Latest Odisha News

BREAKING NEWS

ପୁନର୍ବାର ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ: ହିନ୍ଦୁ ମହିଳା ଶିକ୍ଷକଙ୍କ ଉପରେ ଗୁଳିମାଡ

କୁଲଗାମ: ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ପୁନର୍ବାର ଆତଙ୍କବାଦୀମାନେ ନାରକୀୟ କାଣ୍ଡ ଘଟାଇଛନ୍ତି । ଗୋପାଲପୋରାରେ ଥିବା ଏକ ହାଇସ୍କୁଲର ମହିଳା ଶିକ୍ଷୟତ୍ରୀଙ୍କ ଉପରେ ଗୁଳିମାଡ କରାଯାଇଥିଲା । ଏଥିରେ ଗୁରୁତର ଆହତ ଶିକ୍ଷୟତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ମଧ୍ୟ ବଂଚାଇବା…

ବ୍ରଜରାଜନଗର ଉପନିର୍ବାଚନ: ପୂର୍ବାହ୍ନ ୧୧ଟା ସୁଦ୍ଧା ୩୩% ମତଦାନ

ଭୁବନେଶ୍ବର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୩୩% ଭୋଟ୍ ଦାନ କରାଯାଇଥିବା କଥା ମୁଖ୍ୟ  ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ପୂର୍ବରୁ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିଲା । ଉପନିର୍ବାଚନ ଲାଗି ଜାରି ରହିଛି ମତଦାନ । ଆଜି ୧୧…

ସ୍ୱଳ୍ପ ଗଳ୍ପ : ଅନ୍ତର୍ବାସ-ଚିତ୍ରକର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ :୨୩  ସେଦିନ ଗହଳି ବେଶ୍ । ଧାର୍ମିକ ଦର୍ଶନାର୍ଥୀ ଆଉ ପର୍ଯ୍ୟଟକଙ୍କର ସେହି ମିଶ୍ରିତ ଭିଡ ଭିତରୁ ଜଣେ ହଠାତ୍ ଆଗକୁ ଡେଇଁପଡି ଖୁବ୍ ଜୋରରେ ଚିତ୍କାର କରି କହିଥିଲା, ମୁଁ ହେଉଛି ଯୀଶୁଖ୍ରୀଷ୍ଟ । ସେ ନିଜକୁ ଯୀଶୁ ଖ୍ରୀଷ୍ଟ ବୋଲି…

ଜୁନ୍‌ ୧ରୁ ଛେନା ଓ ପନିର୍ ଦାମ୍‌ ବଢ଼ିବ

ଭୁବନେଶ୍ବର : ଜୁନ୍‌ ୧ରୁ ରାଜଧାନୀରେ ଛେନା ଓ ପନିର୍‌ ଦାମ ବଢ଼ିବ। ଛେନା କେଜି ପିଛା ୧୮୦ଟଙ୍କା ଓ ପନିର୍‌ କେଜି ୨୫୦ଟଙ୍କାରେ ବିକ୍ରି ହେବ ବୋଲି ଭୁବନେଶ୍ବର ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ।  ସଂଘ ପକ୍ଷରୁ ସୋମବାର ଦିନ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ…

ପ୍ରାର୍ଥିପତ୍ର ଦାଖଲ ନେଇ ବିଧାନସଭାରେ ପହଞ୍ଚିଲେ ବିଜେଡି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ବିଧାନସଭାରେ ପହଞ୍ଚିଲେ ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ । ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ୪ ରାଜ୍ୟସଭା ପ୍ରାର୍ଥୀ ।  ବିଜେଡିର ୪ ଜଣ ରାଜ୍ୟସଭା ପ୍ରାର୍ଥୀ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ନିରଞ୍ଜନ ବିଶି ପ୍ରାର୍ଥିପତ୍ର ଦାଖଲ କରିବେ । ୩ଟି ଆସନରେ…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ

 ଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ମୋଟ ୨ ଲକ୍ଷ ୧୪ ହଜାର ୮ ଶହ ୭୮ ଜଣ ଭୋଟର ଭୋଟ ଦେଉଛନ୍ତି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ମୋଟ ୧୨୨୮ ପୋଲିଂ ଅଧିକାରୀ ମୁତୟନ ଅଛନ୍ତି । ସୁରକ୍ଷା ପାଇଁ ୧୦୦୦ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ମୋଟ ୨୭୯ଟି ବୁଥରେ…

ଭାଷା ଭାଗବତ : ଛଅଟି ଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୨ ୧. ଙ୍‌ + ଅଙ୍କ ଶଙ୍ଖ ଅଙ୍ଗ ସଙ୍ଘ ୨. ଞ୍‌ + ମଞ୍ଚ ପିଞ୍ଛ ମଞ୍ଜ ବାଞ୍ଝ ୩. ଣ୍‌ + କଣ୍ଟ କଣ୍ଠ ଖଣ୍ଡ ଷଣ୍ଢ ୪. ନ୍‌ + ଦାନ୍ତ କାନ୍ଥ କାନ୍ଦ କାନ୍ଧ ୫. ମ୍‌ + କମ୍ପ ବାମ୍ଫ ଆମ୍ବ ଦମ୍ଭ ୬. ° + ଅଂକ ଶଂଖ ଅଂଗ ସଂଘ ମଂଚ ପିଂଛ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୮୯  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଚାର ପାଇଁ ଉଦିଷ୍ଟ"ଗଜ ଉଦ୍ଧାରଣ "ଉପାଖ୍ୟାନ "ଖଣ୍ଡିକିଆ ହରିବଂଶ "ଆଧାରରେ ଆମେ ଆଲୋଚନା ଜାରି ରଖିଛେ। ଏଠାରେ ଗଜ ଚଉରlଶି କାଠି ଜଳରେ ବୁଡ଼ି…

କବିତା : ସକଳ ଘଟେ ନାରାୟଣ

ଅଚ୍ୟୁତାନନ୍ଦ ଧଳ  ସବୁଜ ସୁନ୍ଦର ପୃଥିବୀ ଆମର ସବୁତ ଜୀବନ୍ତ ଲାଗନ୍ତି, କିଏ ଭରିଦେଲା ପ୍ରାଣକୁ ଘଟରେ ସବୁ ସେଇ ହରି ଜାଣନ୍ତି। କେହି ନୁହେଁ ବଡ କେହି ନୁହେଁ ସାନ ସବୁରି ହୃଦୟେ ଶ୍ରୀହରି, ହେୟ ମଣନାହିଁ କାହାକୁ ଜଗତେ ସବୁ କିଛି ସୃଷ୍ଟି ତାଙ୍କରି। ବିଶ୍ୱାସରେ ବିଷ ହୁଅଇ…

ବ୍ରହ୍ମପୁରରେ ନିର୍ମାଣ ହେଉଛି ବୁଲା ଗୋରୁ ଗାଈଙ୍କ ପାଇଁ ହଷ୍ଟେଲ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଏଣେ ତେଣେ ବୁଲାବୁଲି କରୁଥିବା ଗୋରୁ ଗାଈକୁ ରଖିବା ପାଇଁ ଏକ ହଷ୍ଟେଲ୍‌ ନିର୍ମାଣ କରାଯାଉଛି । ବ୍ରହ୍ମପୁର ମହାନଗର ନିଗମ ତରଫରୁ ପ୍ରାୟ ୯୦ ଲକ୍ଷ ଟଙ୍କାରେ ସହର ଉପକଣ୍ଠ ଗୁରୁଣ୍ଠି ପାଖରେ ଏହି ହୋଷ୍ଟେଲ୍‌ ନିର୍ମାଣ ହେଉଥିବା ନେଇ ସୂଚନା ଦେଇଛନ୍ତି ନିଗମର…