Latest Odisha News

BREAKING NEWS

ରାମସାର ସାଇଟରେ ସାମିଲ ହେଲେ ଓଡ଼ିଶାର ତିନି ସ୍ଥାନ

ଭୁବନେଶ୍ୱର: ଓଡ଼ିଶାର ଆଉ ତିନୋଟି ବୃହତ ଜଳାଶୟ (ଓ୍ୱେଟଲ୍ୟାଣ୍ଡ) ରାମସାର ସାଇଟ ତାଲିକାରେ ଯୋଡ଼ି ହୋଇଛି । ସମ୍ବଲପୁରର ହୀରକୁଦ ଡ୍ୟାମ, ଗଞ୍ଜାମର ତାମ୍ପରା ହ୍ରଦ ଏବଂ କଟକର ବାଙ୍କୀ ସ୍ଥିତ ଅଂଶୁପା ହ୍ରଦକୁ ରାମସାର ସାଇଟରେ ଯୋଡ଼ା ଯାଇଛି । ଏନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ…

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ କଳିଙ୍ଗ ଡ଼ାକ୍ତରଖାନା ନିକଟସ୍ଥ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ପରେ ନୂଆଗାଁଠାରେ ସମ୍ମିଳନୀର…

[ଦେଖନ୍ତୁ ଭିଡିଓ] ଶ୍ରମ କାର୍ଡ ସଂଶୋଧନ ନାଁରେ ଆଦିବାସୀ ମହିଳାଙ୍କ ଠାରୁ ୫୦ ହଜାର ଟଙ୍କା ଠକେଇ

ରାୟଗଡ଼ା: ସହର ପରେ ଗାଁକୁ ଟାର୍ଗେଟ୍ । ଗାଁ ଗାଁରେ ସରଳ ନୀରିହ ଜନତାଙ୍କୁ ଠକେଇ ପାଇଁ ନୂଆ ତରିକା ଆପଣାଇଛନ୍ତି ଠକ । ବାସ୍ କେଇ ମିନିଟରେ ଆଙ୍ଗୁଠି ଛାପ ନେଇ ଖାଲି କରି ଦେଉଛନ୍ତି ଆକାଉଣ୍ଟ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଦୁର୍ଗମ ତୁଡୁକାବାହାଲ ପଞ୍ଚାୟତ କୁନ୍ଦୁପୁଟ ଗାଁରୁ ଆସିଛି…

ଆଖୁଆପଦାରେ ବିପଦ ସଂକେତ ଉପରେ ବୈତରଣୀ

ଭଦ୍ରକ: ବର୍ଷା ଛେଚୁଛି, ବୈତରଣୀ ଫୁଲୁଛି । ଭଦ୍ରକର ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ଥିବା ବେଳେ ଆଜି ଦିନ ଗୋଟାଏ ସୁଦ୍ଧା ବନ୍ୟା ଜଳ ୧୭.୯୨ରେ ପ୍ରବାହିତ ହେଉଛି । ଯାହାକୁ ନେଇ ଭଦ୍ରକର…

ଭାରତୀୟ ବାସ୍କେଟବଲ୍ ଦଳର ମ୍ୟାନେଜର ହେଲେ ଅଶୋକ ସାହୁ

କଟକ: ଭାରତୀୟ ବାସ୍କେଟବଲ୍ ଦଳର ମ୍ୟାନେଜର ହେଲେ ଅଶୋକ ସାହୁ । ଇରାନର ତେହେରାନରେ ଚଳିତ ଅଗଷ୍ଟ ୨୧ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଫିବା ୧୮ ବର୍ଷରୁ କମ୍ ଏସିଆନ ବାସ୍କେଟବଲ୍ ଚାମ୍ପିଅନସିପ୍ ଆୟୋଜିତ ହେବ । ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ବାସ୍କେଟବଲ୍ ଦଳର ମ୍ୟାନେଜର ଭାବେ…

‘ବିଜେପି ସରକାରରେ ଚାକିରି ପାଇଁ ଯୁବତୀଙ୍କୁ ଅନ୍ୟ ସହ ରାତି ବିତାଇବାକୁ ପଡ଼ୁଛି’: କଂଗ୍ରେସ ବିଧାୟକ

ବେଙ୍ଗଳୁରୁ: କର୍ଣ୍ଣାଟକର ବିଜେପି ସରକାର ବିରୋଧର ବଡ଼ ଅଭିଯୋଗ । ଖଣ୍ଡିଏ ସରକାରୀ ଚାକିରି ଦେବାକୁ ଯାଇ ବେଶ୍ ତଳକୁ ଖସି ଯାଇଛି ରାଜ୍ୟରେ କ୍ଷମତାସୀନ ବିଜେପି । ସରକାରୀ ଚାକିରି ପାଇଁ ଯୁବତୀଙ୍କୁ ଅନ୍ୟ ସହ ରାତି ବିତାଇବାକୁ ପଡ଼ୁଛି । କର୍ଣ୍ଣାଟକରେ କ୍ଷମତାସୀନ ବିଜେପି ସରକାର ବିରୋଧରେ…

[ଦେଖନ୍ତୁ ଭିଡିଓ] ୧୨ ଘଣ୍ଟାରେ ଲଘୁଚାପ, ୧୫ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଲଘୁଚାପ ପରେ ଲଘୁଚାପ । ବର୍ଷାରେ ଭିଜୁଛି ଓଡ଼ିଶା । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ୧୪ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ରୂପ ନେବାର…

ଇଣ୍ଟର ନ୍ୟାସନାଲ୍ ସ୍ପେସ୍ ଷ୍ଟେସନରୁ ନାସା ବୈଜ୍ଞାନିକ ପଠାଇଲେ ଶୁଭେଚ୍ଛା ବାର୍ତ୍ତା

ଭାରତ ସ୍ବାଧୀନତାର 75 ବର୍ଷ ଆଜାଦ କି ଅମୃତ ମହୋତ୍ସବ ପାଳନ କରୁଛି ।  ଆଜାଦ କି ଅମୃତ ମହୋତ୍ସବ ଉପଲକ୍ଷେ ଚାରିଆଡୁ ଶୁଭେଚ୍ଛା ବାର୍ତ୍ତା ଭାରତକୁ ମିଳୁଛି । ଏହି ଅବସରରେ ନାସାର ବୈଜ୍ଞାନିକମାନେ ଇଣ୍ଟରନାସନାଲ ସ୍ପେସ୍ ଷ୍ଟେସନରୁ ମଧ୍ୟ ଭାରତକୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ।…

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗନେଇଥିବା ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀ ଆଜି ଭେଟିବେ

ନୂଆଦିଲ୍ଲୀ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗନେଇଥିବା ଖେଳାଳୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ଖେଳାଳି ଆଜି ପ୍ରଧାନମନ୍ତ୍ରୀ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ।…

ଗଳ୍ପ : ଖେଳ

ରବି ପଣ୍ଡା ମେଗା ଧାରାବାହିକଟି ଜନପ୍ରିୟତା ହାସଲ କରୁଥିଲା କ୍ରମଶଃ। ଘଟଣା, ଚରିତ୍ର, ସଂଳାପ ବିଶେଷକରି ନିର୍ଦ୍ଦେଶନା ଓ ଫଟୋଗ୍ରାଫିର ଚମତ୍କାର ବିନ୍ୟାସ ଉତ୍କଣ୍ଠିତ ଦର୍ଶକମାନଙ୍କୁ ଯଥା ସମୟରେ ବାନ୍ଧି ରଖୁଥିଲା ଟିଭି ସାମ୍ନାରେ। ନିର୍ଦ୍ଦେଶକଙ୍କୁ ମିଳୁଥିଲା ଅଭିନନ୍ଦନ, ଅଭିନେତା…