Latest Odisha News

BREAKING NEWS

କାନପୁର ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ; ୨୦୨୩ ଶେଷ ସୁଦ୍ଧା ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ କରି ଦ୍ୱିତୀୟ ଦିନରେ କାନପୁର ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ଆଶିଷ ଠାକରେ, ଜଳସେଚନ ବିଭାଗ ବରିଷ୍ଠ ଯନ୍ତ୍ରୀ ଏବଂ କ୍ଷେତ୍ର ସ୍ତରରେ କାର୍ଯ୍ୟରତ…

[ଦେଖନ୍ତୁ ଭିଡିଓ] ଖୋଲିବ କି ରତ୍ନ ଭଣ୍ଡାର ? ASI ଚିଠି ପରେ ମୁହଁ ଖୋଲିଲେ ଭଣ୍ଡାର ମେକାପ ସେବାୟତ

ପୁରୀ: କାହିଁକି ରତ୍ନ ଭଣ୍ଡାର ଖୋଲୁନି ଶ୍ରୀମନ୍ଦିର ପ୍ରଶାସନ ? ୨୦୧୮ ମାର୍ଚ୍ଚ ୨୨ରେ ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁସାରେ, ମାର୍ଚ୍ଚ ୨୬ରେ ଏଏସ୍ଆଇ ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ ପରେ ଏପ୍ରିଲ୍ ୪ରେ ଭିତର ରତ୍ନ ଭଣ୍ଡାର…

ବକ୍ସ ଅଫିସରେ ଖରାପ ପ୍ରଦର୍ଶନ ପରେ ଲାଲ ସିଂ ଚଢ଼ାର ୧୩୦୦ ଶୋ ବାତିଲ

ମୁମ୍ବାଇ: ବଲିଉଡ ପ୍ରତି ଦର୍ଶକ ବିମୁଖ ହେବାରେ ଲାଗିଛନ୍ତି । କ୍ରମାଗତ ଫ୍ଲପ ଫିଲ୍ମ ଯୋଗୁ ଏବେ ଚିନ୍ତାରେ ରହିଛି ଇଣ୍ଡଷ୍ଟ୍ରି । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅମୀର ଖାଁଙ୍କ ଲାଲ ସିଂ ଚଢ଼ା ଓ ଅକ୍ଷୟ କୁମାରଙ୍କ ରକ୍ଷା ବନ୍ଧନ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା ।…

ସିପେଟ୍ ପାଳିଲା ଆଜାଦୀ କା ଅମୃତ ମହୋତ୍ସବ

ଭୁବନେଶ୍ୱର: ଦେଶ ସ୍ବାଧୀନତାର ୭୫ବର୍ଷ ଅବସରରେ ସର୍ବତ୍ର ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ସିପେଟ୍ ଦ୍ୱାରା ଦୁଇ ଦିନ ଧରି ଉଭୟ ସାଇେକେଲ ଏବଂ ମଟର ସାଇକେଲର ସଚେତନା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ସିପେଟ ଦ୍ୱାରା ମଞ୍ଚୁଦେବ ଉଚ୍ଚ ବିଦ୍ୟାଳୟର…

[ଦେଖନ୍ତୁ ଭିଡିଓ] ମେଡିକାଲରେ ୨୨ ଘଣ୍ଟା ପଡ଼ି ରହିଲା ମୃତଦେହ, ଦାୟୀ କିଏ ?

କାମାକ୍ଷାନଗର: କାହାକୁ ସାପ କାମୁଡ଼ିଲେ ସେ ମେଡିକାଲ୍ ଯାଏ । ଯଦି ଦୁର୍ଭାଗ୍ୟବଶତଃ ଡାକ୍ତରାଖାନାରେ ପହଞ୍ଚିବା ବେଳେକୁ ମୃତ୍ୟୁ ହୋଇଯାଏ ତ ମୃତଦେହ ମେଡିକାଲରୁ ହଟିବନି । ଏକଥା ଆମେ କହୁନୁ ପୋଲିସ ନ ଆସିବାରୁ ଢେଙ୍କାନାଳ ଜିଲ୍ଲା କାମକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ମୃତଦେହ ୨୨ ଘଣ୍ଟାରୁ…

ଟିଏମସିକୁ ଝଟକା: ଇସ୍ତଫା ଦେଲେ ରାଷ୍ଟ୍ରୀୟ ମହାସଚିବ ପବନ ବର୍ମା

କୋଲକାତା: ଟିଏମସିକୁ ଆଜି ବଡ ଝଟକା ଲାଗିଛି । ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପବନ କେ ବର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଟିଏମସି ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇବା ସହ ଏହାକୁ ମଂଜୁର କରିବା ପାଇଁ ଅନୁରୋଧ କରିଛନ୍ତି । କେଉଁ କାରଣ…

ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ

ପୁରୀ: ପିପିଲି ଟୋଲ ପ୍ଲାଜା ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରିବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଏହାଦେଖି ଘଟଣାସ୍ଥଳକୁ ଯାଇ…

ବ୍ରହ୍ମପୁରରେ ଖୋଲିଲା ଦୁଇ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର; ଘର ପାଖରେ ମିଳିବ ସ୍ବାସ୍ଥ୍ୟ ସେବା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଶୁକ୍ରବାର ଦୁଇଟି ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟନ ହୋଇଯାଇଛି। ସେଥିରୁ ଗୋଟିଏ ୧୫ ନମ୍ବର ୱାର୍ଡର ତୁଳସୀ ନଗରରେ ଥିବା ବେଳେ ଅନ୍ୟଟି ୧୨ ନମ୍ବର ୱାର୍ଡ ମୀନାକ୍ଷୀ ନଗର ଠାରେ ରହିଛି। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର…

ସୁଭଦ୍ରା ଆର୍ଟ ଗ୍ୟାଲେରୀ ଦ୍ଵାରା ଦିଲ୍ଲୀରେ ଗାନ୍ଧୀ ଚିତ୍ରକଳା ପ୍ରଦର୍ଶନୀ

ନୂଆଦିଲ୍ଲୀ : ଭାରତର ସ୍ବାଧିନତା ପୁର୍ତ୍ତିର ୭୫ ବର୍ଷ ପାଳନ ଉପଲକ୍ଷେ ପାଳିତ ହେଉଥିବା ''ଆଜାଦୀକା ଅମୃତ ମହୋତ୍ସବ'' ଅବସରରେ ଭୁବନେଶ୍ୱରର ସୁଭଦ୍ରା ଆର୍ଟ ଗ୍ୟାଲେରୀ ଆନୁକୁଲ୍ୟରେ ଦିଲ୍ଲୀଠାରେ ଗାନ୍ଧୀ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ଚିତ୍ରକଳା ପ୍ରଦର୍ଶନୀରେ…

ଗଞ୍ଜାମରେ ୮.୨୨ ଲକ୍ଷ ଶିଶୁ ଖାଇବେ କୃମି ନାଶକ ଔଷଧ; ଆଜିଠୁ ଆରମ୍ଭ ମିଶନ

ବ୍ରହ୍ମପୁର: ବ୍ରହ୍ମପୁର ସହର ସ୍ଥିତ ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିବସକୁ ଉଦଘାଟନ କରିବା ସହ…