ଦେଶରେ ୧୨୫୩ ଆଦର୍ଶ ରେଳ ଷ୍ଟେଶନ ଯୋଜନା, ସଂସଦରେ ତଥ୍ୟ ଦେଲେ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ: ରେଳ ଷ୍ଟେଶନ ଗୁଡ଼ିକରେ ଯାତ୍ରୀଙ୍କ ଅଧିକ ସୁବିଧା ଓ ଆରାମଦାୟକ ସେବା ଯୋଗାଇବା ପାଇଁ ଆଦର୍ଶ ଷ୍ଟେଶନ କାର୍ଯ୍ୟକ୍ରମ ଚାଲୁଛି । ଏହି ଯୋଜନାରେ ୧୨୫୩ଟି ଷ୍ଟେଶନର ଉନ୍ନତିକରଣ ପାଇଁ ଚିହ୍ନଟ କରାଯାଇଛି । ଲୋକସଭାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଅଶ୍ୱିନୀ…