Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ରାବଣର ଜିଦ୍ ସମ୍ମୁଖରେ ଅବଳା ନାରୀର ପ୍ରାର୍ଥନା ବ୍ୟର୍ଥ ଗଲା। ମୟ ଦାନବ ମନ୍ଦୋଦରୀଙ୍କର ପିତା। ନିପୁଣ ରାଜଶିଳ୍ପୀ ସେ। ରାବଣର ଅନୁରୋଧରେ ପୁନଶ୍ଚ ସେ ସ୍ୱର୍ଣ୍ଣ ଲଙ୍କାର ନିର୍ମାଣ କରିଦେଲେ। ଏକପ୍ରକାର ଉତ୍ତେଜନା ଲାଗି ରହିଥିଲା…

ଭାଷା ଭାଗବତ : ସ୍ବାନୁଭୂତିରୁ ଭାଷାଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୯  ସ୍ବାନୁଭୂତିରୁ ଜ୍ଞାନ ପାଇ ସୁଖେ ସଂସାରେ ରହିଥାଇ ଅର୍ଜିବା ଅଂତରଂଗ ଶାଂତି ଏହା ହିଁ ଜୀବନ ସଂସ୍କୃତି ମନକୁ କଲେ ଯୁଦ୍ଧକ୍ଷେତ୍ର ଫିଟିବନାହିଁ ଜ୍ଞାନନେତ୍ର ଆମର ନିଷ୍କାମ ସାଧନା କରିବା କଟକଣା ବିନା ମନର ସ୍ପଷ୍ଟ କଥା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବ୍ରହ୍ମ ସ୍ୱରୂପ ଶାଳଗ୍ରାମ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆସ୍ଥାନ ରତ୍ନ ସିଂହାସନ ଗର୍ଭରେ ସ୍ୱୟଂ ବ୍ରହ୍ମ ସ୍ୱରୂପ ଜୀବନ୍ତ ଶାଳଗ୍ରାମ ଧାରଣ କରିଛନ୍ତି କି ? ଏହି ପ୍ରଶ୍ନର ସମାଧାନ ଆମକୁ ରତ୍ନସିଂହାସନ ନିର୍ମାଣର ଇତିହାସ…

କବିତା : ରଥ ଦଉଡ଼ିରୁ ହାତେ

ରାଜ କିଶୋର ଦାସ ବଡ଼ ଦାଣ୍ଡରେ ଛିଡ଼ା ହୋଇ ଯିଏ ଯାହା ଯେତେ ମାଗୁ ପଛେ ଜଗା, ମୁଁ ମାଗୁଛି ତୋ ରଥ ଦୌଉଡ଼ିରୁ ହାତେ ! ମୁଁ ଜାଣିଛି ତୋ ଦଉଡ଼ିରେ ଚୁମ୍ବକ ଅଛି ଟାଣି ନେଉଛି କୋଟି କୋଟି ହାତକୁ ଚୁମ୍ବକୀୟ ଶକ୍ତିରେ ଜାତି ଅଜାତି, ଉଚ୍ଚନୀଚର ଭେଦ ଭାବ ନାହିଁ, ସ୍ନେହ ପ୍ରେମର…

ବାହୁଡାଯାତ୍ରା ନୀତି ସଅଳ ହେବ

ପୁରୀ: ମହାପ୍ରଭୁଙ୍କ  ବାହୁଡ଼ାଯାତ୍ରା ଯାତ୍ରା ପାଇଁ ବଡ଼ ଦାଣ୍ଡ ପ୍ରସ୍ତୁତ ଥିବାବେଳେ ଏବେ ରଥ ମଧ୍ୟ ପ୍ରସ୍ତୁତ ରହିଛି । ମହାପ୍ରଭୁଙ୍କୁ ମଧ୍ୟ ବାହୁଡ଼ାଯାତ୍ରାରେ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ବାହୁଡ଼ା ଯାତ୍ରାର ନୀତି ସଅଳ…

400 ଟପିଲା ଦୈନିକ କୋଭିଡ ସଂକ୍ରମଣ: ସତର୍କ ରହିବା ଜରୁରୀ

ଭୁବନେଶ୍ବର:  ରାଜ୍ୟରେ ଦିନକୁ ଦିନ  ଉପରମୁହାଁ କରୋନା ସଂକ୍ରମଣ ହେବାରେ ଲାଗିଛି । ଦିନକୁ ଦିନ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ସତର୍କ ରହିବା ଜରୁରୀ ବୋଲି ଏବେ ସରକାରଙ୍କ ପକ୍ଷରୁ ପୁଣି ବାରମ୍ବାର କୁହାଯାଉଛି ।  ଗୋଟିଏ ଦିନରେ 401  କୋଭିଡ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ଡେଙ୍ଗୁ ମଶା ପାଇଁ ମାଈ ମଶା ହେବ କାଳ

ପୁଡୁଚେରୀ: ଦିନ ଆସୁଛି ଆଉ ଡେଙ୍ଗୁ କି ଚିକୁନଗୁନିଆ କାହାକୁ ହେବ ନାହିଁ । ବିଶ୍ବରେ ଡେଙ୍ଗୁ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଥିବା ବେଳେ ଏବେ ଏଥିରୁ ମଣିଷ ରକ୍ଷା ପାଇବ । କାରଣ  ମଶା ପାଇଁ ଆଗାମୀ ଦିନରେ ମଶା ହେବ କାଳ । ଡେଙ୍ଗୁ, ଚିକୁନଗୁନିଆ  ନିୟନ୍ତ୍ରଣ କରିବା ପାଇଁ ICMR-VCRC…

ଶାରୀରିକ ସମ୍ପର୍କ ରଖିବା ପରେ ହୃଦଘାତରେ ୨୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ

ନାଗପୁର: ଶାରୀରିକ ସମ୍ପର୍କ ରଖିବା ପରେ ହୃଦଘାତ । ଶୁଣିବା ପାଇଁ ଏହା ଅଜବ ଲାଗୁଛି । କିନ୍ତୁ ଏହା ସତ। ନାଗପୁରର ଜଣେ ୨୮ ବର୍ଷୀୟ ଯୁବକ ଅଜୟ ପ୍ରତେକି ନିଜ ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ହଠାତ ହୃଦଘାତର ଶିକାର ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଛି। ଜୁଲାଇ ପାଞ୍ଚ…

‘ଦେଶର ସମ୍ବିଧାନ ଲେଖା ହୋଇଛି ଲୁଟିବା ପାଇଁ’, ବିବାଦ ବଢ଼ିବା ଦେଖି ଇସ୍ତଫା ଦେଲେ ମନ୍ତ୍ରୀ

ଥିରୁଅନନ୍ତପୁରମ: ଦେଶର ଯାହା ହୁଏ ତାହା ସମ୍ବିଧାନର ଲକ୍ଷ୍ଣଣ ରେଖା ଭିତରେ ହୁଏ। ଏହାର ଅର୍ଥ ରାଜ୍ୟ ସରକାର, କେନ୍ଦ୍ର ସରକାର ହୁଉନ୍ତୁ ଅବା କେନ୍ଦ୍ର ଶାସିତ ଅଞ୍ଚଳରେ ଯାହା ହୁଏ ତାହା ସମ୍ବିଧାନର ନିୟମ ଅନୁସାରେ ହୁଏ । ଆଉ ଗଣତାନ୍ତ୍ରିକ ଦେଶରେ ସମ୍ବିଧାନ ସର୍ବୋଚ୍ଚରେ ଥାଏ। ଏପରି…

‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ନେଇ ଅବଦ୍ଦୁଲା କହିଲେ ‘ଆପଣଙ୍କ ଘରେ ଏହାକୁ ରଖନ୍ତୁ’

ଶ୍ରୀନଗର: କେନ୍ଦ୍ରର ନୂଆ ଅଭିଯାନ 'ହର ଘର ତ୍ରିରଙ୍ଗା' । ଏହାକୁ ନେଇ ପଚରାଯିବାରୁ ଚିହିଁକି ଉଠିଛନ୍ତି ଅବିଭାଜିତ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା । ସେ ଜବାବ ଦେଇ କହିଛନ୍ତି 'ଆପଣଙ୍କ ଘରେ ଏହାକୁ ରଖନ୍ତୁ' । ସାଂସଦ ଅବଦୁଲ୍ଲାଙ୍କର ଏହି ଭିଡିଓ ଏବେ ସୋସିଆଲ…