Latest Odisha News

BREAKING NEWS

ପରପାରିରେ ଗାଳ୍ପିକ ଅରବିନ୍ଦ ପଟନାୟକ

ଭୁବନେଶ୍ୱର : ବିଶିଷ୍ଟ ଗାଳ୍ପିକ ଅରବିନ୍ଦ ପଟନାୟକଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ୱର୍ଗତଃ ପଟନାୟକ ଜଣେ…

ଅନୁବାଦ କବିତା : ଅସହାୟ କବି

ମୂଳ ରଚନା : ଚେଜଲୋ ମିଲସ୍  ଗୀତ ଗାଇବା ହିଁ ଗତିର ପ୍ରଥମ ଚିହ୍ନ ଯେଉଁ ମୁକ୍ତ କଣ୍ଠ ପାହାଡ଼ ଓ ଉପତ୍ୟକା ଭରିଦିଏ, ଆନନ୍ଦ ଓ ଉଲ୍ଲାସ ହିଁ ପ୍ରଥମ ସ୍ପନ୍ଦନ କିନ୍ତୁ, ତାହା ଅକସ୍ମାତ କାଢ଼ି ନିଆ ହୁଏ। ଏବେ କିନ୍ତୁ ଏତେ ବର୍ଷ ପରେ ରୂପାନ୍ତର ହୋଇ ସାରିଛି ରକ୍ତରେ ମୋର ଶତ ସହସ୍ର…

ଭାଷା ଭାଗବତ : ବାଣୀ ବ୍ୟବସାୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୭  ବହି ପଢ଼ି ଲେଖିଲେ ବହି ପୁନର୍ଲିଖନ ବୋଲି କହି ପାଠକେ ଯାଆଂତି ଏଡ଼ାଇ ନୂତନ କିଛି ମିଳେନାହିଁ ବହିରେ ବର୍ଣିତ ଘଟନା ପୁନଶ୍ଚ କରିଲେ ରଚନା ଶବ୍ଦର ଅଦଳ ବଦଳ ପାଏନି ସର୍ଜନାର ବଳ ଗ୍ରଂଥରୁ ଗ୍ରଂଥ ହେଲେ ଜାତ ଭାଷା ହୁଏନି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୮୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରିବାକୁ ଯାଇ ଭକ୍ତଟିଏ ତାଙ୍କୁ ପ୍ରହ୍ଲାଦ ରକ୍ଷାକାରି, ରାବଣlରୀ, କଂସାରୀ, ଅଘ -ତମ ନାଶକାରି ତଥା ତାରଣ -ମାରଣ କାରି ଓ…

ପ୍ଲାଷ୍ଟିକ ବାଲଟିର ଦାମ ୩୫ ହଜାର ଟଙ୍କା, କେଉଁଠି ମିଳୁଛି ?

ଭୁବନେଶ୍ୱର: ବାଲଟିର ଦାମ ୩୫ ହଜାର ଟଙ୍କା । ଏହାର ରଙ୍ଗ ଗୋଲାପି ରହିଛି। ଏହା ଆମାଜନ ଡଟ୍ କମରେ ବିକ୍ରି ହେଉଛି। ସବୁଠୁ ବଡ କଥା ହେଲା ମୋବାଇଲ, ଟାବେଲଟ ଆଦି ଛୋଟ ଛୋଟ ଜିନିଷ ପାଇଁ ଯେମିତି ଇଏମଆଇ ସୁବିଧା ରହିଥାଏ ସେହିପରି ଏହି ବାଲଟି ପାଇଁ ମଧ୍ୟ ଇଏମଆଇ ବ୍ୟବସ୍ଥା ରହିଛି।…

