ଗୋଟିଏ ବ୍ୟାଙ୍କରେ ଦୁଇ ଜଣ ସିଇଓ ? ପତିଆରା ଲଢେଇ ପାଇଁ ଚାଷୀ ହଇରାଣ ହେଉଛନ୍ତି କହିଲା ବିଜେପି
ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଦୁର୍ନୀତିର କଥା କହି ସରକାରକୁ ଘେରିଛି ବିଜେପି । ଏହି ବ୍ୟାଙ୍କରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଏଥିସହ ଏହି ବ୍ୟାଙ୍କରେ ଦୁର୍ନୀତି ହୋଇଥିଲେ ମଧ୍ୟ ଶାସକ ଦଳର ବଡ ବଡିଆଙ୍କ ସଂପୃକ୍ତି ଥିବାରୁ…