ସ୍ୱଭାବ କବି ଗଙ୍ଗାଧର ମେହେର
ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”
ଇତିହାସ ପୃଷ୍ଠା ଲେଉଟାଇଲେ ଜଣାଯାଏ, ଏଇ ଓଡ଼ିଶା ରେ ଦିନେ ମୁକୁନ୍ଦଦେବ ଗଙ୍ଗା ନଦୀକୁ ଓଡ଼ିଶା ଆଣିବାକୁ ତପସ୍ୟାରେ ବସିଲେ ଏବଂ ଘୋଷଣା କଲେ ଯିଏ ମୋ ତପସ୍ୟା ଭଙ୍ଗ କରିବ, ତାକୁ ଦି’ଖଣ୍ଡ କରିଦେବି ।
ରାଜାଙ୍କ ତପସ୍ୟା ଦିନପରେ ଦିନ…