Latest Odisha News

BREAKING NEWS

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ; ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରବିବାର ସଂଧ୍ୟା ସାଢ଼େ ଆଠଟା ସମୟରେ ମନ୍ତ୍ରୀ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭୁବନେଶ୍ୱରରେ ପହଞ୍ଚିବେ । ଏଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ ବୋଲି ଓଡ଼ିଶା ବିଜେପି ପକ୍ଷରୁ ଜାରି ପ୍ରେସ…

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ବର୍ଷା: ବକ୍ସିଂରେ ନିଖତଙ୍କୁ ସ୍ୱର୍ଣ୍ଣ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଆଥଲେଟ ପଦକ ବର୍ଷା କରାଇବାରେ ଲାଗିଛନ୍ତି । ରବିବାର ମହିଳା ବକ୍ସିଂରେ ନିଖତ ଜରୀନ ଭାରତ ଖାତାରେ ଆଉ ଏକ ସ୍ୱର୍ଣ୍ଣ ଯୋଡିଛନ୍ତି । ବିଶ୍ୱ ଚାମ୍ପିୟନ ନିଖତ ୫୦ କେଜି ବିଭାଗର ଫାଇନାଲରେ ନଦର୍ଣ୍ଣ ଆୟର୍ଲାଣ୍ଡର କାର୍ଲି ମ୍ୟାକନଲଙ୍କୁ ୫-୦ରେ…

ଶ୍ରୀନଗରରୁ କନ୍ୟାକୁମାରୀ ମଧ୍ୟରେ ଖୁବ୍ ଶୀଘ୍ର ଚାଲିବ ଟ୍ରେନ୍

ଶ୍ରୀନଗର:  ଶ୍ରୀନଗରରୁ -କନ୍ୟାକୁମାରୀ ମଧ୍ୟରେ ଚାଲିବ ଟ୍ରେନ । କାଶ୍ମୀରକୁ ଟ୍ରେନ ଯୋଗାଯୋଗ ସହ ଯୋଡିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ।  ଉଦମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ କାର୍ଯ୍ୟ ସରିଲେ ଟ୍ରେନ ଚଳାଚଳ ଠିକ୍ ଭାବେ ହୋଇପାରିବ । ଶ୍ରୀନଗରକୁ ସଂଯୋଗ କରୁଥିବା…

ଲୋନ୍ ଆପ୍ ଠକେଇ: ଗିରଫ ତିନି ଜଣଙ୍କୁ ରିମାଣ୍ଡରେ ନେଲା ମୁମ୍ବାଇ ପୋଲିସ

ଭୁବନେଶ୍ୱର: ଜାଲି ଲୋନ ଆପ୍ ଠକେଇ ମାମଲାରେ ଓଡ଼ିଶା ଇଓଡବ୍ଲୁ ଗିରଫ କରିଥିବା ତିନି ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସ ରବିବାର ରିମାଣ୍ଡରେ ନେଇଛି । ସେମାନେ ହେଉଛନ୍ତି - ନୀତିନ ମଲ୍ଲିକ, ସୁଶାନ୍ତ ଏବଂ ରକ୍ଷିତ । ନୀତିନ ମଲ୍ଲିକ ବିରୋଧରେ ଜିରଗାଓଁର ଚିଫ୍ ମେଟ୍ରୋପଲିଟାନ…

ଏଲଡସ, ଅମିତ ଓ ନୀତୁ ଜିତିଲେ ସ୍ୱର୍ଣ୍ଣ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଆଥଲେଟମାନେ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛନ୍ତି । ରବିବାର ୧୦ମ ଦିନରେ ଖବର ଲେଖାଯିବା ବେଳକୁ ଟ୍ରିପଲ ଜମ୍ପରେ ଏଲଡସ ପଲ, ବକ୍ସିରେ ଅମିତ ଫଙ୍ଗାଲ ଓ ନୀତୁ ସିଂ ସ୍ୱର୍ଣ୍ଣ ଜିତି ସାରିଛନ୍ତି । ଟ୍ରିପଲ ଜମ୍ପରେ ଭାରତୀୟ ଆଥଲେଟ ଇତିହାସ…

ନିରାଶ କଲେ ଭାରତୀୟ ମହିଳା ରିଲେ ଟିମ: ଦୂତି, ଶ୍ରାବଣୀଙ୍କ ହାତ ଖାଲି

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ମହିଳା ୪ ଗୁଣନ ୧୦୦ ରିଲେ ଟିମ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି । ଫାଇନାଲରେ ୫ମ ସ୍ଥାନରେ ରହି ସେମାନେ ଅଭିଯାନ ଶେଷ କରିଛନ୍ତି । ଓଡିଶାର ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ବ୍ୟତୀତ ରିଲେ ଟିମରେ ହିମା ଦାସ ଓ ଜ୍ୟୋତି ରେସରେ…

ଜ୍ଞାନକୌଶଳର ଚମତ୍କାରିତା; ଚଟାଣରୁ ୪ ଫୁଟ ଉପରକୁ ଉଠିଲା ୧୫ ବର୍ଷ ପୁରୁଣା ଘର

ରାୟଗଡ଼ା: ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ୧୫ ବର୍ଷ ପୁରୁଣା ଘରକୁ ୪ ଫୁଟ ଉପରକୁ ଉଠାଯାଇଛି। ଏହା ଶୁଣିବା ପାଇଁ ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ ସମ୍ଭବ ହୋଇଛି। ରାୟଗଡ଼ା ବ୍ଲକ ଅମଳାଭଟା ଗ୍ରାମରେ ଜଣେ ବ୍ୟକ୍ତି ରବି ଶେଖର ନିଜ ଘରେ ଆଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ଘରର ଉଚ୍ଚତା ବଢାଇଛନ୍ତି।…

ରାଜ୍ୟଗୋଷ୍ଠୀ କ୍ରୀଡା: ୧୬ ବର୍ଷ ପରେ ବ୍ରୋଞ୍ଜ ଜିତିଲା ଭାରତୀୟ ମହିଳା ହକି ଟିମ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ହକି ଟିମ ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ହୋଇଛି । ଏଥିପାଇଁ ଅବଶ୍ୟ ହକି ପ୍ରେମୀଙ୍କୁ ୧୬ ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ବ୍ରୋଞ୍ଜ ପଦକ ମୁକାବିଲା ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ…

ବଢ଼ିଲା ଗୃହରକ୍ଷୀଙ୍କ ଦରମା; ଏବେ ପାଇବେ ୧୨ ହଜାରରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀ ମାନଙ୍କ ଲମ୍ବା ସମୟର ଦାବି ଆଂଶିକ ପୂରଣ କରିଛନ୍ତି ରାଜ୍ୟ ସରକାର ।  ରବିବାର ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ଇସ୍ତାହାର ପ୍ରକାଶ ପାଇଛି । ଇସ୍ତାହାର ଅନୁଯାୟୀ, ସରକାର ଡିସିଏ…

ହାପ୍ପି ଫ୍ରେଣ୍ଡସିପ୍ ଡେ’: ବିଶ୍ୱ ବନ୍ଧୁତ୍ୱ ଦିବସର ହାର୍ଦ୍ଦିକ ଅଭିନନ୍ଦନ

ଭୁବନେଶ୍ୱର: ଅନ୍ୟାନ୍ୟ ଦିବସ ପରି ବନ୍ଧୁତ୍ୱ ଦିବସ ପାଳନ ପାଇଁ ମଧ୍ୟ ଗୋଟିଏ ଦିନ ରହିିିଛି। ତଥ୍ୟ ଅନୁଯାୟୀ, ୧୯୧୯ ମସିହାରୁ ବନ୍ଧୁତ୍ୱ ଦିବସ ପାଳନ ଆରମ୍ଭ ହୋଇଥିଲା। ୧୯୩୫ ମସିହା ବେଳକୁ ଏହି ପରମ୍ପରା ଆମେରିକାରେ ଜୋର ଧରିବା ଆରମ୍ଭ କରିଥିଲେ ମଧ୍ୟ ୧୯୧୯ରୁ ଏହାର ଆରମ୍ଭ ହୋଇସାରିଥିଲା।…