Latest Odisha News

BREAKING NEWS

ମନ୍ଦିର ଉପରେ ଆକ୍ରମଣ ବରଦାସ୍ତ କରାଯିବନି, ୟୁକେ-କାନାଡା ପ୍ରତି କଠୋର ହେଲା ଭାରତ

ନୂଆଦିଲ୍ଲୀ:  ନିକଟ ଦିନରେ ବ୍ରିଟେନ୍ ଏବଂ କାନାଡାରେ  ମନ୍ଦିର  ଉପରେ ଆକ୍ରମଣ ଏବଂ ହିନ୍ଦୁ ଧର୍ମର ପ୍ରତୀକର ଭଙ୍ଗାରୁଜାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହା ଭାରତୀୟଙ୍କୁ ବହୁତ ବ୍ୟଥିତ କରିଛି। ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି କେନ୍ଦ୍ର ସରକାର। ପ୍ରତିଟି ସ୍ଥିତି ଉପରେ କଡା ନଜର…

ଅଫିସରେ କାମ କରିବା ବେଳେ ନିଦ ମାଡୁଛି କି? ଏହି କାମ କରନ୍ତୁ, ସତେଜ ରୁହନ୍ତୁ

ସୁସ୍ଥ ଶରୀର ପାଇଁ ପର୍ଯ୍ୟାପ୍ତ ନିଦ ହେବା ଆବଶ୍ୟକ। ଆଜିକାଲିର ଜୀବନଶୈଳୀରେ ଲୋକମାନେ ପର୍ଯ୍ୟାପ୍ତ ନିଦ ପାଆନ୍ତି ନାହିଁ। ଏହି କାରଣରୁ ଅଫିସ୍ କାମ ସମୟରେ ନିଦ ଲାଗେ, ଅଳସ ମଧ୍ୟ ଲାଗେ। ଅଫିସରେ କାମ କରିବା କିମ୍ବା ପଢିବା ସମୟରେ ଯଦି ଆପଣ ମଧ୍ୟ ନିଦ୍ରା ଅନୁଭବ କରନ୍ତି, ତେବେ ଏହି ଖବର…

ପୁଣି ‘ମୋ ବସ୍’ରେ ଯାତ୍ରୀଙ୍କ ଠାରୁ ଚୋରି, କ୍ୟାନସର ପୀଡି଼ତଙ୍କ ଠାରୁ ଲୁଟିନେଲେ ୧୫ ହଜାର ଟଙ୍କା

ଭୁବନେଶ୍ୱର: ସିସିଟିଭି ଲାଗିଛି, ତଥାପି ଚୋରି ହେଉଛି । ଆମେ କହୁଛୁ ‘ମୋ ବସ୍’ କଥା । ଭୁବନେଶ୍ୱର ସହ କଟକ, ପୁରୀ ଓ ଖୋର୍ଦ୍ଧା ସହରକୁ ଗଡ଼ୁଥିବା ‘ମୋ ବସ୍’ ଲୁଟେରାଙ୍କ ପାଇଁ ସ୍ୱର୍ଗ ପାଲଟିଛି । ବୁଧବାର ‘ମୋ ବସ୍’ରେ ଯାତ୍ରା କରୁଥିବା ଜଣେ କ୍ୟାନସର ପୀଡ଼ିତଙ୍କ ଠାରୁ ଲୁଟ୍ ହୋଇଛି ।…

ଦାମୀ ଟୁଥ୍‌ପେଷ୍ଟ ନୁହେଁ ବରଂ ଘରୋଇ ଉପଚାର କରି ମୋତି ଭଳି ଚମକାନ୍ତୁ ଦାନ୍ତ

ମୁହଁକୁ ସୁନ୍ଦର କରେ ହସ ଓ ହସକୁ ସୁନ୍ଦର କରେ ଦାନ୍ତ । ହସ ହିଁ ଜଣଙ୍କ ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ। ସଫା ଏବଂ ଚମକୁଥିବା ଦାନ୍ତ ସୁନ୍ଦର ହସ ସହ ତ୍ୱଚାର ସୌନ୍ଦର୍ଯ୍ୟ ବଢାଇବାରେ ସାହାଯ୍ୟ କରେ । ହସ ହସ ଚେହେରା ସମସ୍ତଙ୍କ ପସନ୍ଦ। ହେଲେ ଏହି ହସ ମୁହଁରେ ହଳଦିଆ ଦାନ୍ତ ଦେଖାଗଲେ କେମିତି…

