Latest Odisha News

BREAKING NEWS

ଥରିଲା ଆଫଗାନିସ୍ତାନ କାବୁଲ: ନମାଜ ପାଠ ବେଳେ ମସଜିଦରେ ବିସ୍ଫୋରଣ,୫୦ରୁ ଉର୍ଦ୍ଧ୍ୱ ମୃତ

ଦିଲ୍ଲୀ: ଆଫଗାନିସ୍ତାନରେ ବାରମ୍ବାର ମସଜିଦ ଗୁଡିକୁ ଟାର୍ଗେଟ କରାଯାଉଛି । ରାଜଧାନୀ କାବୁଲରେ ଶୁକ୍ରବାର ସନ୍ଧ୍ୟା ସମୟରେ ବିସ୍ଫୋରଣ ଘଟି ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ଏଠିକାର ଏକ ସୁନି ମସଜିଦରେ ଘଟିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ତାଲିବାନର କହିବା ମୁତାବକ,…

ଆସନ୍ତାକାଲିଠାରୁ ତାତିରେ ଲାଗିବ ବ୍ରେକ: କାଳବୈଶାଖୀ ଯୋଗୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ତାତିରେ ଲାଗିବ ବ୍ରେକ । କାଳବୈଶାଖୀ ପ୍ରଭାବରେ କମିବ ତାପମାତ୍ରା । ମେ’ ୧ରୁ ୨ ତାରିଖ ମଧ୍ୟରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ ଦିନର ତାପମାତ୍ରା । ଆସନ୍ତାକାଲିଠାରୁ ପାରଦ କମିଥିବାବେଳେ ଆଜିବି କଲବଲ କରିବ ତାତି । ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ…

ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ସମ୍ମିଳନୀ

ଦିଲ୍ଲୀ: ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗଦେବେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତି । ବିଜ୍ଞାନ ଭବନରେ ଆୟୋଜିତ ଏହି ସମ୍ମିଳନୀକୁ ଉଦଘାଟନ୍ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ…

ରାଜଧାନୀରେ ଧୋକାବାଜ୍ ପ୍ରେମିକ: ନା ଟଙ୍କା ମିଳୁଛି, ନା ପ୍ରେମିକ ଧରାପଡୁଛି

ଭୁବନେଶ୍ୱର : ମହଙ୍ଗା ପଡ଼ିଲା ନିବିଡ଼ ସମ୍ପର୍କ । କଲେଜର ଯେଉଁ ପୂର୍ବତନ ଛାତ୍ର ସହ ବନ୍ଧୁ ବାନ୍ଧିଥିଲେ ଲେଡ଼ି ଆକାଉଣ୍ଟାଣ୍ଟ, ଆଜି ସେହି ଛାତ୍ର ଲଗାଇଦେଲା ଲକ୍ଷ ଲକ୍ଷ ଟଙ୍କାର ଚୂନ । ଝାଡ଼ଖଣ୍ଡର ଏହି ଯୁବକର ଏଭଳି କାଣ୍ଡ ପରେ ମୁଣ୍ଡରେ ହାତ ଦେଇଛନ୍ତି ଓଡ଼ିଶାର ଜଣେ ବାନ୍ଧବୀ । ଏଭଳି…

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ରୋଡରେ ଗୁଳିମାଡ଼, ଜଣେ ମୃତ

ସୁନ୍ଦରଗଡ : ବିଚ୍ ରାସ୍ତାରେ ପୁଣି ଫୁଟିଲା ଗୁଳି । ଗୁଳିକାଣ୍ଡରେ ଜଣଙ୍କ ଜୀବନ ଯାଇଛି । ମୃତକ ହେଲେ ମହାନ୍ତିଆପଡ଼ାର ମୁରାରୀ ତନ୍ତୀ । ସୁନ୍ଦରଗଡ ଟାଉନ ଥାନା ସରକାରୀ କଲେଜ ରାସ୍ତାରେ ନିଜ କାରରୁ ଓହ୍ଲାଇ ଘରକୁ ଯିବାବେଳେ ପଛ ପଟୁ ଦୁଇ ଦୁର୍ବୃତ୍ତ ଆସି ଦୁଇ ରାଉଣ୍ଡ ଫାଇରିଂ କରିଥିବା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୪)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୪  ଆରାଧ୍ୟା ତ ମେଘ ଦେଖିଲା ମାତ୍ରେ, ପିଲାଦିନୁ ହିଁ ଅନ୍ୟମନସ୍କ ହେଇପଡେ । ମେଘ ଘୋଟିଲେ, ଆକାଶର ରଙ୍ଗ ବଳିଯାଏ । ଇଶ୍ୱର ବୋଧହୁଏ, ଛୋଟ ଛୁଆ ପାଲଟି ଯାଆନ୍ତି । ତାଙ୍କ ଅନଭିଜ୍ଞ ହାତରେ ଭିନ୍ନଭିନ୍ନ ଚିତ୍ରମାନ…

