Latest Odisha News

BREAKING NEWS

ବସରେ ଦୀପ ଜାଳି ଶୋଇଥିଲେ, ଅଗ୍ନିକାଣ୍ଡ ଯୋଗୁଁ ଜଳିଗଲେ

ରାଞ୍ଜି: ଦୀପାବଳିରେ ବଡ ଅଘଟଣ। ବସରେ ଦୀପ ଜାଳି ଦୀପାବଳି ପାଳନ କରୁଥିଲେ। ହେଲେ ଶୋଇଥିବା ବେଳେ ଉଭୟ ନିଆଁର ଆଁରେ ଜଳିଯାଇଛନ୍ତି। ରାଞ୍ଚିର କାଣ୍ଟାଟୋଲିରେ ଥିବା ଖଡାଗଡା ବସ୍ ଷ୍ଟାଣ୍ଡରେ ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବସଟିରେ ଏତେ ଜୋର ନିଆଁ ଲାଗିଥିଲା ଯେ ଆଖପାଖ ଅଞ୍ଚଳ ଅନ୍ଧାର…

ଦୁର୍ବଳ ହେଲା ବାତ୍ୟା ସିତ୍ରାଙ୍ଗ, ବାଂଲାଦେଶରେ ୭ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ : ବିଳମ୍ବିତ ରାତିରେ ସାମୁଦ୍ରିକ ଝଡ ସିତ୍ରାଙ୍ଗ ବାଂଲାଦେଶରେ ସ୍ଥଳଭାଗ ଛୁଇଁଛି। ବାତ୍ୟାର ପ୍ରକୋପରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମିଳିିଥିବା ସୂଚନା ଅନୁଯାୟୀ ବାତ୍ୟା ସିତ୍ରାଙ୍ଗ ଗତକାଲି ରାତି ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ବାଂଲାଦେଶର ଲ୍ୟାଣ୍ଡଫଲ କରିଥିଲା। ଏହି…

ଋଷି ସୁନକ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ

ବ୍ରିଟେନ: କନଜରଭେଟିଭ୍ ଦଳର ନେତା ଋଷି ସୁନକ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ ଏହି ପଦରେ ବସିବାକୁ ଯାଉଛନ୍ତି। ଶପଥ ନେବା ପୂର୍ବରୁ ଋଷି ଆଜି ଅପରାହ୍ନରେ ବକିଙ୍ଗହମ୍ ପ୍ୟାଲେସରେ କିଙ୍ଗ ଚାର୍ଲ୍ସଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ପଦ…

ସ୍ୱଳ୍ପ ଗଳ୍ପ : ଏମିତି ବି ଏକ ଯନ୍ତ୍ର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୦ ଗୋଟିଏ ବିଶେଷ ଯନ୍ତ୍ରକୁ କେନ୍ଦ୍ରକରି ଆଜିର କଥା । ଭାରି ଅଦ୍ଭୁତ ଲାଗିବ ଯେତେବେଳେ ଆମକୁ କୁହାଯିବ ଯେ,ଏଇ ଯନ୍ତ୍ରଟି ଅସଲରେ ସୁଖ ପ୍ରସବ ପାଇଁ ଉଦ୍ଭାବନ କରାଯାଇଥିଲା। ସୁଖ ପ୍ରସବ ମାନେ ଏହା କୌଣସି ମାନବେତର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କେତେବେଳୁ ଫୋନଟି କଟି ସାରିଥିଲା ଜଣାନଥିଲା । ଧ୍ୟାନସ୍ଥ ମୁଦ୍ରାରେ ଫୋନଟିକୁ ଧରି ସେମିତି ଛିଡା ହୋଇ ଥିଲା ଆସ୍ଥା !! ପିଲାମାନେ ସ୍କୁଲରୁ ଆସି କେତେ ଡାକିଲା ପରେ ଯାଇ ପ୍ରକୃତିସ୍ଥ ହେଲା ! ମାମା ଭୋକ ମାମା ଭୋକ କହି…

କବିତା : ପ୍ରୀତି ଦୀପାଳି

ରମାକାନ୍ତ ନାୟକ ନିଶବ୍ଦ ରାତ୍ରିର ଗଭୀର ଅନ୍ଧାରେ ଧାରାଗାମୀ ଆତ୍ମା ସମୂହ ତଥା କଥିତ ବଡ଼ ବଡୁଆଙ୍କ ଦେବଜ୍ୟୋତି ଆତ୍ମା, ମୋକ୍ଷ ପ୍ରାପ୍ତିର ଆଶେ, ପ୍ରୀତି ଦୀପାଳିର ଶ୍ରଦ୍ଧା ପ୍ରେମାଲୋକରେ ଆସନ୍ତି ପଇଁଆ ଖାଡ଼ିର ଜ୍ୟୋତିରେ ଆର୍ଶୀବାଦ ଉଜାଡି ଦେବାକୁ ଆଜିର ଦିନରେ । ଆସ ଆହେ…

ଭାଷା ଭାଗବତ : ଭାଷାର କାହାଣୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମଣିଷ ଭାଷାବଂତ ପ୍ରାଣୀ ଅଗ କି ମୂଳକୁ ନ ଜାଣି ଉଦ୍‌ଗାରେ ଅନର୍ଗଳ ବାଣୀ ଏହା ତା ଭାଷାର କାହାଣୀ ଅତ୍ୟୁକ୍ତି ଅଥବା ଅଳ୍ପୋକ୍ତି କରିଲେ ସୁଜ୍ଞାନର ମତି ଜ୍ଞାନ ହିଁ ଭୋଗେ ସବୁ କ୍ଷତି ଭାଷା କରେନି…

ଡେଡ୍ ସ୍କିନ ହଟାଇବା ପାଇଁ ଘରୋଇ ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଧୂଳି ଏବଂ ପ୍ରଦୂଷଣ ହେତୁ ତ୍ୱଚାରେ ଟ୍ୟାନ୍ କିମ୍ବା ମଇଳା ଜମା ହୋଇଯାଏ। ଏପରି କ୍ଷେତ୍ରରେ ତ୍ୱଚାର ଚମକ ହଜିଯାଏ ଏବଂ ତ୍ୱଚା ମଳିନ ପଡିଯାଏ। ମୃତ ଚର୍ମ କୋଷଗୁଡ଼ିକୁ ବାହାର କରିବା ପାଇଁ ଆପଣ ଏକ ଘରେ ତିଆରି ସ୍କ୍ରବ୍ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ଜାଣିବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର ଓ ସିଂହଦ୍ୱାର ଭକ୍ତର ଚେତନାରେ ସେହି ଏକା ପରମ ପାବନ ଧାରା ସୃଷ୍ଟି କରେ। କାରଣ ସିଂହଦ୍ୱାର ଏଠି କେବଳ ଯିବା ଆସିବା ପଥ ଟିଏ ନୁହେଁ କି ଗୁମୁଟ ଟିଏ…

ବାତ୍ୟାକୁ ନେଇ ସତର୍କ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକତା: ସଂପ୍ରତି ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ସାମୁଦ୍ରିକ ବାତ୍ୟା କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସତର୍କ ରହିବାକୁ ସମୁଦ୍ରକୂଳବର୍ତ୍ତି ଜିଲ୍ଲାର ଲୋକମାନଙ୍କୁ କହିଛନ୍ତି । ବାତ୍ୟାକୁ ନେଇ ସବୁ ବିଭାଗ ସହ ବୈଠକ କରିବା ପରେ…