Latest Odisha News

BREAKING NEWS

୫ ନକଲି ମାଓବାଦୀ ଗିରଫ

ରାୟଗଡ଼ା: ୫ ଜଣ ନକଲି ମାଓବାଦୀ ଗିରଫ । ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରୁ ୪ ଜଣ ଓ ଶେଷଖାଲରୁ ଜଣେ ନକଲି ମାଓବାଦୀ ଗିରଫ ହୋଇଛନ୍ତି । ମାଓବାଦୀଙ୍କ ନାଁରେ ଗାଡ଼ି ପୋଡିବା ସହ ପୋଷ୍ଟର ଲଗାଇବା ଅଭିଯୋଗରେ ଗିରଫ କରିଛି ପୋଲିସ । ଗତ ଜାନୁଆରୀ ୨୨ରେ ବୁଡ଼ାଗୁଡ଼ା ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଦୁଇ ଦିନ ପରେ କମିବ ଶୀତ, ପଶ୍ଚିମା ଝଡ଼ ପ୍ରଭାବରେ ୧୬ରୁ ବର୍ଷା

ଭୁବନେଶ୍ୱର: ପୁଣି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତା ୧୬ ତାରିଖରୁ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ାରେ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ଟ୍ରକ-ଭ୍ୟାନ୍ ଧକ୍କାରେ ୪ ମୃତ, ୫ ଗୁରୁତର

ଫୁଲବାଣୀ: ଭୋଜି ଖାଇ ଫେରିବା ବାଟରେ ଛକିଥିଲା ମୃତ୍ୟୁ । ଦୁର୍ଘଟଣା ନେଲା ୪ ଜୀବନ । ଆଉ ୫ ଜଣ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଫୁଲବାଣୀ ସଦର ଥାନା ଲାହାବାଡ଼ିରେ ଭ୍ୟାନ୍‌ ଓ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣାରେ ୪ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଦୁଇ ଜଣ ଶିଶୁ…

ସରୋଜିନୀ ନାଇଡ଼ୁ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଫେବୃଆରୀ ୧୩ ତାରିଖ । ଅନେକ ବର୍ଷ ପୂର୍ବେ ଆଜିର ଦିନରେ ଜଣେ ମହିୟସୀ ମହିଳା ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ନାଁ ଥିଲା ସରୋଜିନୀ ନାଇଡ଼ୁ । ୧୮୭୯ ମସିହା ଫେବୃଆରୀ ୧୩ ତାରିଖରେ ହାଇଦ୍ରାବାଦରେ  ସରୋଜିନୀ ନାଇଡ଼ୁ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ…

କବିତା : ମୋ ଜୀବନ

ଆଶୁତୋଷ ସ୍ୱାଇଁ  ଯେତେ ନିଜର ଥିଲେ ସବୁ ପର ଥିଲେ। ମୁଁ ବୋଧେ ପବନକୁ ଆଲିଙ୍ଗନ କରିଥିଲି ଯେତେ ରାଣଥିଲା ସବୁ ନିନ୍ଦିତ ଥିଲା ଯେତେ ପ୍ରତିଜ୍ଞା ସବୁ ମୁଣ୍ଡ ନୁଆଁଇଥିଲା । ଯେତେ ଲୁହ ଥିଲା ସବୁ ମୂଲ୍ୟହୀନ ଥିଲା । ଯେତେ ଆସିଥିଲେ ସବୁ ଅତିଥି ଥିଲେ। ସବୁ ଯେମିତି ବହିରୁ ପଢିଥିଲି…

ଧାରାବାହିକ ଉପନ୍ୟାସ : ଚୋରାବାଲି ( ୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮ ଶୁଣିକି ତ’ ଯା...ଏତେ ବର୍ଷ ପରେ କାହିଁକି ଏ କଥା ଜଣେଇବାକୁ ଚାହିଁଲି ? ଶୁଣ୍ ତ ଟିକେ...ଏ ସବୁ କହି ତୋ’ ଘର ଭାଙ୍ଗିବା ମୋ’ ଉଦ୍ଦେଶ୍ୟ ନୁହେଁ । କିନ୍ତୁ ମୁଁ ଏତେ କଥା ଭିତରେ ରଖି ପାରିବିନି । ବୈଭବଙ୍କୁ…

ଅନୁବାଦ ଗଳ୍ପ : ପାଲି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୩  ମୂଳ ହିନ୍ଦୀ : ଭୀଷ୍ମ ସାହାନୀ  ଜୀବନର ସୁଅ ଗଡ଼ି ଚାଲିଥାଏ ଯେ ଚାଲିଥାଏ । ତା’ର ଅନ୍ତ କେଉଁଠି ସେକଥା କାହାକୁ ଜଣା ନ ଥାଏ । ନିତିଦିନିଆ ସଂସାର ଜଞ୍ଜାଳ ଭିତରେ ହେଉ ଅବା କବି ଲେଖକଙ୍କ ବର୍ଣ୍ଣନାରେ ହେଉ । ଆମେ ଖାଲି ଯାହା…

ଭାଷା ଭାଗବତ : ବୁଢ଼ା ଓ ପିଲାଂକ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୫  ଯେତେ ଶିକ୍ଷିତ ବୁଢ଼ା ବୁଢ଼ୀ ମନରୁ ସ୍ବଭାଷା ଘଉଡ଼ି ଅନ୍ୟ କାମରେ ସଦା ବ୍ୟସ୍ତ ପୋଡ଼ୁଛି ଭାଷାର ବନସ୍ତ ତାଂକର ପିଲାଝିଲା ଦଳ ଖେଳଂତୁ ଭାଷା ସହ ଖେଳ କରଂତୁ ସ୍ବଇଚ୍ଛା ପ୍ରକାଶ ଘଟାଂତୁ ଲିପିର ବିନ୍ୟାସ…

ଶିଶୁ କବିତା : ଟିକି ଚଢେଇ

ବନ୍ଦିତା ଦାଶ  ଟିକି ଚଢେଇ,ଟିକି ଚଢେଇ ଥଣ୍ଟରେ ନେଉ କିସ, କେଉଁଠି ରହୁ,କେଉଁଠି ଖାଉ, କେଉଁଠି ତୋ'ର ଦେଶ ? ଆକାଶେ ଉଡୁ ମନଖୁସିରେ କେବେ ବଗିଚାସାରା ସାଙ୍ଗମେଳରେ ଥାଉ ପୁଣି ତୁ କେବେ ଏକଲା ବାଆଁରା । ବରଷା ଆଗୁ ଘର କରୁତୁ ଗଛଡାଳ ସନ୍ଧିରେ କାଠି,କୁଟାକୁ ଗୋଟେଇଆଣି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ଶକ୍ତି ସ୍ୱରୂପିଣୀ ଦକ୍ଷିଣକାଳିକା ରୂପେ ବର୍ଣ୍ଣିତ ହୋଇଥିବାର ଜାଣିଲେ। ସାଧାରଣତଃ ଶ୍ରୀଜଗନ୍ନାଥ ଯେ ପୁରୁଷୋତ୍ତମସ୍ୱରୂପ ପରମ ପୁରୁଷ ଏହା ସର୍ବତଃ…