Latest Odisha News

BREAKING NEWS

ପ୍ରମିଳାଙ୍କୁ ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିବାକୁ ବାରଣ କଲା ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ୱର: ପ୍ରଚାର କରି ପାରିବେ ନାହିଁ ବିଂଝାରପୁର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ । ରାଜ୍ୟ ନିର୍ବାଚନ କମିସନ ଲଗାଇଲେ କଟକଣା । ନିର୍ବାଚନ ବିଧି ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ରାଜ୍ୟର କୌଣସି ସ୍ଥାନରେ ନିର୍ବାଚନ ପ୍ରଚାର କରିବାକୁ ବାରଣ କରାଯାଇଛି । ଫଳରେ ୪୮…

[ଦେଖନ୍ତୁ ଭିଡିଓ] ନିର୍ବାଚନୀ ମଇଦାନରେ ଅଢ଼େଇକୁଳ ପଞ୍ଚାୟତର ହେଭି ଫାଇଟ

ଜଗତସିଂହପୁର: ଜଗତସିଂହପୁର ୨-ନମ୍ବର ଜୋନର ଅଢ଼େଇକୁଳ ପଞ୍ଚାୟତରେ ହେଭି ଫାଇଟ । ଏଠାରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ଚୟନକୁ ନେଇ ଦଳୀୟ ଅସନ୍ତୋଷ କାରଣରୁ ବହୁ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବାର ଦେଖିବାକୁ ମିଳୁଛି । ବିକାଶକୁ ପ୍ରମୁଖ ଆୟୁଧ କରି ନିଜ ସପକ୍ଷରେ ଅଧିକରୁ ଅଧିକ ଜନମତ…

ଆଇପିଏଲ ନିଲାମରେ ଚର୍ଚ୍ଚା ସାଉଁଟିଲେ ଏହି ୩ ଲଳନା

ବାଙ୍ଗାଲୋର: ଆଇପିଏଲ ୨୦୨୨ ମୋଗା ନିଲାମର ଦ୍ୱିତୀୟ ଦିବସରେ ଫ୍ରାଂଚାଇଜମାେନେ ସେମାନଙ୍କ ପ୍ରିୟ ଖେଳାଳିଙ୍କୁ ଟିମରେ ସାମିଲ କରିବାରେ ଲାଗିଛନ୍ତି । ତେବେ ଏହି ନିଲାମ ପ୍ରକ୍ରିୟାରେ ଚର୍ଚ୍ଚା ସାଉଁଟିଛି ୩ ଲଳନା । ସେମାନେ ହେଲେ କାବ୍ୟା ମାରନ, ସୁହାନ ଖାଁ ଓ ଜାହ୍ନବୀ ମେହେଟ୍ଟା ।…

ୟୁକ୍ରେନ୍ ଉପରେ ଆକ୍ରମଣ କଲେ ଭୟଙ୍କର ହେବ ସ୍ଥିତି, ଋଷକୁ ପୁଣି ଧମକ ଦେଲା ଆମେରିକା

ଓ୍ବାସିଙ୍ଗଟନ୍ : ଦିନକୁ ଦିନ ଜଟିଳ ରୂପ ନେଉଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ । ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ । ଏଭଳି ସ୍ଥିତିରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଶୁଣାଇଛନ୍ତି ଚରମ ଚେତାବନୀ । ଯଦି ୟୁକ୍ରେନ…

ଆସନ୍ତାକାଲି ଲଞ୍ଚ ହେବ PSLV-C52

ନୂଆଦିଲ୍ଲୀ : ଆସନ୍ତାକାଲି ଲଞ୍ଚ ହେବ PSLV-C52 । ଭାଲେଣ୍ଟାଇନ ଡେ ଅବସରରେ ଏହି ଡିଜିଟାଲ ମିଶନ ଆରମ୍ଭ ହେବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ପକ୍ଷରୁ ଏହାର ପ୍ରଥମ ଉତକ୍ଷେପଣ ହେବ । ଉତକ୍ଷେପଣ ଲାଗି ଏହାର କାଉଣ୍ଟଡାଉନ ଆରମ୍ଭ ହୋଇଛି । ଆର୍ଥ ଅବଜର୍ଭେସନ ସାଟେଲାଇଟ୍ ବା…

