Latest Odisha News

BREAKING NEWS

ସୁକେଶ ଚନ୍ଦ୍ରଶେଖର ଠାରୁ ୮୧ ଜଣ ଜେଲ କର୍ମଚାରୀ ନେଇଛନ୍ତି ଲାଞ୍ଚ

ନୂଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖର ଠାରୁ ଦିଲ୍ଲୀର ରୋହିଣୀ ଜେଲର ୮୧ ଜଣ କର୍ମଚାରୀ ଲାଞ୍ଚ ଖାଇଛନ୍ତି । ମହା ଠକ ସୁକେଶ ଠାରୁ ଲାଞ୍ଚ ନେଇ ଜେଲ କର୍ମଚାରୀ ତାକୁ ବିଭିନ୍ନ କାମରେ ସାହାଯ୍ୟ କରିଛନ୍ତି । ତାକୁ ଫୋନ, ମୋବାଇନ, ଇଣ୍ଟରନେଟ ଏବଂ ଅନ୍ୟ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ…

କୋଏଲ ନଦୀ ଟ୍ରାଜେଡି; ଉଦ୍ଧାର ହେଲା ସମସ୍ତ ୪ ଜଣଙ୍କ ମୃତଦେହ

ରାଉରକେଲା: ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିଲେ ଶବ ହୋଇ ଫେରିଲେ । ରାଉରକେଲା ଝିରପାଣି ପମ୍ପ ହାଉସ ନିକଟ କୋଏଲ ନଦୀରେ ୪ ଭାଇ ବୁଡ଼ିଯିବା ଘଟଣା । ଉଦ୍ଧାର ହେଲା ସମସ୍ତ ମୃତଦେହ । ଗତକାଲି ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ସକାଳୁ ନିଖୋଜ ରୋନକ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି ।…

ଭାରତ ସମେତ ୫ ଦେଶରୁ ରାଷ୍ଟ୍ରଦୂତ ପ୍ରତ୍ୟାହାର କଲା ୟୁକ୍ରେନ୍

ନୂଆଦିଲ୍ଲୀ: ୟୁକ୍ରେନ ଭାରତ ସମେତ ୫ଟି ଦେଶରୁ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିନେଇଛି । ଜର୍ମାନୀ, ଭାରତ, ଚେକ୍ ରିପବ୍ଲିକ, ନରେଓ୍ବ ଏବଂ ହଙ୍ଗେରୀରେ ଅବସ୍ଥାପିତ ହୋଇଥିବା ରାଷ୍ଟ୍ରଦୂତ ମାନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ନିଲମ୍ବନ କରି ପ୍ରତ୍ୟାହାର କରିନେଇଛନ୍ତି…

ଆସନ୍ତା ୩ରୁ ୪ ଦିନ ଜାରି ରହିବ ବର୍ଷା, ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ପ୍ରବାହ । ଏହା ସହ ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ଯୋଗୁ ଓଡ଼ିଶା ଉପରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ରାଜ୍ୟରେ ଜାରି ରହିବ ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ…

ଚିନ୍ତା ବଢ଼ାଉଛି କରୋନା, ରାଜ୍ୟରେ ଆଜି ବି ୫ ଶହ ଉପରେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ଦିନକରେ ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ୫୭୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୦ରୁ ୧୮ ବର୍ଷ ବୟସର ୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୩୯ ଜଣ ଲେକାଲ୍ କେସ୍ ଚିହ୍ନଟ ହୋଇଛନ୍ତି ।…

ଆଜି ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ

ପୁରୀ: ଆଜି ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ସୁସଜ୍ଜିତ ହେବେ ମହାବାହୁ । ସୁନାବେଶରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୁରତି । ୧୩୮ ସୁନା ପିନ୍ଧି ଝଟକିବେ ଶ୍ରୀଜିଉ । ଗତକାଲି ଶୃଙ୍ଖଳିତ ଭାବେ ବାହୁଡ଼ା ନୀତି ସମ୍ପର୍ଣ୍ଣ ହୋଇଥିବା ବେଳେ ଏବେ ତିନି ରଥ…

ସ୍ତ୍ରୀ ବିନା ବିଦେଶ ଯାତ୍ରା କରି ମୁମ୍ବାଇ ଏୟାରପୋର୍ଟରୁ ଗିରଫ

ମୁମ୍ବାଇ: ସ୍ତ୍ରୀ ବିନା ବିଦେଶ ଯାତ୍ରା କରିବା ଜଣେ ୩୨ ବର୍ଷୀୟ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଗୁରୁବାର ଜଣେ ଯୁବକ ଏଥିପାଇଁ ମୁମ୍ବାଇ ଏୟାରପୋର୍ଟରେ ଗିରଫ ହୋଇଛନ୍ତି । ଏହି ବ୍ୟକ୍ତି ଜଣକ ପତ୍ନୀଙ୍କ ବିନା ବିଦେଶ ଯାତ୍ରା କରିଥିଲେ । ଆଉ ଏହି ଯାତ୍ରା ବିଷୟରେ ପତ୍ନୀଙ୍କୁ ଅଜ୍ଞାତ ରଖିବା…

ଗଂଜାମରେ ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର: ଗଂଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁରୀ କାଳୁଆ ନିକଟରେ ଜଣଙ୍କ ମୃତଦେହ ରବିବାର ସକାଳେ ମିଳିଛି। ମୃତକ ଜଣଙ୍କ ବ୍ରହ୍ମପୁର ଖଲାସୀ ସାହିର ଶିବ ବେହେରା ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ରବିବାର ସକାଳେ ଶିବଙ୍କ ମୃତଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିବା…

‘ସୁନାବେଶ’ ଆଜି : ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଅପେକ୍ଷା

ପୁରୀ:  ରଥ ଉପରେ ଆଜି ମହାପ୍ରଭୁଙ୍କ ସୁନାବେଶ ହେବ । ମହଣ ମହଣ ସୁନା ଅଳଙ୍କାରରେ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ଭାଇ ଶ୍ରୀବଳଭଦ୍ର ସଜେଇ ହେବାର ଦୃଶ୍ୟ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରିଛନ୍ତି । ସୁନାବେଶ ଅପରାହ୍ନ ପ୍ରାୟ ୩ଟାରେ ଆରମ୍ଭ ହେବ । ସନ୍ଧ୍ୟା ୬ଟା ବେଳକୁ…

ସିବିଆଇ ପାରିନଥିଲା କମିଶନରେଟ ପୋଲିସ ସଫଳ ହୋଇଥିଲା: ରୁଚିକା ମୃତ୍ୟୁକୁ ସପ୍ତାହେ ପରେ ବି ପୋଲିସର ହାତ ଖାଲି ?

ଭୁବନେଶ୍ୱର: ଶାନ୍ତ ପଡିଯାଇଛି ଗଣମାଧ୍ୟମରେ ଖବର, ଆଉ ବିଜେବି କଲେଜକୁ ନାହିଁ ପୂୂର୍ବଭଳି ଚର୍ଚ୍ଚା । ଇତି ମଧ୍ୟରେ ରାଗିଂ ଅଭିଯୋଗ ଆଣି ଜୁଲାଇ ୨ରେ ଆତ୍ମହତ୍ୟା କରିଥିବା ମେଧାବୀ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁକୁ ପୁରିଛି ସପ୍ତାହେ । କଲେଜ ଏବେ ପୂର୍ବଭଳି ସ୍ୱାଭାବିକ ହୋଇଥିବା ବେଳେ…