Latest Odisha News

BREAKING NEWS

ଗୁଜରାଟ ଗୌରବ ଅଭିଯାନ: ୨୧ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ

ଅହମଦାବାଦ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି  ଭଦୋଦରା ଠାରେ ଗୁଜରାଟ ଗୌରବ ଅଭିଯାନରେ ଯୋଗ ଦେଇଛନ୍ତି । ସେ ୨୧ ହଜାର କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । କାର୍ଯ୍ୟକ୍ରମର ୨୧ ହଜାର କୋଟି ଟଙ୍କାର ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ…

ଗାଙ୍ଗୁଲିଙ୍କ ସୂଚନା: ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତର ସମ୍ଭାବ୍ୟ ବିଶ୍ୱକପ ଟିମ !

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟ ଅକ୍ଟୋବର ଓ ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବ । ଏଥିପାଇଁ ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏ ନେଇ ଶନିବାର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଭାରତର…

ଗଞ୍ଜାମ ଡିଆର୍‌ଡିଏ ନିର୍ଦ୍ଦେଶକ ହେଲେ କୀର୍ତ୍ତି ୱାସନ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଭାବେ ୱି.କୀର୍ତ୍ତି ୱାସନ୍ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୮ ବ୍ୟାଚ୍‌ର ଆଇଏଏସ୍ ଅଫିସ ଅଟନ୍ତି । ୱାସନ୍ ୨୦୨୦ ସେପ୍ଟେମ୍ବର ୯ ତାରିଖରେ ବ୍ରହ୍ମପୁର ଉପ-ଜିଲାପାଳ ଭାବେ ନିଯୁକ୍ତି…

ଗଞ୍ଜାମ ଜିଲାର ବିପର୍ଯ୍ୟୟ ପରିଚାଳନାକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ପ୍ରଶଂସା

ବ୍ରହ୍ମପୁର:ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଜିଲାରେ ଦେଖାଯାଉଥିବା ଯେ କୌଣସି ଆପଦ ବିପଦ ହେଉ, ଗଞ୍ଜାମ ଜିଲା ପ୍ରଶାସନ ସଠିକ ସମୟରେ ସଠିକ ପଦକ୍ଷେପ ଗ୍ରହଣ କରି ଜନ ଜୀବନକୁ ସୁରକ୍ଷିତ କରିଥିବା ହେତୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୂୟସୀ ପ୍ରଶଂସା କରିଛନ୍ତି । ଏତତ ବ୍ୟତୀତ ଜିଲା ପ୍ରଶାସନ…

ଅଗ୍ନିବୀରଙ୍କୁ ବଢ଼ିଆ ଅଫର: ମିଳିବ ୧୦% ସଂରକ୍ଷଣ

ନୂଆଦିଲ୍ଲୀ: ଅଗ୍ନିବୀରଙ୍କୁ ମିଳିବ ସଂରକ୍ଷଣ । ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଖାଲି ପଦବୀରେ ନିଯୁକ୍ତି ନିମନ୍ତେ ୧୦% ସଂରକ୍ଷଣ ମିଳିବ ସୁବିଧା  । ଏଭଳି  ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂ ମଞ୍ଜୁର କରିଛନ୍ତି । ଭାରତୀୟ ତଟରକ୍ଷୀ ବାହିନୀ, ପ୍ରତିରକ୍ଷା ବେସାମରିକ…

ଯୁକ୍ତ ଦୁଇରେ ଟପ୍ ଟେନ୍‌ରେ ଥିଲେ; ଏବେ ବିଏମ୍‌ସିର ନୂଆ କମିଶନର

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ନୂତନ ଆୟୁକ୍ତ ଭାବେ ଶନିବାର ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଜେ. ସୋନାଲ । ବିଦାୟୀ ଆୟୁକ୍ତ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ବୋନ୍ଦର ଏଠାରୁ ଭଦ୍ରକ ଜିଲାପାଳ ଭାବେ…

