Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଦୁର୍ଗମ ଅଞ୍ଚଳରେ ଜନ୍ତୁ ଆତଙ୍କ। ଗାଁରେ ବିଦ୍ୟାଳୟ ଦାବି

ଢେଙ୍କାନାଳ : ଗାଁରେ ନାହିଁ ସ୍କୁଲ । ବଣ ପାହାଡ ଘେରା ଅଞ୍ଚଳ। ତା ସାଙ୍ଗକୁ ଜଙ୍ଗଲ ରାସ୍ତା ଅତିକ୍ରମ କରି ପାଠ ପଢିବାକୁ ଯାଉଛନ୍ତି କୁନି କୁନି ପିଲା ମାନେ। ଘଞ୍ଚ ଜଙ୍ଗଲ ସାଙ୍ଗକୁ ଜଙ୍ଗଲୀ ଜନ୍ତୁ ଆତଙ୍କ। ଆଉ ଏଥିରୁ ବାଦ୍ ପଡ଼ୁନାହାନ୍ତି ହାତୀ ପଲ। ଜୀବନକୁ ପାଣି ଛଡାଇ ବିଦ୍ୟାଳୟକୁ ଯାଉଥିବା…

[ଦେଖନ୍ତୁ ଭିଡିଓ] କରୋନା ସଂକ୍ରମଣ ବଢୁଥିବାରୁ ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ମାସ୍କ ବାଧ୍ୟତାମୂଳକ । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ସହରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିଲା। ଆଜି ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କରୋନା କଟକଣା ମାନିବାକୁ ବ୍ରହ୍ମପୁର ମହାନଗର ନିଗମ…

[ଦେଖନ୍ତୁ ଭିଡିଓ] କାଶୀପୁରରେ ଚିହ୍ନଟ ହେଲା କଲେରା ଭୂତାଣୁ । ହେଲପଲାଇନ ନମ୍ବର ଜାରି

ରାୟଗଡା   : କାଶୀପୁରରେ ହଇଜା ଜୀବାଣୁ ଚିହ୍ନଟ ହୋଇଛି । କାଶୀପୁର, ଟିକିରି ଓ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ବର୍ତ୍ତମାନ ଚିକିତ୍ସା ଚାଲିଛି । ଆକ୍ରାନ୍ତଙ୍କ ନମୂନା ଆରଏମଆରସିକୁ ପଠାଯାଇଥିଲା । ରିପୋର୍ଟରେ ହଇଜା ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ସ୍ୱାଧାଦେବ ସିଂହ…

୨୦ ମିନିଟ ସମୟ ଦିଅ କୋହଲିଙ୍କୁ ଫର୍ମକୁ ଫେରାଇ ଆଣିବି

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ଏବେ ବି ବିରାଟ କୋହଲିଙ୍କ ଫର୍ମ ଚିନ୍ତାର କାରଣ ସାଜିଛି । ଏହି ଅବସରରେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର କହିଛନ୍ତି ମୋତେ ୨୦ ମିନିଟ ସମୟ ଦିଅ ମୁଁ କୋହଲିଙ୍କୁ ଫର୍ମକୁ ଫେରାଇ ଆଣିବି । ଅଫ ଷ୍ଟମ୍ପ…

ଦାଦନ ରୋକିବାକୁ କି ନିଷ୍ପତ୍ତି ନେଲା ରାଜ୍ୟ କ୍ୟାବିନେଟ ?

ଭୁବନେଶ୍ୱର: ରାଜ୍ୟରେ ଦାଦନଙ୍କ ସଂଖ୍ୟା ବଢ଼ୁଥିବା ବେଳେ ନୂଆ ଯୋଜନାକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ନୂତନ ରାଜ୍ୟ କ୍ଷେତ୍ର ଯୋଜନା ଆରମ୍ଭ ହେବ । ମହାତ୍ମା ଗାନ୍ଧୀ ଜାତୀୟ ନିର୍ମାଣ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାଜ୍ୟ ସହାୟତାକୁ ଅନୁମୋଦନ ମିଳିଛି । ବଲାଙ୍ଗିର,…

ଓଡ଼ିଆ-କନ୍ନଡ଼ ଜାତୀୟ ଅନୁବାଦ କର୍ମଶାଳା ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ, କର୍ଣ୍ଣାଟକ ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଚାରିଦିନିଆ ଓଡ଼ିଆ-କନ୍ନଡ଼ ଜାତୀୟ ଅନୁବାଦ କର୍ମଶାଳା ଉଦ୍‍ଯାପିତ ହୋଇଛି । ଏନ୍‍. ନାଗାରାଜୁଙ୍କ ପୌରୋହିତ୍ୟରେ…

୧୭ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କୋରାପୁଟ, ରାୟଗଡ଼ା, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଜଳ ଜୀବନ ମିଶନରେ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।…

ଫିଲ୍ମମେକର ମଣି ରତ୍ନମ ଅସୁସ୍ଥ, ଡାକ୍ତରଖାନାରେ ଭର୍ତି

ମାଡ୍ରାସ: ପ୍ରତିଷ୍ଠିତ ଫିଲ୍ମମେକର ମଣି ରତ୍ନମ ହଠାତ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେଠାରେ ଟେଷ୍ଟ ପରେ ତାଙ୍କୁ କୋଭିଡ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ତାଙ୍କ ପତ୍ନୀ ସୁହାସିନୀ ମଣି ରତ୍ନମ ଏହି ସୂଚନା ଦେଇଛନ୍ତି । ମଣି ରତ୍ନମ ଏବେ…

ସ୍ୱଳ୍ପ ଗଳ୍ପ : କାୱାଗୋଇଙ୍କ ଘଣ୍ଟା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୦ ଘଣ୍ଟାଟି ବନ୍ଦ ହୋଇ ଗଲା। ଚିରଦିନ। ବନ୍ଦ ହେଲା ବେଳକୁ ସମୟ ଯାହା ସବୁଦିନ ପାଇଁ ସ୍ଥିର ହୋଇ ରହିଯାଇଛି ସେଥିରେ,ତାହା ସକାଳ ୮ ଟା ବାଜି ୧୫ ମିନିଟ୍ । ସେଦିନର ତାରିଖ ଅଗଷ୍ଟ ମାସର ୬ , ମସିହା ୧୯୪୫ । ଏହା ସହିତ ସେହି ବନ୍ଦ…

ଜେଲରୁ ଚମ୍ପଟ ମାରିଲେ ଦୁଇ କଏଦୀ, ଜଳକା ସାଜିଲା ପାଲଲହଡା ପୋଲିସ

ଅନୁଗାଳ: ପାଚେରୀ ଡେଇଁ ପାଲଲହଡା ଉପଖଣ୍ଡ କାରାଗାରରୁ ଦୁଇ ବିଚରାଧୀନ କଏଦୀ ଫେରାର। ଗତକାଲି ବିଳମ୍ବିତ ରାତିରେ ଦୁଇ କଏଦୀ ଫେରାର ହୋଇଥିବା ସୂଚନା ରହିଛି । ଜଣେ ଡ଼ିମିରିଆ ଗ୍ରାମର ବସନ୍ତ ମହାକୁଳ ଏବଂ ଅନ୍ୟ ଜଣେ ଓଡ଼ଶ ଗ୍ରାମର ନେଣ୍ଟୁ ନାଏକ। କଏଦୀ ମାନେ ରାତ୍ରି ଭୋଜନ କରିବା ପରେ ନିଜ…