Latest Odisha News

BREAKING NEWS

ଫାଇଭ୍ ଟି ସଚିବଙ୍କ ବାସଭବନ ନିକଟରେ ବିକ୍ଷୋଭ, ରୁଚିକା ମହାନ୍ତିଙ୍କ ମା’ ଗିରଫ

ଭୁବନେଶ୍ୱର: ରୁଚିକା ମହାନ୍ତିଙ୍କ ମା ଓ ନବ ନିର୍ମାଣ ସଂଗଠନର କର୍ମକର୍ତ୍ତା ଗିରଫ । ରାଜ୍ୟ ସରକାରଙ୍କ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନଙ୍କ ସରକାରୀ ବାସଭବନ ନିକଟରେ ବିକ୍ଷୋଭ କରିବାକୁ ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି । ବିଜେବି କଲେଜର ପ୍ରଥମ ବର୍ଷର ଛାତ୍ରୀ ରୁଚିକା…

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ପ୍ରତିବାଦ, ବଢ଼ିଲା ସଚିବାଳୟ ସୁରକ୍ଷା

ଭୁବନେଶ୍ୱର/ଭଦ୍ରକ: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ଓଡ଼ିଶା ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଇଁ ଡାକରା…

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯାଗ

ବ୍ରହ୍ମପୁର: ବହିଦେବାକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ ଅଭିଯାଗ। ଏଭଳି ଅଭିଯୋଗ ଆସିଛି ଜଣେ ଓଡ଼ିଆ ଅଧ୍ୟାପକଙ୍କ ନାଁରେ। ଅଧ୍ୟାପକ ଜଣଙ୍କ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଏ ନେଇ ଥାନାରେ ମାମଲା ରୁୁଜୁ ହୋଇଛି। ସେପଟେ ଛାତ୍ରୀଙ୍କୁ ସମର୍ଥନ କରୁଥିବା…

ରାଷ୍ଟ୍ରପତି ନିର୍ବାଚନରେ କେଉଁ କେଉଁ ରାଜ୍ୟରେ ହେଲା କ୍ରସ ଭୋଟିଂ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଏବେ ଅପେକ୍ଷା ଜୁଲାଇ ୨୧ରେ ହେବାକୁ ଥିବା ସଂସଦ ଓ ବିଧାନସଭାର ଭୋଟ୍ ଗଣତିକୁ । ଭୋଟ୍ ଶେଷ ହେବା ବେଳକୁ ଅନେକ ସ୍ଥାନରେ କ୍ରସ ଭୋଟିଂ ହୋଇଥିବାର ସୂଚନା ମିଳିଛି । ଯାହା ଏନଡିଏ ରାଷ୍ଟ୍ରପତି…

କବିତା : ଅଧା ଅଧା ମୌସୁମୀ

ଲାବଣ୍ୟ ନାୟକ  ଏ ଯେଉଁ ତୁହାକୁତୁହା ବର୍ଷା ଅଧା ଖରା ଅଧା ଛାଇର ଖେଳ ଆକାଶ ଅଧା ନୀଳ ତ ଅଧେ ସଫା ସତେ ଯେମିତି ଏ ବର୍ଷା ରାଧାକୃଷ୍ଣଙ୍କ ରଙ୍ଗରୁ କିଛି ଧୋଇ ଆଣିଛି , ଆଉ ଛିଞ୍ଚି ଦେଇଛି ଆକାଶ ଛାତିରେ। କହିଲ ଦେଖି ଏଇମାନଙ୍କୁ ନେଇ କ'ଣ ବର୍ଷା କବିତାଟେ ଲେଖିହବ !…

କାଶୀପୁରରେ ଚିହ୍ନଟ ହେଲା ଭିବ୍ରିଓ କଲେରା

କାଶୀପୁର: ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କାଶୀପୁରରେ ଚିହ୍ନଟ ହୋଇଛି ଭିବ୍ରିଓ କଲେରା । ୧୦ ଜଣଙ୍କ ଠାରୁ ସଂଗୃହୀତ ମଳ ନମୁନା ମଧ୍ୟରୁ ୩ ଟିରେ ଭିବ୍ରିଓ କଲେରା ଭୂତାଣୁ ଥିବା ଜଣାପଡିଛି । ରିପୋର୍ଟ ମିଳିବା ପରେ ସମ୍ପୃକ୍ତ ଆଞ୍ଚଳ ଦେଇ ବହି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୫)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ରାବଣର ସଭା। ମହାନ ମହାନ ଯୋଦ୍ଧା ବସିଛନ୍ତି। ସାଧାରଣ ବାନର ଓ ଭଲ୍ଲୁକ , ଅସାଧାରଣ ଶକ୍ତିଶାଳୀ ଅସୁରସେନାଙ୍କର ଏପରି ବିପର୍ଯ୍ୟୟ ଘଟାଇବେ ସେମାନେ କଳ୍ପନା ବି କରି ପାରି ନ ଥିଲେ। ଆଗାମୀ ଦିନର ରଣନୀତି କିପରି ହେବା ଉଚିତ ସେହି…

ଭାଷା ଭାଗବତ : ମଣିଷ କଥାକୁହା ଜୀବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୧ ମଣିଷ କଥାକୁହା ଜୀବ ଭାଷାକୁ କେମିତି ଛାଡ଼ିବ ? ଭାଷା ପ୍ରକାଶ କରେ ଭାବ ମଣିଷପଣର ଗୌରବ ଜନମୁ ମରଣ ପର୍ଯଂତ ବହୁ ସ୍ତରରେ ବ୍ୟବହୃତ ହେବାରୁ ଭାଷାର ମହତ୍ତ୍ବ ହୋଇଛି ସାଦର ସ୍ବୀକୃତ ତଥ୍ୟ, ସୂଚନା ଆଉ ଜ୍ଞାନ ଭାଷା ହିଁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୮     ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ହୃଦୟରେ ସ୍ଥାନ ଦେବା ପରେ ଆତ୍ମା ଓ ପରମାତ୍ମା ସମ୍ପର୍କର ସ୍ୱରୂପ ଅନୁଭବ କରୁ । ଅନେକ ସିଦ୍ଧ ସାଧକ ନିଜ ନିଶ୍ୱାସ ଓ ପ୍ରଶ୍ୱାସ କ୍ରିୟାରେ…

ବିଧାୟକ ପରେ ସାଂସଦ ଦେବେ ଉଦ୍ଧବଙ୍କୁ ଝଟକା ? ଅନେକ ସିନ୍ଦେଙ୍କ ସାଙ୍ଗରେ ଆସିବେ ସୂଚନା

ମୁମ୍ବାଇ: ଶିବସେନାରେ ବିଧାୟକଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେଙ୍କୁ ଲଗାତାର ଝଟକା ପରେ ଝଟକା ଲାଗିଛି। ବିଧାୟକଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେ କ୍ରମାଗତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଦ୍ଧବଙ୍କ ନିକଟବର୍ତ୍ତୀ ବରିଷ୍ଠ ଶିବସେନା ନେତା ଉଦ୍ଧବ ଶିବିରକୁ ବାଏ ବାଏ କହିଥିବା ସୂଚନା ରହିଛି।…