Latest Odisha News

BREAKING NEWS

‘‘ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀ’’ ଉଦଘାଟିତ

ଭୁବନେଶ୍ୱର :  କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଆଜି ଭୁବନେଶ୍ୱରରେ ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ସବୁଜ ଜଳବାୟୁ ପାଣ୍ଠି ସହାୟକ ପ୍ରକଳ୍ପ – ଭାରତର ଉପକୂଳ ସମୁଦାୟଙ୍କ ଜଳବାୟୁ…

ଆସନ୍ତା ୪ ବର୍ଷ ପାଇଁ ପୁନର୍ବାର ଏନସିପି ମୂଖ୍ୟ ଭାବେ ନିର୍ବାଚିତ ହେଲେ ଶରଦ ପାୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଭାବେ ବିବେଚନା କରାଯାଉଥିବା ଶରଦ ପାୱାରଙ୍କୁ ପୁନର୍ବାର ନ୍ୟାଶନାଲ କଂଗ୍ରେସ ପାର୍ଟି(ଏନସିପି)ର ସଭାପତି ଭାବେ ନିର୍ବାଚିତ କରାଯାଇଛି । ୮୧ ବର୍ଷୀୟ ପାୱାର ପୁନର୍ବାର ଏନସିପିର କ୍ଷମତା କେନ୍ଦ୍ର ସାଜିଛନ୍ତି । ସେ ୪ବର୍ଷ ପାଇଁ ଏହି ଦାୟିତ୍ୱରେ…

ଭାରତ ବନ୍ଦେ ଏକ୍ସପ୍ରେସ ବୁଲେଟ୍ ଟ୍ରେନର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ: ଭାରତ ବନ୍ଦେ ଏକ୍ସପ୍ରେସ ବୁଲେଟ ଟ୍ରେନର ରେକର୍ଡ ଭାଙ୍ଗିଥିବା ଜଣାପଡିଛି । ଟ୍ରାଏଲ ରନ ବେଳେ ଭାରତ ବନ୍ଦେ ଏକ୍ସପ୍ରେସ ୫୨ ସେକେଣ୍ଡରେ ଶୂନରୁ ଶହେ କିଲୋମିଟର ବେଗ ହାସଲ କରିଥିବା ଜଣାପଡିଛି । ବୁଲେଟ ଟ୍ରେନଠାରୁ ଏହି ଗତି ଅଧିକ ରହିଛି । ରେଳମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।…

ମାଛ ଜାଲରେ ଲାଗିଥିବା ଅଜଗର ସାପ ଉଦ୍ଧାର

ଅନୁଗୁଳ - ମାଛ ଜାଲରେ ଲାଗିଲା ଅଜଗର ସାପ । ଦୀର୍ଘ ସମୟ ଚେଷ୍ଟା ପରେ ଜାଲ କାଟି ଉଦ୍ଧାର କଲେ ସର୍ପମିତ୍ର ଆଦିତ୍ୟ ବେହେରା । ସୂଚନା ଅନୁସାରେ ଡେରେଜାଙ୍ଗ ଜଳ ପ୍ରକଳ୍ପରେ ମାଛ ପାଇଁ ଜାଲ ଲାଗିଥିଲା । ଆଜି ସକାଳେ ମାଛ ଧରିବା ପାଇଁ ମାଛଚାଷୀ ଗଲାବେଳେ ଏକ ୫ ଫୁଟ ଲମ୍ବର ଅଜଗର ସାପ ଲାଗିଥିବା…

ପ୍ରଶଂସକଙ୍କ ପାଇଁ କୋହଲି ଶେୟାର କଲେ ପିଲା ବେଳର ଫଟୋ: ଖାଓ, ପିଓ ଐଶ କରୋ

ମୁମ୍ବାଇ: ଏସିଆ କପ କ୍ରିକେଟରେ ଦୀର୍ଘ ଦିନ ପରେ ବିରାଟ କୋହଲି ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଏହା ତାଙ୍କ ମୁଣ୍ଡରୁ ଏକ ବଡ ବୋଝ ହଟେଇ ଦେଇଛି କହିଲେ ଭୁଲ ହେବନି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ସେ ମାତ୍ର ୬୧ ବଲରେ ୧୨୨ ରନର ଇିନଂସ ଖେଳିଥିଲେ । କୋହଲିଙ୍କ ଏହି ଶତକକୁ…

