ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ର ସୁରକ୍ଷା କବଚ ମେଘନାଦ ପ୍ରାଚୀର ବିଷୟରେ ଆଲୋଚନା କରିବା ସମୟରେ, ଚାରି ଦ୍ୱାର ବିଷୟରେ ଜାଣିଲେ, କିନ୍ତୁ ମୂଖ୍ୟ ଦ୍ୱାର ବା ପୂର୍ବ ଦିଗରେ ଥିବା…