ଶିବସେନା ବିଧାୟକଙ୍କ ଅଯୋଗ୍ୟତା ପ୍ରକ୍ରିୟା ଆରମ୍ଭ
ମୁମ୍ବାଇ :ଏକନାଥ ସିନ୍ଦେ ନେତୃତ୍ୱାଧୀନ ଦଳ ଏବଂ ବିଜେପି ସରକାର ଫ୍ଲୋର ଟେଷ୍ଟରେ ସ୍ପଷ୍ଟ ବହୁମତ ହାସଲ କରିବାର ଗୋଟିଏ ଦିନ ପରେ ବାଚସ୍ପତି ରାହୁଲ ନର୍ବେକର 14 ଟି ଶିବସେନା ବିଧାୟକଙ୍କ ଅଯୋଗ୍ୟତା ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ସୋମବାର ସନ୍ଧ୍ୟାରେ ବିଧାୟକଙ୍କ ଅଯୋଗ୍ୟତା ପାଇଁ ଏକ ଆବେଦନ…