ଚାର୍ଲସ ତୃତୀୟ ହେଲେ ବ୍ରିଟେନର ନୂଆ ରାଜା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ବ୍ରିଟେନରେ ନୂଆ ରାଜା ହୋଇଛନ୍ତି ଚାର୍ଲସ ତୃତୀୟ । ଆଜି ବ୍ରିଟେନର ରାଜା ଭାବେ ଦାୟିତ୍ୱ ନେଇଛନ୍ତି ଚାର୍ଲସ। ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ପରଲୋକ ପରେ ଏହି ମହାରାଜା ବନିଛନ୍ତି ଚାର୍ଲସ ।  ୭୦ ବର୍ଷ ପରେ ରାଜା ହୋଇଛନ୍ତି ଚାର୍ଲସ…

ଗଣେଶ ପୂଜା ପଣ୍ଡାଲରେ ବିଦ୍ୟୁତ୍‌ ଆଘାତରେ ନାବାଳକ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମନହରା ଗାଁରେ ଶନିବାର ବିଦ୍ୟୁତ୍‌ ଆଘାତରେ ଏ.ଶୁଭମ ପାତ୍ର(୧୫) ନାମକ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଶୁଭମ କନିଷି ସ୍ଥିତ ବାଲାଜୀ ବିଦ୍ୟାପୀଠର ଦଶମ ଶ୍ରେଣୀର ଛାତ୍ର ଥିଲେ। ତାଙ୍କ ବାପା ମା’ ହାଇଦ୍ରବାଦରେ କାମ ରହୁଥିବା ବେଳେ ଶୁଭମ…

ଡାଳ ଖାଇଲା ବୋଲି ଛେଳିକୁ ଅଟକ ରଖିଛି ବନ ବିଭାଗ

ବ୍ରହ୍ମପୁର: ବିଭିନ୍ନ ବିଷୟକୁ ନେଇ ବନ ବିଭାଗ ବିବାଦରେ ରହିଥିବା ବେଳେ ଗଞ୍ଜାମ ଜିଲାରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ଗଛ ଡାଳ ଖାଇଦେଇଥିବା ଯୋଗୁ ଗୋଟିଏ ଛେଳିକୁ ବନ ବିଭାଗର କର୍ମଚାରୀମାନେ ଗତ ତିନି ଦିନ ହେଲା ଅଟକ ରଖିଛନ୍ତି। ଖଲିକୋଟ ବନାଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି ।…

ମେଟ୍ରିକ ସାର୍ଟିଫିକେଟ ପାଇଁ ଦବାକୁ ପଡୁଛି ୨୦୦ ଟଙ୍କା

ଯାଜପୁର : ମେଟ୍ରିକ ପାସ କରିଥିଲେ ମଧ୍ୟ ସାର୍ଟିଫିକେଟ ଦିଆଯାଉ ନାହିଁ  । ଆଉ ଯଦି ସାର୍ଟିଫିକେଟ ଦରକାର , ଦେବାକୁ ପଡିବ ୨୦୦ ଟଙ୍କା । ତାହା ପୁଣି ବିନା ରସିଦରେ  । ଟଙ୍କା ନାହିଁ ତ ସାର୍ଟିଫିକେଟ ନାହିଁ  । ଏଭଳି କିଛି ଅଭିଯୋଗ କରିଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଳକ ଶାଳୀଜଙ୍ଗା…

ନୀତିଶଙ୍କ ଆସନ ଫେଭିକଲ ଅଠା ଠାରୁ ମଜବୁତ :ପ୍ରଶାନ୍ତ କିଶୋର

ଭୁବନେଶ୍ୱର : ଦିନ ଥିଲା ବିହାରରେ ଜେଡିୟୁ, ଆରଜେଡି ଏବଂ କଂଗ୍ରେସ ମେଣ୍ଟ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବେ ବିହାର ସିଏମ ନୀତୀଶ କୁମାରଙ୍କ ଦିଲ୍ଲୀ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶନିବାର ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଚାରିଜଣ…