡୁର ମୁଣ୍ଡରେ ପାଣି ଜମୁଥିବାରୁ ଅସହ୍ୟ ଯନ୍ତ୍ରଣା ହେଉଛି । ସୋନପୁର ପୌରପରିଷଦ ତରିଆପଡ଼ାରୁ ରୁବି ବେରିଆ ଓ ପଲସ୍ତି…

ହିଟଲର ମରି ନ ଥିଲେ, ଜର୍ମାନୀରୁ ଲୁଚି କରି ପଳାଇ ଯାଇଥିଲେ ଆର୍ଜେଂଟିନା !

ବୁଏନ୍ସ ଏରିସ: ଜର୍ମାନୀର ଏକଚ୍ଛତ୍ରବାଦ ଶାସକ ଆଡଲ୍ଫ ହିଟଲର ଯୁଦ୍ଧ ସମୟରେ ମରି ନ ଥିଲେ । ସେ ଏକ ନାଜି ଜାହଜରେ ଜର୍ମାନୀରୁ ଲୁଚି କରି ଆର୍ଜେଂଟିନା ପଳାଇ ଆସିଥିଲେ ବୋଲି ଗବେଷକମାନେ କହିଛନ୍ତି । ଏହା କହିବା ପଛର କାରଣ ହେଲା ନିକଟରେ ଆର୍ଜେଂଟିନାରେ ଏକ ନାଜି ବୁଡାଜାହଜ ମିଳିଛି । ଏହା ୨୬୦…

ପାଇଲଟ ମୁଖ୍ୟମନ୍ତ୍ରୀ, ଗେହଲଟ କଂଗ୍ରେସ ଅଧ୍ୟକ୍ଷ !

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ସହିତ ମୁଖ୍ୟମନ୍ତ୍ରୀ ଆସନ ପାଖରେ ରଖିବେ ବୋଲି ଅଶୋକ ଗେହଲଟ ଦୁଇ ଦିନ ତଳେ ପରୋକ୍ଷରେ ଏକ ବୟାନ ଦେଇଥିଲେ। ଏହାପରେ ରାଜସ୍ଥାନ କଂଗ୍ରେସରେ ଗୋଟିଏ ବଡ଼ କନ୍ଦଳ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା। ଏବେ କିନ୍ତୁ ଏହି ସ୍ଥିତିରେ ସୁଧାର…

ସୁସ୍ଥ ରହିବାକୁ ଯାଇ ଅତ୍ୟଧିକ ଗରମ ପାଣି ପିଉଛନ୍ତି କି?

ଯେଉଁମାନେ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନେ ପ୍ରତିଦିନ ଗରମ ପାଣି ପିଅନ୍ତି। ଥଣ୍ଡାରେ ଗରମ ପାଣି ପିଇବା ସମସ୍ତଙ୍କର ଅଭ୍ୟାସ। ଗରମ ପାଣି ଦ୍ୱାରା ଶରୀରକୁ ଆରମ ଲାଗେ ଏବଂ ଶରୀରକୁ ଉଷୁମ ରଖେ। କିନ୍ତୁ କିଛି ଲୋକେ ମାତ୍ରାଧିକ ଗରମ ପାଣି ପିଅନ୍ତି। ଯାହାକି ସ୍ୱାସ୍ଥ୍ୟ ପାଇଁ…

ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା;ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ହେଲେ ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ

ବ୍ରହ୍ମପୁର: ରାଜ୍ୟର ସମସ୍ତ ଜିଲାର ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ରାଜ୍ୟ ସରକାରଙ୍କ ତରଫରୁ ଶୁକ୍ରବାର ଘୋଷଣା କରାଯାଇଛି। ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ହୋଇଛନ୍ତି ପୂର୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ ମଲ୍ଲୀକ। ବର୍ତ୍ତମାନ ମନ୍ତ୍ରୀ ମଲ୍ଲିକ ବିଜୁ ଜନତା ଦଳ ତରଫରୁ ଗଞ୍ଜାମ ଜିଲା ପାଇଁ…

କାଦୁଅରେ ଫସିଗଲା ଆମୁଲାନ୍ସ, ଅନ୍ଧାରରେ ରାସ୍ତା କଡ଼ରେ ହେଲା ପ୍ରସବ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦ ବର୍ଷ ପୂର୍ବେ ଯେଉଁ ସମସ୍ୟାକୁ ନେଇ ଓଡ଼ିଶା ପରିଚିତ ଥିଲା ସମାନ ଚିତ୍ର ୨୦୨୨ରେ ଦେଖିବାକୁ ମିିଳିଛି। ପ୍ରସୂତିଙ୍କୁ ନେବାକୁ ଆସୁଥିବା ଆମ୍ବୁଲାନ୍ସ କାଦୁଅ ରାସ୍ତାରେ ଫସିଗଲା । ପରେ ରାସ୍ତା କଡରେ ପ୍ରସବ ପରେ ନବଜାତଙ୍କୁ ଧରି ଆମ୍ବୁଲାନ୍ସ ପାଖରେ ପହଞ୍ଚିଲେ।…

ବଜାରରେ ବଢିପାରେ ଚାଉଳ ଦର !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘରୋଇ ବଜାରରେ ଚାଉଳର ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଚଳିତ ଖରିଫ ଋତୁରେ ଫସଲ କମ୍ ଉତ୍ପାଦନ ହୋଇଛି। ଏହାସହିତ ଅଣ ବାସୁମତି ଚାଉଳ ରପ୍ତାନିରେ ୧୧ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଏହି କାରଣରୁ ଚାଉଳର ମୂଲ୍ୟ ଆହୁରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି।…

ଟି୨୦ରେ ବାବର-ରିଜୱାନଙ୍କ ବିଶ୍ୱରେକର୍ଡ

ଲାହୋର: ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ପାକିସ୍ତାନର ଦୁଇ ଓପନର ବାବର ଆଜମ ଓ ମହମ୍ମଦ ରିଜୱାନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟି୨୦ ମୁକାବିଲାରେ ଉଭୟ ଓପନିଂ ପାର୍ଟନରଶିପରେ ୧୧୭ ବଲରେ ଅପରାଜିତ ୨୦୩ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଛନ୍ତି । ୨୦୦ରୁ ଊର୍ଦ୍ଧ୍ୱ…

ବୈତାଳ ମନ୍ଦିର

ସୁକାନ୍ତ କୁମାର ପଣ୍ଡା ମାଉସୀ ମା' ମନ୍ଦିର ଛକରୁ ରଥ ରୋଡରେ ଲିଙ୍ଗରାଜ ମନ୍ଦିରକୁ ଯିବା ରାସ୍ତାରେ ବଡଦାଣ୍ଡ ସାହି ମଝିରେ ବାମ ପଟେ ଯେଉଁ ସୁନ୍ଦର ମନ୍ଦିରଟି ପଡେ, ତାର ନାମ ହେଉଛି ବୈତାଳ ମନ୍ଦିର । ମନ୍ଦିରର ତିନୋଟି ଚୂଡା ଥିବାରୁ ସାଧାରଣରେ ତିନି ମୁଣ୍ଡିଆ ମନ୍ଦିର ଭାବରେ ଏହା ଅଧିକ…