Latest Odisha News

BREAKING NEWS

ବିପିନ ରାଓ୍ୱତଙ୍କ ଦେହାନ୍ତ ପରେ କିଏ ହେବେ ଆଗାମୀ ସିଡିଏସ? କେନ୍ଦ୍ର ମାଗିଲେ ଅଧିକାରୀଙ୍କ ନାଁ

ନୂଆଦିଲ୍ଲୀ: ଶହୀଦ ସିଡିଏସ ବିପିନ ରାଓ୍ୱତଙ୍କ ପରେ ଖାଲି ରହିଛି କେନ୍ଦ୍ର ସରକାରଙ୍କ ତିନି ସେନାର ମୁଖ୍ୟ ପଦ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍  ବା ସିଡିଏସ୍ ପଦ । ଏବେ ଏହି ପଦ ପାଇଁ ଆବେଦନ ପତ୍ର ଆହ୍ୱାନ କରିଛନ୍ତି କେନ୍ଦ୍ର ସରକାର । ସ୍ଥଳ ସେନା, ନୌସେନା ଓ ବାୟୁସେନାର ଅଧିକାରୀମାନଙ୍କୁ ଖାଲି…

ବିଦାୟ ବିରାଜ: କ୍ୟାନସର ସହ ସଂଗ୍ରାମ କରି ପରପାରିକୁ ଚାଲିଗଲେ

ଭୁବନେଶ୍ୱର:  ପରଲୋକରେ  ଓଡ଼ିଆ ସିନେମା, ଟିଭି ଏବଂ ନାଟକ ଜଗତର ଖ୍ୟାତନାମା କଳାକାର ବିରାଜ ଦାସ । ଦୀର୍ଘ ଦିନ ଧରି କ୍ୟାନସର ସହ ସଂଗ୍ରାମ କରିବା ବେଳେ 63 ବର୍ଷ ବୟସରେ ସେ ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ବିରାଜଙ୍କ ବିୟୋଗରେ ଓଲିଓଡରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ…

ନାବାଳିକାକୁ ଯୌନ ଶୋଷଣ କରି କନେଷ୍ଟବଳ ଗିରଫ

ଭୁବନେଶ୍ୱର: ଲିଙ୍ଗରାଜ ଥାନାର ଓଏପିଏଫ(ଓଡ଼ିଶା ଅକଜିଲିଆରି ପୋଲିସ ଫୋର୍ସ) କନେଷ୍ଟବଳ ରଜନୀକାନ୍ତ ଗମାଙ୍ଗୋ ଏକ ନାବାଳିକାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳ ଠାରୁ ଚାରି ବର୍ଷ ଧରି ଯୌନ ଶୋଷଣ କରିଥିବା ଅଭିଯୋଗ ଆସିଛି । ଏନେଇ ଚାଇଲ୍ଡ ଲାଇନ ଓ ସଂପୃକ୍ତ ନାବାଳିକା ଭୁବନେଶ୍ୱର ମହିଳା ଥାନାରେ…

ଜାତୀୟ ଜୁନିୟର ମହିଳା ହକି ଟିମ ଘୋଷିତ: ଓଡିଶାରୁ ୪

ଭୁବନେଶ୍ୱର: ୟୁନିଫରରେ ହେବାକୁ ଥିବା ୨୩ ବର୍ଷରୁ କମ ପଂଚଦେଶୀୟ ହକି ପ୍ରତିଯୋଗିତା ପାଇଁ ୨୦ ଜଣିଆ ଜାତୀୟ ଦଳ ଘୋଷଣା କରାଯାଇଛି । ବୈଷ୍ଣବୀ ଭିଠଲ ଫାଲକେ ନେତୃତ୍ୱାଧୀନ ଏହି ଦଳରେ ୪ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଦୀପି ମୋନିକା ଟପ୍ପୋ, ଜ୍ୟୋତି ଛତ୍ରୀ, ମମିତା ଓରାମ ଓ…

ତମ୍ବାଖୁ ନିରୋଧୀ ଆଇନ୍‌ କାର୍ଯ୍ୟକାରୀରେ ଗଞ୍ଜାମ ଶ୍ରେଷ୍ଠ

ବ୍ରହ୍ମପୁର : ତମ୍ବାଖୁ ନିରୋଧୀ ଏବଂ ତମ୍ବାଖୁ କାରବାର ନିୟନ୍ତ୍ରଣ ପାଇଁ ଥିବା ଆଇନ୍‌କୁ କାର୍ଯ୍ୟକାରୀ କରିବାରେ ଗଞ୍ଜାମ ଜିଲାକୁ ଶ୍ରେଷ୍ଠ ଜିଲା ଭାବେ ବିବେଚିତ କରାଯାଇଛି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବୁଧବାର ଏନେଇ ଘୋଷଣା କରାଯାଇଛି । ଏହି ଖବର ଗଞ୍ଜାମ ଜିଲା ମୁଖ୍ୟ…

ଗଞ୍ଜାମ ହାଟ ନିର୍ମାଣ ଉପରେ ଏନ୍‌ଜିଟିର ରହିତାଦେଶ

ବ୍ରହ୍ମପୁର : ବ୍ରହ୍ମପୁର ସହରର କର୍ପୋରେସନ ରୋଡ ଠାରେ ‘ଗଞ୍ଜାମ ହାଟ’ ନିର୍ମାଣ ଚାଲିଛି । ତେବେ ଏହି ହାଟ ନିର୍ମାଣ ଉପରେ କଲିକତାସ୍ଥିତ ଜାତୀୟ ଗ୍ରୀନ୍‍ ଟ୍ରିବ୍ୟୁନାଲ (ଏନଜିଟି)ପୂର୍ବାଞ୍ଚଳ ଖଣ୍ଡପୀଠ ରହିତାଦେଶ ଜାରି କରିଛନ୍ତି। ମାଧବପୁର ମୌଜାର ପ୍ଲଟ ନଂ. ୧୦୯୬ ରାଜସ୍ୱ ବିଭାଗ…

୪୦ ହଜାର କୋଟି ଟଙ୍କାରେ ବିକ୍ରି ହେଲା ଚେଲସୀ ଫୁଟବଲ କ୍ଲବ

ଲଣ୍ଡନ: ୪୦ ହଜାର କୋଟି ଟଙ୍କା ବିନିମୟରେ ଚେଲସୀ ଫୁଟବଲ କ୍ଲବ ବିକ୍ରି ହୋଇଛି । ବୁଧବାର ବ୍ରିଟିଶ ସରକାର ଟଡ ବୋହେଲୀ ଓ କ୍ଲିୟରଲେକ କସୋର୍ଟିୟମକୁ ମଂଜୁରୀ ଦେବା ସହ ଲାଇସେନ୍ସ ପ୍ରଦାନ କରିଛନ୍ତି । ରୋମନ ଆବ୍ରାମୋଭିଚଙ୍କ ଅନୁମତି ପରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚେଲସୀ କ୍ଲବ…

[ଦେଖନ୍ତୁ ଭିଡିଓ] ଛତିଶା ନିଯୋଗ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରାଠୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ

ପୁରୀ: ନୀଳାଦ୍ରି ଭକ୍ତ ନିବାସରେ ଛତିଶା ନିଯୋଗ ବୈଠକ ଶେଷ ହୋଇଛି । ବୈଠକରେ ରାଜେନ୍ଦ୍ରାଭିଷେକ, ରକ୍ମିଣୀ ହରଣ ଏକାଦଶୀ, ଚମ୍ପକ ଦ୍ୱାଦଶୀ, ଦଇତାପତି ପ୍ରବେଶ, ସେନାପଟା ଲାଗି, ଦେବସ୍ନାନ ପୂର୍ଣ୍ଣିମା, ଚକାବିଜେ, ଖଳିଲାଗି ଏକାଦଶୀ, ରାଜପ୍ରସାଦ ବିଜେ, ନବଯୌବନ ଦର୍ଶନ ସହ ଶ୍ରୀଗୁଣ୍ଡିଚା…

ଆଇଓଏରୁ ଇସ୍ତଫା ଦେଲେ ବାତ୍ରା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନରିନ୍ଦର ବାତ୍ରା । ଭାରତୀୟ ଖେଳର ବିକାଶ ପାଇଁ ଏହି ପଦ ପାଇଁ ଯୋଗ୍ୟ ବ୍ୟକ୍ତି ଚୟନ କରିବା ସମୟ ଉପନୀତ ହୋଇଛି ବୋଲି ସେ ଏହି ଅବସରରେ କହିଛନ୍ତି । ଗତ ମାସରେ ହକି ଇଣ୍ଡିଆ ଫଣ୍ଡରୁ ୩୫ ଲକ୍ଷ ଟଙ୍କା ହେରଫେର କରିବା…

ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ବିଚ୍ଛିନ୍ନତାବାଦୀ ନେତରା ୟାସିନ ମଲିକଙ୍କୁ ଦିଲ୍ଲୀ ପଟିୟାଲା ହାଉସକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆତଙ୍କବାଦୀମାନଙ୍କୁ ଫଣ୍ଡିଂ କରିବା ଏବଂ ବିସ୍ଫୋରକ ସାମଗ୍ରୀ ଜୁଟାଇବା ୨ଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପୂର୍ବରୁ ମେ ୧୯ରେ…