ରାତିରେ ମୋବାଇଲ ସିମ୍ ଦୋକାନ ଉପରେ ରେଡ୍

ଢେଙ୍କାନାଳ: ମୋବାଇଲ ସିମ୍ ଦୋକାନ ଉପରେ ରେଡ୍ । ଗତକାଲି ସଂଧ୍ୟା ସମୟରେ କ୍ରାଇମବ୍ରାଞ୍ଚ ଢେଙ୍କାନାଳରେ ରେଡ୍ କରିଛି । ଢେଙ୍କାନାଳର ସହରର ଟାଉନ ପ୍ଲାନିଂ ଅଂଚଳରେ ରହିଛି ଏହି ସିମ୍ ଦୋକାନ। ସ୍ଥାନୀୟ ପୁଲିସ ସହାୟତାରେ ଆସି କ୍ରାଇମବ୍ରାଞ୍ଚ ଏହି ରେଡ୍ କରିଛି। ଦୋକାନରେ ବସୁଥିବା ଦୁଇ ଜଣ…

ଭାଷା ଭାଗବତ : ଭାଷା ସହ ହେଉଁ ଯୋଡ଼ି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୧ ଆଉ ବେଶି ଶିଖିନୁ କରି ବଂଚିଅଛୁଁ ସ୍ବଭାଷା ଧରି ଆମେ ଦିନେ ଗଲେ ବି ମରି ଜିଇଁରହୁ ଭାଷା ଆମରି ଧନ, ଦ୍ରବ୍ୟ ପଛରେ ପଡ଼ି ନିଜ ଭାଷା ଦେଉଛୁଁ ଛାଡ଼ି ଆପେ ଭାଷା ପାରେନି ବଢ଼ି ଲୋଡ଼ାପଡ଼େ ଅକ୍ଷର ଧାଡ଼ି ସାହିତ୍ୟ ଅକ୍ଷର ନିର୍ଭର…

କବିତା : ପିତା

ପ୍ରସେନଜିତ୍ ସେଠୀ ଇଚ୍ଛା ହୁଏ ଦୌଡ଼ି ଯିବାକୁ ସକଳ ବୋଝକୁ ଅଜାଡ଼ି ଦେଇ ଅଧା ରାସ୍ତାରେ ଶାନ୍ତିର ନିଃଶ୍ୱାସଟେ ମାରି ନିଜେ ବାଛିଥିବା ରାସ୍ତାରେ ଆଗକୁ ଆଗକୁ ଯୋଉଠି କେବେ ବି ନଥିବ ଥକିବାର। କେତେ କଳ୍ପନା ଓ ସ୍ବପ୍ନ ସେ ରାସ୍ତାକୁ ନେଇ ଯାହା ଭରି ହୋଇ ରୁହନ୍ତା କୋମଳ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୫୮   ଜୟ ଜଗନ୍ନାଥ, ଓଁ, ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ମହାତ୍ମ୍ୟ ଆଲୋଚନା ଜାରି ଥିବା ବେଳେ ପଞ୍ଚ ସଖାଙ୍କ ବ୍ୟତୀତ ସେହି ସମସlମୟିକ କିଛି କଵି ମଧ୍ୟ ଏହାକୁ (ନାମ ମାହାତ୍ମ୍ୟ )ଖୁବ ସୁନ୍ଦର ଭାବରେ…