ମାଆ କାଳୀ ପୋଷ୍ଟର ବିବାଦ: ଟିଏମସି ଉପରେ ରାଗିଗଲେ ମହୁଆ
କୋଲକାତା: ମାଆ କାଳୀ ମୁଭି ପୋଷ୍ଟର ବିବାଦରେ ମୁଣ୍ଡ ପୂରାଇ ଅଡୁଆରେ ପଡିଛନ୍ତି ଟିଏମସି ନେତ୍ରୀ ମହୁଆ ମୈତ୍ର । ଏପରିକି ସେ ରାଗିଯାଇ ଟ୍ୱିଟ୍ଟରରେ ଅନଫଲୋ କରିଛନ୍ତି । ମହୁଆ ଏକ କାର୍ଯ୍ୟକ୍ରମରେ କହିଥିଲେ, ଦେବୀ କାଳୀ ମୋ ପାଇଁ ଏକ ମାଂସ ଖାଉଥିବା, ମଦ ପିଉଥିବା ଦେବୀ । ତାଙ୍କର ଏହି ବୟାନ…