୧୬ ସାଇକେ ଆଷ୍ଟ୍ରୟଡ: ଏଠାରେ ଅଛି ୭୦୦ କ୍ୱିଟିଂଲିୟନ ଡଲାର ମୂଲ୍ୟର ଖଣିଜ ପଦାର୍ଥ

ୱାଶିଂଟନ: ରହସ୍ୟରେ ଭରପୂର ହୋଇ ରହିଛି ମହାକାଶ । ବୈଜ୍ଞାନିକମାନଙ୍କ ଗବେଷଣାରେ ଜଣାପଡିଛି ପୃଥିବୀ ବାସୀଙ୍କ ମୂଲ୍ୟବାନ ବିବେଚନା କରାଯାଉଥିବା ପଦାର୍ଥ ୧୬ ସାଇକେ ଆଷ୍ଟ୍ରୟଡରେ ପଡି ରହିଛି । ଯଦି ଏହି ମୂଲ୍ୟବାନ ଖଣ୍ଡିଜ ପଦାର୍ଥ ପୃଥିବୀକୁ ଅଣାଯିବ ତାହାହେଲେ କେହି ଗରୀବ ରହିବେ ନାହିଁ ।…

ଘର ମାଲିକ ପାଖେ ବନ୍ଧା କୁନି ଝିଅ: ପୋଲିସ ଘର ମାଲିକକୁ ଖୋଜୁଛି ନା ଖସାଇ ଦେଉଛି ?

ଭୁବନେଶ୍ୱର: ରାଜଧାନୀ ଆସିଥିଲେ ରୋଜଗାର କରି ପେଟର ଭୋକ ମେଣ୍ଟାଇବାକୁ । ପେଟ ପାଇଁ ସଂଘର୍ଷ କରିବାକୁ ଯାଇ କେନ୍ଦ୍ରାପଡା ମାର୍ଶାଘାଇର ଜଣେ ସ୍ୱାମୀ ଏବଂ ସ୍ତ୍ରୀ ମଞ୍ଚେଶ୍ୱର ଥାନା ଅଧିନରେ ଥିବା ଏକ ଘରେ ରହୁଥିଲେ। ତାଙ୍କ ସହିତ ରହୁଥିଲା ତାଙ୍କର 10 ବର୍ଷର ଛୋଟ ଝିଅ। କିନ୍ତୁ ଘର ମାଲିକ…

ଜୁଲାଇ ୯ରେ ପହଲିମାନ ସଂଗ୍ରାମଙ୍କ ପତ୍ନୀ ହେବେ ପାୟଲ

ମୁମ୍ବାଇ: ଜୁଲାଇ ୧୨ରେ ରେସଲର ସଂଗ୍ରାମ ସିଂ ଓ ଅଭିନେତ୍ରୀ ପାୟଲ ରୋହତଗୀଙ୍କ ବାହାଘର ହେବ । ଆଗ୍ରାରେ ବିବାହ କରିବା ନେଇ ପାୟଲ ଆଗ୍ରହ ପ୍ରକାଶ କରିଥିଲେ । ତାଙ୍କ କଥା ରଖି ସଂଗ୍ରାମ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ୨୦୧୧ରେ ଆଗ୍ରା ହାଇୱେରେ ଉଭୟ ପରସ୍ପରକୁ ପ୍ରଥମ ଥର ପାଇଁ…

ମୋ ମା’ ଯେତିକି ସରଳ ସେତିକି ଅସାଧାରଣ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ମା’ ଜୀବନର ୧୦୦ତମ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ତାଙ୍କ ମା’ଙ୍କ ପାଇଁ ଏକ ଭାବପ୍ରବଣତାପୂର୍ଣ୍ଣ ବ୍ଲଗ୍‌ ଲେଖିଛନ୍ତି । ମା’ଙ୍କ ସହ ବିତାଇଥିବା ପିଲାଦିନର କିଛି ସ୍ବତନ୍ତ୍ର ମୁହୂର୍ତ୍ତର ସେ ସ୍ମୃତିଚାରଣ କରିଛନ୍ତି ।…