ଭାରତୀୟ ଅଲିମ୍ପିକ୍ ସଂଘ ସଭାପତି ପଦରୁ ବିଦା ହେଲେ ନରିନ୍ଦର ବାତ୍ରା

ନୂଆଦିଲ୍ଲୀ: ହକି ଇଣ୍ଡିଆରେ 'ଆଜୀବନ ସଦସ୍ୟ' ପଦକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଏହାପରେ କ୍ରୀଡ଼ା ପ୍ରଶାସକ ନରିନ୍ଦର ବାତ୍ରାଙ୍କୁ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ସଭାପତି ପଦରୁ ହଟାଇ ଦେଇଛି। ବାତ୍ରା ୨୦୧୭ ମସିହାରେ ଆଇଓଏ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ।…

କଂଗ୍ରେସ ଛାଡ଼ିବା ପଛର କାରଣ କହିଲେ କପିଲ ସିବଲ, ସପା ମୁଖିଆଙ୍କ ସହ କେମିତ ବଢିଲା ସମ୍ପର୍କ ?

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସହାୟତାରେ ବୁଧବାର ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ। ସେ କହିଛନ୍ତି, 30-31 ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ରହିବା ପରେ ଦଳ ଛାଡ଼ିବା ତାଙ୍କ ପାଇଁ ସହଜ ନଥିଲା। ସିବଲ କହିଛନ୍ତି…

୨୦୧୯ରେ ହାରିଥିବା ୧୪୪ ଆସନରେ ଟକ୍କର ଦେବାକୁ ରୋଡମ୍ୟାପ ପ୍ରସ୍ତୁତ କଲା ବିଜେପି

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୧୪୪ ଆସନରେ ପରାଜିତ ହୋଇଥିଲା। ୨୦୨୪ ସାଧାରଣ ନିର୍ବାଚନ ବେଳେ ଏହି ସବୁ ଆସନରେ କିଭଳି ପ୍ରତିପକ୍ଷ ଦଳର ପ୍ରାର୍ଥୀଙ୍କୁ ଟକ୍କର ଦେଇ ହେବ ସେ ନେଇ ବିଜେପି ପ୍ରସ୍ତୁତ କରିଛି ରୋଡମ୍ୟାପ । ଅର୍ଥାତ୍ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡ ମ୍ୟାପ…

ସମ୍ମାନର ସହ ବଞ୍ଚିବେ ଯୌନକର୍ମୀ, ମିଡିଆରେ ଆସିପାରିବ ନାହିଁ ଚଢାଉର ଚିତ୍ର

ନୂଆଦିଲ୍ଲୀ: ଯୌନ କର୍ମୀ ବା ଦେହ ବେପାରକୁ ନିଜର ପେଶା ଭାବେ ଆପଣାଇଥିବା ବ୍ୟକ୍ତିଙ୍କ ଉପରେ ଚଢାଉ ହୋଇପାରିବ ନାହିଁ । ସେମାନେ ମଧ୍ୟ ସମ୍ମାନର ସହ ବଞ୍ଚିବେ ଏବଂ ସେମାନଙ୍କୁ ସମ୍ମାନର ସହ ବ୍ୟବହାର କରାଯିବ । ସେମାନଙ୍କୁ କୌଣସି ପ୍ରକାରର ଶାରୀରିକ ନିର୍ଯାତନା ନକରିବାକୁ ସୁପ୍ରିମକୋର୍ଟ…

ଆସନ୍ତା ମାସରେ ଦୁଇ ରାଷ୍ଚ୍ରାୟତ ବ୍ୟାଙ୍କକୁ ଘରୋଇ କରଣ ପାଇଁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ଆର୍ଥିକ କ୍ଷତି କମ୍ କରିବାକୁ ଯାଇ ଅନେକ ରାଷ୍ଟ୍ରାୟତ ବ୍ୟାଙ୍କ ବିଭିନ୍ନ ବ୍ୟାଙ୍କ ସହ ବିଲୟ ହେବା ପରେ ଆହୁରି ଦୁଇ ରାଷ୍ଟ୍ରାୟତ ବ୍ୟାଙ୍କ ଘରୋଇ କରଣ ହେବ ବୋଲି ସୂଚନା ରହିଛି। ମୋଦୀ ସରକାର ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଗାମୀ ମାସରେ ସରକାର ଏ ଦିଗରେ ଉପଯୁକ୍ତ…