ଆସନ୍ତାକାଲି ଉତ୍ତରପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

ଉତ୍ତରପ୍ରଦେଶ : ଆସନ୍ତାକାଲି ଉତ୍ତରପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଏହା ସହ ଉତ୍ତରାଖଣ୍ଡ ଓ ଗୋଆରେ ହେବ ଗୋଟିଏ ପର୍ଯ୍ୟାୟ ନିର୍ବାଚନ । ଉତ୍ତରପ୍ରଦେଶର ୯ଟି ଜିଲ୍ଲାର ୫୫ ବିଧାନସଭା ଆସନରେ ହେବ ଭୋଟ । ମୋଟ ପ୍ରାର୍ଥୀ ସଂଖ୍ୟା ଅଛନ୍ତି ୫୮୬ । ଅମ୍ରୋହା, ବରେଲି, ବିଜନୋର, ବୁଦାଉନ,…

ବିଧାୟକଙ୍କୁ ହତ୍ୟା ଧମକ, ନିଜ ରକ୍ଷା ପାଇଁ ପୋଲିସକୁ ଲେଖିଲେ ଚିଠି

ପଶ୍ଚିମବଙ୍ଗ: ତୃଣମୂଳ କଂଗ୍ରେସର ବିଧାୟକ ଶୌକତ ମୌଲାଙ୍କୁ କିଛି ଲୋକ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି । ବିଧାୟକ ମୌଲା ନିଜ ପାଇଁ ସୁରକ୍ଷା ଦାବି କରି ଜିବନ୍ତଲା ପୋଲିସକୁ ଏକ ଚିଠି ଲେଖିଛନ୍ତି । ତାଙ୍କୁ ଯେ କୌଣସି ସମୟରେ ହତ୍ୟା କରାଯାଇପାରେ ବୋଲି କହିଛନ୍ତି ।…

ଆଇପିଏଲ ନିଲାମ: ଓଡିଶାର ଶୁଭ୍ରାଂଶୁଙ୍କ ୨୦ ଲକ୍ଷରେ କିଣିଲା ଚେନ୍ନାଇ

ଭୁବନେଶ୍ୱର: ଓଡିଶାର ଶୁଭ୍ରାଂଶୁ ସେନାପତିଙ୍କୁ ଚଳିତ ଆଇପିଏଲ ମେଗା ନିଲାମରେ ଚେନ୍ନାଇ ସୁପର କିଙ୍ଗସ ୨୦ ଲକ୍ଷରେ କ୍ରୟ କରିଛି । ନିକଟରେ ଶୁଭ୍ରାଂଶୁ ବିଜୟ ହଜାରେ ଟ୍ରଫିରେ ଓଡିଶାର ନେତୃତ୍ୱ ନେଇଥିଲେ । ସେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଆକର୍ଷଣୀୟ ଶତକ ହାସଲ କରିଥିଲେ । ଡିସେମ୍ବରରେ ତାଙ୍କୁ…

ବିଶ୍ୱ ରେଡ଼ିଓ ଦିବସ: ଏବେ ବି ରେଡ଼ିଓ ସବୁଠୁ ଆଗରେ

ଭୁବନେଶ୍ୱର: ବିଶ୍ୱ ରେଡ଼ିଓ ଦିବସ । ଆଜି ଫେବୃଆରୀ ୧୩ ତାରିଖ । ଏହି ଦିବସଟି ଦେଶବାସୀଙ୍କ ପାଇଁ ବେଶ ମହତ୍ତ୍ୱ ରଖେ । ପ୍ରତି ସମୟରେ ଲୋକମାନଙ୍କ ମନୋରଞ୍ଜନ କରୁଥିବା ରେଡ଼ିଓ ପାଇଁ ଦିନଟିଏ । ଆଜିର ଏହି ