Latest Odisha News

BREAKING NEWS

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଋଷି ସୁନକ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଲଣ୍ଡନ: ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।  ଆସନ୍ତା ଅକ୍ଟୋବର ୨୮ ତାରିଖରେ ଶପଥ ନେବେ ସୁନକ । ୨୯ ତାରିଖରେ ଗଠନ କରିବେ ନୂତନ କ୍ୟାବିନେଟ୍‌ । ଲିଜ୍‌ ଟ୍ରସ୍‌ ଇସ୍ତଫା ଦେବାପରେ କଞ୍ଜରଭେଟିଭ୍‌ ପାର୍ଟିର ଅଧିକାଂଶ ସାଂସଦ ତାଙ୍କୁ ନେତା ଭାବେ ସମର୍ଥନ…

କାଳୀପୂଜା ପାଇଁ ଯାଜପୁର ଚଳଚଞ୍ଚଳ

ଯାଜପୁର: ଆଜି ଅଲୋକ ର ପର୍ଵ ଦୀପାବଳି। ଆଜି ଠାରୁ ଯାଜପୁରରେ ଗଣପର୍ବ କାଳୀ ପୂଜା ଆରମ୍ଭ ହୋଇଛି। ସହରର ୪୫ ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା କାଳୀ ଓ ଲକ୍ଷ୍ମୀ ନାରାୟଣ। ଆଜି ବିଳମ୍ବିତ ରାତ୍ରିରେ ମାଙ୍କ ସ୍ୱତନ୍ତ୍ର ପୂଜା ଆରମ୍ଭ ହେବ। କୋଭିଡ କଟକଣା ର ଦୁଇ ବର୍ଷ ପରେ ଚଳିତ ବର୍ଷ ବେଶ୍…

ଜୀବନ ସଂଗ୍ରାମର ସ୍ୱାଧୀନତା କ’ଣ ?

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ବିଦେଶର ବନ୍ଦୀବଖରାରେ ମିଆଦ ପୂରିଯିବା ପରେ ମୁକ୍ତଭାରତର ଜନଗଣ ଯେଉଁ ନୂଆ ସକାଳର ଚେହେରା ଦେଖିବେ ବୋଲି ରାତି ବାରଟାରେ ସ୍ୱପ୍ନ ଦେଖୁଥିଲେ, ସେ ସ୍ୱପ୍ନ କୁହୁଡି କେବଳ । ଗାନ୍ଧୀଙ୍କ ଦ୍ୱାରା ଜୀବନ୍ୟାସ ପାଇଥିବା କଂଗ୍ରେସ୍ ଦଳକୁ…

ଝୁଲନ୍ତା ଅବସ୍ଥାରେ ମିଳିଲା ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତଦେହ

ପୁରୀ : ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ସୁମିତ୍ରା ପଣ୍ଡାଙ୍କ ମୃତ ଦେହ ଉଦ୍ଧାର  । ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା  ଅବସ୍ଥାରେ ଉଦ୍ଧାର ହୋଇଛି। କଲେଜ ପରିସରରେ ଥିବା ସୁକନ୍ୟା ଛାତ୍ରୀନିବାସ ୧୨ ନମ୍ବର ରୁମ୍ ରେ ଛାତ୍ରୀଙ୍କ ମୃତ ଦେହ ମିଳିଛି…

ମା’ କାଳୀଙ୍କ ପାଦତଳେ ଭଗବାନ ଶିବ ଶୋଇଥାଆନ୍ତି କାହିଁକି ? ଏହା ପଛର କାରଣ କଣ ?

ଭୁବନେଶ୍ବର : ମା’କାଳୀଙ୍କ ମୂର୍ତ୍ତି ବା ଚିତ୍ରରେ ଭଗବାନ ଶିବ ମା’ଙ୍କ ପାଦ ତଳେ ପଡ଼ିଥାଆନ୍ତି । ତେବେ ଏହାକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରୁଥିବ ଯେ ପ୍ରଭୁ ଶିବ ମା’କାଳୀଙ୍କ ପାଦତଳେ ପଡିବାର କାରଣ କ’ଣ? ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ, ରକ୍ତବୀର୍ଯ୍ୟ ନାମକ…

ଟ୍ବିଟରରେ ପଙ୍ଗା ନେଲେ ପାକିସ୍ତାନୀ ଫ୍ୟାନ୍, ଜବାବ ଦେଲେ ଗୁଗୁଲ ସିଇଓ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁଗୁଲ ସିଇଓ ସୁନ୍ଦର ପିଚାଇ ସୋମବାର ଟ୍ୱିଟ୍ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଭାରତ-ପାକିସ୍ତାନ ମ୍ୟାଚ ଦେଖି ସେ ବହୁତ ଖୁସି ବୋଲି କହିଛନ୍ତି। କିନ୍ତୁ ଜଣେ ପାକିସ୍ତାନୀ କ୍ରିକେଟ ଫ୍ୟାନ୍ ସୁନ୍ଦର ପିଚାଇଙ୍କୁ ତାଙ୍କ ପୋଷ୍ଟରେ ଟ୍ରୋଲ୍ କରିବାକୁ…

ସୌରଭଙ୍କ ଆକଳନ ଏହି ୪ଟି ଟିମ୍ ଟି-୨୦ ବିଶ୍ବକପ ସେମିଫାଇନାଲରେ ଖେଳିବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି। ବିରାଟ କୋହଲିଙ୍କ 'ବିରାଟ' ଇନିଂସ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆରମ୍ଭରୁ ଭାରତ ଗୋଟିଏ ପରେ ଗୋଟିଏ ଓ୍ୱିକେଟ ହରାଇବା ପରେ ମ୍ୟାଚରେ ପରାଜୟ ହେବ ବୋଲି ଆଶା…

ବେଦମାତା ବେଶରେ ମାଁ ଭଦ୍ରକାଳୀ

ଭଦ୍ରକ : ଆଜି ହେଉଛି ପବିତ୍ର କାଳୀପୂଜା । ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠରେ ସୋମବାର ଠାରୁ ଆରମ୍ଭ ହୋଇଛି କାଳୀପୂଜା । ଆଜି ପ୍ରଥମ ଦିନରେ ମା ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ଥିବା ବେଳେ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଗତ ୨ ବର୍ଷ ପରେ ଚଳିତ…

ଉର୍ବଶୀ ପିନ୍ଧିଲେ ରିଷଭ ପନ୍ତଙ୍କ ଚେନ୍, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ବିଭିନ୍ନ କାରଣରୁ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜିକାଲି ଚର୍ଚ୍ଚାର ଶୀର୍ଷରେ ଅଛନ୍ତି। ବିଶେଷକରି କ୍ରିକେଟର ରିଷଭ ପନ୍ତଙ୍କ ଯୋଗୁଁ ଏହି ଅଭିନେତ୍ରୀ ସର୍ବାଧିକ ଚର୍ଚ୍ଚାରେ ଅଛନ୍ତି। ରିଷଭ ପନ୍ତ ବର୍ତ୍ତମାନ ଟି-20 ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆରେ ଅଛନ୍ତି। ଆଉ ଉର୍ବଶୀ…

‘ଦୃଶ୍ୟମ ୨’ ପାଇଁ ଚାଲିଛି ପ୍ରି ବୁକିଂ ଟିକେଟ, ମିଳୁଛି ୨୫ ପ୍ରତିଶତ ରିହାତି

ନୂଆଦିଲ୍ଲୀ: ଆଜିକାଲି ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଆକର୍ଷିତ କରିବା ପାଇଁ ବଲିଉଡ ଅନେକ ପ୍ରକାରର ଅଫର ଦେଉଛି। ବେଳେବେଳେ ଟିକେଟ୍ ହାର ୭୫ ଟଙ୍କାକୁ ହ୍ରାସ କରାଯାଉଛି ଏବଂ ବେଳେବେଳେ ଏକ ନିର୍ଦ୍ଦିଷ୍ଟ ଦିନରେ ରିହାତି ଦିଆଯାଉଛି। ବର୍ତ୍ତମାନ ନିର୍ମାତାମାନେ ଅଜୟ ଦେବଗାନଙ୍କ ଫିଲ୍ମ ବିଷୟରେ…