ଶ୍ରୀଲଙ୍କାକୁ ସାହାଯ୍ୟ କରିବ ତାମିଲନାଡୁ, କେନ୍ଦ୍ର ଦେଉନି ଅନୁମତି
ଚେନ୍ନାଇ: ସଂକଟ ଜର୍ଜରିତ ଶ୍ରୀଲଙ୍କା କୁ ସାହାଯ୍ୟ କରିବ ତାମିଲନାଡୁ । ସବୁ ପ୍ରସ୍ତୁତ ହୋଇ ଅଛି । କେବଳ ଭାରତ ସରକାର ଅନୁମତି ଦେଲେ ହେଲା । ଶୁକ୍ରବାର ତାମିଲନାଡୁ ସରକାର ଏ ସକାଶେ ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ନିଜେ ଶୁକ୍ରବାର…