ଆସନ୍ତୁ ଜାଣିବା ୨୦୨୩, ୨୫ରେ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ କେଉଁଠାରେ ଖେଳାଯିବ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୁଧବାର ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ କେଉଁଠାରେ ଖେଳାଯିବ ତାହା ସ୍ପଷ୍ଟ କରିଛି । ଆସନ୍ତା ବର୍ଷ ଫାଇନାଲ ମ୍ୟାଚ ଲଣ୍ଡନର ଦି ଓଭାଲରେ ଏବଂ ୨୦୨୫ ସଂସ୍କରଣ ଲର୍ଡସରେ ଖେଳାଯିବ । ଆଇସିସି ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜ୍ୟେଫ ଏଲର୍ଡିସ ଏହା…

ହୋଟେଲରେ ହିଡ଼େନ କ୍ୟାମେରା ଥିଲେ ଖୋଜିବେ କିପରି ?

ଭ୍ୟାକେସନ ଟ୍ରିପ୍ ହେଉ କିମ୍ବା ଅଫିସ୍ କାର୍ଯ୍ୟ ପାଇଁ ବାହାରକୁ ଗଲେ ହୋଟେଲ ବୁକିଂ କରୁଥିବେ ନିଶ୍ଚିତ। ଲୋକମାନେ ପ୍ରାୟତଃ ଗେଷ୍ଟ ହାଉସରେ ମଧ୍ୟ ରହନ୍ତି। ଏଥିରେ ମହିଳା ହୁଅନ୍ତୁ କିମ୍ବା କୌଣସି ଦମ୍ପତି ସମସ୍ତଙ୍କର ବ୍ୟକ୍ତିଗତ ମାମଲା ଥାଏ। ଏଭଳି ପରିସ୍ଥିତିରେ ସବୁଠାରୁ ବଡ ବିପଦ ହେଉଛି…

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ବିବାଦ ଲାଗି ରହିଥିଲା । ଏହା ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଗତକାଲି ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍ଏମ୍ଏ) ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏନ୍ଏମ୍ଏ ର ଏହି ନୋଟିସ କୁ ନେଇ ଭୁବନେଶ୍ୱର…

ସଂସାର ଭାଙ୍ଗିବା ପରେ ଜୀବନ ହାରିଦେଲେ; ବିଷ ପିଇ ଭୁବନେଶ୍ୱରରେ ୨ ମୃତ

ଭୁବନେଶ୍ୱର: ଜଣେ ସ୍ୱାମୀଙ୍କୁ ତ ଆଉ ଜଣେ ସ୍ତ୍ରୀକୁ ଛାଡ଼ି ଏକାଠି ରହୁଥିଲେ । ପରିବାରକୁ ଛାଡ଼ି ଏକାଠି ରହୁଥିବା ପୁରୁଷ ଓ ମହିଳା ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସଂସାର ଭାଙ୍ଗିଯିବା ପରେ ଉଭୟ ଜୀବନ ହାରି ଦେଇଛନ୍ତି । ଭୁବନେଶ୍ୱର ଭରତପୁର ଫୁଲେଶ୍ୱରୀ ବସ୍ତିରେ ଜଣେ ବ୍ୟକ୍ତି ଓ ମହିଳା…

ଅତିରିକ୍ତ ତହସିଲଦାରଙ୍କ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍, ୨୧ଟି ପ୍ଲଟ୍ ଠାବ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସୁନ୍ଦରଗଡ଼ ଜିଲ୍ଲାର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଟାଙ୍ଗରପାଲି ବ୍ଲକ ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ୮ଟି ସ୍ଥାନରେ ରେଡ୍ ଚାଳିଛି । ପ୍ରାଥମିକ ତଦନ୍ତରୁ ଭିଜିଲାନ୍ସ ହାତରେ ୨୧ଟି ପ୍ଲଟ ସହ ୨ଟି ବହୁତଳ…

ଅଲୋଡ଼ା ହେଲା ଶିଶୁକନ୍ୟା

ଢେଙ୍କାନାଳ : ଅଲୋଡ଼ା ହେଲା ଶିଶୁକନ୍ୟା ,କଙ୍ଗେଇଲୋ ଗାଁରୁ ଉଦ୍ଧାର ହେଲା ଶିଶୁକନ୍ୟାର ମୃତ ଦେହ   । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଙ୍ଗେଇଲୋ ଗାଁ ଶବରସାହି ନିକଟରୁ ଗୋଟିଏ ନବଜାତ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି ପ୍ରାୟ ୨ ରୁ ୩ ଦିନ ହେବ ବୋଲି ଅନୁମାନ…