Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ଅତ୍ୟନ୍ତ ବିସ୍ମୟକର କାରଣ କେତେବେଳେ ସେ ନିର୍ଗୁଣ, ନିରାକାର ତ କେତେବେଳେ ସଗୁଣ, ସାକାର। ସେଥିପାଇଁ ଭକ୍ତ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ। ଏଇ…

ଭାଷା ଭାଗବତ : ଭାଷାର ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୩ କବିତା ପଢ଼ି ଜଣେ କବି ପାରେନି ନୂଆ କିଛି ଭାବି ଅନୁକରଣ ବାରଂବାର ହୁଅଇ ଅଭ୍ୟାସ ତାହାର ଅନ୍ୟ କବିର ପଛୁଆଳ ହୋଇ ବିତାଇ ଦିନକାଳ ଗଢ଼ିଲେ ପ୍ରଶଂସକ ଗୋଷ୍ଠୀ ତହିଁରୁ ପାଏ ସେ ସଂତୁଷ୍ଟି ବାସ୍ତବ ଜୀବନ ସହିତ ନ ହୋଇ କେବେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୭)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ " ଏବେ ମୁଁ ଠିକ୍ ବୁଝି ପାରୁଛି ସୀତା ହରଣର ରହସ୍ୟ। " କୈଳାସ ପର୍ବତରେ ଧ୍ୟାନସ୍ଥ ଈଶ୍ୱରଙ୍କୁ ସ୍ମିତ ସ୍ମିତ ହସୁଥିବା ଦେଖି ପାର୍ବତୀ ପଚାରିଲେ, " ପ୍ରଭୁ ! ଏପରି ଆନନ୍ଦିତ ହେବାର କାରଣ କ'ଣ ? " ଅର୍ଦ୍ଧନାରୀଶ୍ୱର କହିଲେ, "…

୨୧ତମ ଗ୍ରାଣ୍ଡସ୍ଲାମ, ୭ମ ୱିମ୍ବେଲଡନ ଟାଇଟଲ ଜିତିଲେ ଜୋକୋଭିଚ

ଲଣ୍ଡନ: ସର୍ବିୟାର ଷ୍ଟାର ଖେଳାଳି ନୋଭାକ ଜୋକୋଭିଚ ରବିବାର ୱିମ୍ବେଲଡନ ଟେନିସ ଫାଇନାଲରେ ଅଷ୍ଟ୍ରେଲିଆର କିର୍ଗିୟୋସଙ୍କୁ ୪-୬, ୬-୩, ୬-୪ ଓ ୭-୬ ସେଟରେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି । ଏହା ଜୋକୋଭିଚଙ୍କ କ୍ୟାରିୟରର ଓଭରାଲ ୨୧ତମ ଗ୍ରାଣ୍ଡସ୍ଲାମ ଓ ୭ମ ୱିମ୍ବେଲଡନ ଟାଇଟଲ ଜିତିଛନ୍ତି…

ଏସିଆ କପ ବାସ୍କେଟବଲ : ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଅମରେନ୍ଦ୍ର

ଭୁବନେଶ୍ୱର: ଆଗାମୀ ଏସିଆ କପ ବାସ୍କେଟବଲ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଜାକର୍ତାରେ ଜୁଲାଇ ୧୨ରୁ ୨୪ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଓଡିଶାର ୨୦ ବର୍ଷୀୟ ଅମରେନ୍ଦ୍ର ନାୟକ ଏହି ଦଳରେ ସ୍ଥାନ ପାଇଛନ୍ତି । ୬ଫୁଟ ୮ଇଂଚ ଉଚ୍ଚତା ବିଶିଷ୍ଟ ଅମରେନ୍ଦ୍ର ନିକଟରେ ସମ୍ପନ୍ନ ହୋଇଥିବା…

ଟି୨୦ ବିଶ୍ୱକପ ପ୍ରୋମୋ ଭିଡିଓରେ ନୂଆ ଅବତାରରେ ପନ୍ତ

ମୁମ୍ବାଇ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଏଥିନେଇ ଏହାର ଏକ ପ୍ରୋମୋ ଭିଡିଓ ଆଇସିସି ଇନଷ୍ଟାଗ୍ରାମରେ ଶେୟାର କରିଛି । ପ୍ରୋମୋରେ ଭାରତର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ନୂତନ ଅବତାରରେ ଦେଖିବାକୁ ମିଳୁଛି । ସେ ସମୁଦ୍ର ମଧ୍ୟରୁ ବ୍ୟାଟ ଧରି ବାହାରକୁ…

ଆସାମରେ ଶିବ-ପାର୍ବତୀଙ୍କ ବେଶରେ ବାଇକ ଚଳାଇବା ନେଇ ବିବାଦ, ୨ ଗିରଫ

ଗୌହାଟୀ: ଆସାମରେ ରବିବାର ଶିବ-ପାର୍ବତୀଙ୍କ ରୂପରେ ବାଇକ ଚଳାଇବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସମେତ ଅନ୍ୟ ହିନ୍ଦୁ ସଂଗଠନଙ୍କ ବିରୋଧ ପରେ ୨କଳାକାରଙ୍କୁ ଗିରଫ କରାଯାଇଛି । ଦରବୃଦ୍ଧି ବିରୋଧରେ ଏହି କଳାକାରମାନେ ପଥପ୍ରାନ୍ତ ନାଟକ…

ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

 ପୁରୀ : ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବାହୁଡା ଏକାଦଶୀରେ ରଥଉପରେ ମହାପ୍ରଭୁ ସୁନାବେଶ ହୋଇଥାନ୍ତି । ଜନ୍ମବେଦୀରୁ ଫେରିବା ପରେ ସିଂହଦ୍ୱାରରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବର୍ଷରେ ୫ ଥର ମହାପ୍ରଭୁଙ୍କ ସୁନାବେଶର ପରମ୍ପରା ରହିଥିବା ବେଳେ ରଥ ଉପରେ ଥରେ ଏହି ବେଶ…

ରାୟପୁର ରେଳବାଇ ବିଭାଗ ପକ୍ଷରୁ ୧୦ ମାସର ଶିଶୁକୁ ମିଳିଲା ଚାକିରି

ଦଶ ମାସର ଶିଶୁକୁ ମିଳିଲା ଚାକିରି। ସେ ପୁଣି ରେଲୱେରେ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଛତିଶଗଡରେ ରାୟପୁର ରେଳବାଇ ବିଭାଗ ପକ୍ଷରୁ ଏମିତି ନିଯୁକ୍ତି ଦିଆଯିବା ଖବର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଶିଶୁର ପିତା ରାଜେନ୍ଦ୍ର କୁମାର ଛତିଶଗଡ଼ ଭିଲାଇ ରେଲେୱେ ପିପି…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ମହାରାଷ୍ଟ୍ର ରାଜନୀତିରେ ପୁଣି ନାଟକୀୟ ମୋଡ । ୫୩ ବିଧାୟକଙ୍କୁ ନୋଟିସ୍‌ କଲେ ବିଧାନସଭା ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ଭଗତ। ୫୩ ବିଧାୟକଙ୍କ ମଧ୍ୟରୁ ସିନ୍ଦେଙ୍କ ପକ୍ଷରୁ ୩୯ ବିଧାୟକଙ୍କୁ ନୋଟିସ୍ କରାଯାଇଥିବା ବେଳେ ଉଦ୍ଧବଙ୍କ ପକ୍ଷରୁ ୧୪ ଜଣଙ୍କୁ ନୋଟିସ୍ । ଚିନ୍ତା ବଢ଼ାଉଛି…