‘ଅଗ୍ନିପଥ’ ହିଂସା ଆଶଙ୍କାରେ ବ୍ରହ୍ମପୁର ଷ୍ଟେସନରେ କଡ଼ା ସୁରକ୍ଷା
ବ୍ରହ୍ମପୁର: 'ଅଗ୍ନିପଥ' ବିରୋଧରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବିଶେଷ କରି ପଡୋଶୀ ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ଟ୍ରେନରେ ନିଆଁ ଲଗାଇଦେବା ସହ ବ୍ୟାପକ ଭଙ୍ଗାରୁଜା ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସତର୍କ ହୋଇଯାଇଛି ରେଳ ବିଭାଗ।
ବ୍ରହ୍ମପୁର ରେଳ…