Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୫  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କଶକ୍ତି ସ୍ୱରୂପିଣୀ ଯୋଗମାୟା ଦେବୀ ଦୁର୍ଗେଦୁର୍ଗତିନାଶିନୀଙ୍କ ଆଲୋଚନା ଜାରି ରଖିବା । କିନ୍ତୁ ମନରେ ସ୍ଵତ୍ତ ପ୍ରଶ୍ନ ଉଠେ ଯଦି ପରଂବ୍ରହ୍ମ ଏକ ଓ ଅଦ୍ଵିତୀୟ…

ଭାଷା ଭାଗବତ : ସରଳତା ସାଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୮ ଗୌଣଟି ବଡ଼, ମୁଖ୍ୟ ସାନ ଉପର ତଳ ଯୋଡ଼ାବର୍ଣ ଏକାଠି କଲେ ସଂଯୋଜନ କିପରି ହୁଏ ଦେଖ, ଜାଣ ନକ୍‌ସା ବକ୍‌ସି କି ନକ୍ସା ବକ୍ସି କେଉଁ ରୂପଟି ସଫା ବେଶି କରିବା ଯଦି ସୁନିଶ୍ଚିତ ସେପରି ହୋଇବ ଲିଖିତ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୧ କେମିତି ଭୁଲିବ! ମହକଟା ତୀବ୍ରଭାବେ ସନ୍ଧ୍ୟା ବେଳରୁ ଅକ୍ତିଆର କରି ରଖିଛି । ଅନ୍ୟମନସ୍କ ହେଇଯିବା ସ୍ୱାଭାବିକ । ସେ ଝିଅଟି କଥା ମନକୁ ଆସିଲାରୁ ତା’କୁ ସନ୍ଦେହ ହେଲା । ଏଇ ନିହାତି ସେଇ ଝିଅର ଫରଫ୍ୟୁମ୍ ନୁହେଁ…

ସାମାଜିକ ଓ ସାଂସ୍କୃତିକ ପ୍ରବର୍ତ୍ତିକମାନଙ୍କ ପାଇଁ ତାଲିମ ଶିବିର

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ୟୁନିସେଫର ଆର୍ଥିକ ସହାୟତାରେ ସଂସ୍କୃତିର ପ୍ରଚାର ପ୍ରସାର ଓ କଳାକାରମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଜିଲ୍ଲାର ନିର୍ବାଚିତ ପ୍ରବର୍ତ୍ତକମାନଙ୍କ ପାଇଁ ଏକ ୪ ଦିନିଆ ତାଲିମ ଶିବିର ସ୍ଥାନୀୟ ସଂସ୍କୃତି…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ 'ପ୍ରଥମ ଭାଗ' ଆଧୁନିକତାର ପରମ୍ପରା କ'ଣ ?  ଆଧୁନିକତାଠାରୁ ପରମ୍ପରା କିଭଳି ସ୍ଥିତିରେ ଥିଲା ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ବେଳେ ଆମ ଦୃଷ୍ଟିକୁ ଆସନ୍ତି ଏପରି ଶବ୍ଦ ଆଧୁନିକ , ଆଧୁନିକତା ଓ ଆଧୁନିକବାଦ । ଆଧୁନିକବାଦର ପ୍ରତିଷ୍ଠା ହେଲା…

ଲାସା ଜ୍ୱର ମହାମାରୀର ରୂପ ନେବ: ସ୍ୱାସ୍ଥ୍ୟ ଅଧିକାରୀ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ଚିନ୍ତା ସରିନଥିବା ଏବେ ପୁଣି ଲାସା ଜ୍ୱରକୁ ନେଇ ଚିନ୍ତା ବଢିଲାଣି । ଏହା କୌଣସି ସାଧାରଣ ଜ୍ୱର ନୁହେଁ । ଜଣେ ବ୍ୟକ୍ତିର ଜୀବନ ନେବାର କ୍ଷମତା ରଖେ ଏହି ଜ୍ୱର । ବ୍ରିଟେନରେ ଏହି ଜ୍ୱର ୩ ଜଣଙ୍କ ଜୀବନ ନେଲାଣି । ସ୍ୱାସ୍ଥ୍ୟ ଅଧିକାରୀମାନେ ଏହା ମହାମାରୀର…

କୋଟିଆ ପଞ୍ଚାୟତ ନିର୍ବାଚନ: ପ୍ରାର୍ଥୀ ତାଲିକା ସଂଗ୍ରହ ପାଇଁ ପଟାଙ୍ଗିରେ ଆନ୍ଧ୍ର ଟିମ୍

କୋଟିଆ: ଆଉ କିଛି ଦିନ ପରେ କୋଟିଆରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ରାଜନୈତିକ ବିଚାର ବିମର୍ଷ ଚାଲିଥିବା ବେଳେ ଏଜେଣ୍ଟଙ୍କ ମାଧ୍ୟମରେ ଅନୁପ୍ରବେଶ ଜାରି ରଖିଛି ଆନ୍ଧ୍ର ପ୍ରଶାସନ । ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ସୁପ୍ରିମକୋର୍ଟରେ ମାମଲାର…

[ଦେଖନ୍ତୁ ଭିଡିଓ] ମହାଦେବଙ୍କ ମନ୍ଦିର ପୂଜାରେ ଜୀବନ୍ତ କଙ୍କଡ଼ା ପ୍ରସାଦ

ଗୁଜରାଟ: ଗୁଜୁରାଟର ସୁରଟରେ ବର୍ଷକୁ ଥରେ ଶବଦାହରେ ଏପରି ଏକ ନିଆରା ମେଳା ଅନୁଷ୍ଠିତ ହୁଏ । ଯାହା ବିଷୟରେ ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ଏହି ଶବଦାହ ମେଳାରେ କେବଳ ମୃତ ବ୍ୟକ୍ତିଙ୍କ ଶେଷ ଇଚ୍ଛା ପୂରଣ ପାଇଁ , ନାଁ କେବଳ ମୃତ ବ୍ୟକ୍ତିଙ୍କ ପ୍ରିୟ ଜିନିଷ ଚଢାଯାଏ, ତା ନୁହେଁ ମନ୍ଦିରରେ…

ବାପାଙ୍କ ପାଇଁ ଚିଠି ଲେଖି ୧୧ ମହଲା ଛାତରୁ ଡେଇଁପଡ଼ିଲେ ଯୁବତୀ

ଗାଜିଆବାଦ: ବାପା ଆପଣ ଥିଲେ କେହି ଖୁସିରେ ରହିପାରିବେନି । ମୁଁ ଯେଉଁ ଲକ୍ଷ୍ୟ ରଖି କାମ କରୁଥିଲି ତାହା ମିଳୁନାହିଁ । ମୁଁ ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଲିନି । କିଛି ଏଇଭଳି ଭାବେ ଏକ ଚିଠି ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ୨୫ ବର୍ଷିୟ ଫ୍ୟାସନ ଡିଜାଇନର । ଉତ୍ତରପ୍ରଦେଶର…

ନିଖୋଜ ଛାତ୍ର ସାଇବର ଲୁଟେରା , ୩ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର : ଜାମତରା ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଝାଡଖଣ୍ଡର ରହମତ ଅନସାରୀ, ବିଶାଲ ପାଣ୍ଡେ, ବିହାରର ଶେଖର ଗୌତମ । ସମ୍ବଲପୁର ଅଇଁଠାପାଲି ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ନିକଟରୁ ଲକ୍ଷେ ୧୩ ହଜାର ଟଙ୍କା ,…