Latest Odisha News

BREAKING NEWS

ନକଲି ଚାବିରେ ଏଟିଏମରୁ ଟଙ୍କା ଚୋରି

ବ୍ରହ୍ମପୁର: ଗ୍ରାହକମାନେ ଏଟିଏମ୍‌ରୁ ଟଙ୍କା ଉଠାଉଥିଲେ ମଧ୍ୟ ତାହା ବାହାରକୁ ବାହାରୁନଥିଲା । ବରଂ ମେଶିନ ଭିତରେ ହିଁ ରହିଯାଉଥିଲା । ଆଉ ନକଲି ଚାବିରେ ଦୁର୍ବୃତ୍ତ ମଶିନକୁ ଖୋଲି ଟଙ୍କା ନେଉଥିଲେ । ଗତ କିଛି ଦିନ ହେଲା ବ୍ରହ୍ମପୁରର ଏକ ଏଟିଏମ୍‌ରେ ଏଭଳି ଚୋରି ଚାଲିଥିଲା । ବ୍ୟାଙ୍କ…

ଟ୍ୱିଟର ସହ ଡିଲ୍ ଭାଙ୍ଗିବାକୁ ଏଲନ୍ ମସ୍କଙ୍କ ଘୋଷଣା, ଟ୍ୱିଟର କହିଲା କୋର୍ଟରେ ଦେଖାହେବ

ନୂଆଦିଲ୍ଲୀ: ଟ୍ୱିଟରରେ କେତେଜଣ ଫେକ୍ ବା ନକଲି ୟୁଜର ରହିଛନ୍ତି ତାରା ଉତ୍ତର ସନ୍ତୋଷଜନକ ଭାବେ ନମିଳିବାରୁ ଟ୍ୱିଟର ସହ ଡିଲ୍ ବାତିଲ କରୁଛନ୍ତି ବୋଲି ବିଶ୍ୱର ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ଘୋଷଣା କରିଛନ୍ତି। ଏହାପରେ ଟ୍ୱିଟର ମଧ୍ୟ କଡା ଜବାବ ଦେଇ ଆଗାମୀ ଦିନରେ କୋର୍ଟରେ…

ଅମର୍ତ୍ୟ ସେନ କୋଭିଡ ଆକ୍ରାନ୍ତ, ଘରେ ଚାଲିଛି ଚିକିତ୍ସା

କୋଲକାତା: ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଶାନ୍ତି ନିକେତନ ସ୍ଥିତ ତାଙ୍କ ଘରେ ରହି ଚିକିତ୍ସିତ ହେଉଛନ୍ତି ବୋଲି ଜଣାପଡ଼ିଛି । ତାଙ୍କ ଦେହରେ ହାଲୁକା ଲକ୍ଷଣ ରହିଛି ଏବଂ ସେ ଏକାନ୍ତବାସ ଅବଧି ପୂର୍ଣ୍ଣ କରିସାରିଛନ୍ତି ବୋଲି ପଶ୍ଚିମବଙ୍ଗ…

‘ପେନସନ ମିଳୁନଥିବାରୁ ସିଞ୍ଜୋ ଆବେଙ୍କୁ ହତ୍ୟା’, ଅଗ୍ନିପଥ ଯୋଜନା ସହ ଯୋଡ଼ି କେନ୍ଦ୍ରକୁ ଟିଏମସିର…

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକୁ ଅଗ୍ନିପଥ ଯୋଜନା ସହ ଯୋଡି ଟିଏମସି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଟିଏମସି ନିଜର ମୁଖପାତ୍ର ଖବରକାଗଜ 'ଜାଗୋ ବଙ୍ଗଳା'ରେ ଲେଖିଛି ଯେ ପେନ୍‌ସନ୍‌ ପାଇ ନ ଥିବା ଜାପାନର ଜଣେ ପୂର୍ବତନ ସୈନିକ ସିଞ୍ଜୋଙ୍କୁ…

ମଜାକିଆ ଢ଼ଙ୍ଗରେ ଛୋଟ ଆଖିର ଫାଇଦା ବର୍ଣ୍ଣନା କରି ଚର୍ଚ୍ଚାରେ ନାଗାଲାଣ୍ଡ ମନ୍ତ୍ରୀ ତେମଜେନ

କୋହିମା: ନାଗାଲାଣ୍ଡର ଶିକ୍ଷା ଓ ଆଦିବାସୀ ବିଭାଗର ମନ୍ତ୍ରୀ ତେମଜେନ ଇମନା ଅଲାଙ୍ଗ ଏକ କାର୍ଯ୍ୟକ୍ରମରେ ଛୋଟ ଆଖିର ଫାଇଦା ସମ୍ପର୍କରେ ମଜାକିଆ ଢ଼ଙ୍ଗରେ ବର୍ଣ୍ଣନା କରି ଏବେ ଚର୍ଚ୍ଚାରେ । ତାଙ୍କର ଏହି ଭିଡିଓ ଏବେ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି । ନାଗାଲାଣ୍ଡର ବିଜେପି ଅଧ୍ୟକ୍ଷ…

ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ମୋଦୀ, ଶାହଙ୍କୁ ଭେଟିଲେ ସିନ୍ଦେ ଏବଂ ଫଡନାଭିସ

ନୂଆଦିଲ୍ଲୀ: ଶିବସେନାର ଦଳୀୟ ଚିହ୍ନ କେହି ଛଡାଇ ନେଇପାରିବେନି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିକଟରେ ଏପରି କହିଥିଲେ। ତାଙ୍କ ସମର୍ଥନରେ ନିର୍ବାଚିତ ବିଧାୟକ ଏବଂ ସାଂସଦଙ୍କ ସମର୍ଥନ କମ୍ ଥିବାରୁ ଏକନାଥ ସିନ୍ଦେ ଗୋଷ୍ଠୀ ଏହି ଚିହ୍ନ ନେଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇବା…

ସାଉଥ ସୁପରଷ୍ଟାର ରାମଚରଣଙ୍କ ପତ୍ନୀ ଚାହୁଁ ନାହାନ୍ତି ସନ୍ତାନ

ମାଡ୍ରାସ: ବିବାହର ୧୦ ବର୍ଷ ପୂରଣ ହୋଇ ଯାଇଥିଲେ ମଧ୍ୟ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ରାମଚରଣଙ୍କ ପତ୍ନୀ ଉପାସନା ଏବେ ବି ମାଆ ହେବାକୁ ଚାହୁଁ ନାହାନ୍ତି । ମୁଁ ମୋ ବାହାଘର ନେଇ ବେଶ ଖୁସି ଅଛି ଓ ଏହି ଜୀବନକୁ ଭରପୂର ଉପଭୋଗ କରୁଛି । ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ସଚେତନ…

‘ଦ୍ୱିତୀୟ ଥର ପଢିବାକୁ’ ଟିପିରେ ଲେଖାହୋଇଥିଲା, ଭୁଲରେ ପଢିଦେଲେ ବାଇଡେନ !

ଓ୍ୱାଶିଂଟନ: ପୁଣିଥରେ ଚର୍ଚ୍ଚାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ଏକ ସ୍ପିଚ ଦେଉଥିବା ବେଳେ ସାମ୍ନାରେ ଥିବା ଟେଲିପ୍ରମ୍ପଟରକୁ ଦେଖି ପଢୁଥିଲେ ବାଇଡେନ । ଏହି ସମୟରେ ଗୋଟିଏ ଧାଡିକୁ ପୁନର୍ବାର ପଢିବାକୁ ଟିପିରେ ଲେଖାହୋଇଥିଲା । ଏହା ମନେପକାଇବା ପାଇଁ ବାଇଡେନଙ୍କ ଉଦ୍ଦେଶ୍ୟରେ…

ମୁଲାୟମଙ୍କ ପତ୍ନୀ ସାଧନା ଗୁପ୍ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ଶନିବାର ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ସମାଜବାଦୀ…

ଶ୍ରୀଲଙ୍କା ରାଷ୍ଟ୍ରପତି ଭବନକୁ ଧସେଇ ପଶିଲେ ବିକ୍ଷୋଭକାରୀ, ଭୟରେ ସରକାରୀ ବାସଭବନ ଛାଡ଼ିଲେ ଗୋଟାବାୟ

କଲୋମ୍ବୋ: ଆର୍ଥିକ ସଙ୍କଟରେ ପଡ଼ିଥିବା ଶ୍ରୀଲଙ୍କାରେ ଜନ ଅସନ୍ତୋଷ ତେଜିଛି । ସରକାର ବିରୋଧରେ ପ୍ରଦର୍ଶନ କରୁଛନ୍ତି ଲୋକେ । ପୂର୍ବରୁ ମଧ୍ୟ ଲୋକେ ରାସ୍ତାକୁ ଓହ୍ଲାଇଥିଲେ କିନ୍ତୁ ଏବେ ଯେଉଁଭଳି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ତାହା ହୁଏତ କେହି କେବେ ଆକଳନ କରିନଥିବେ।…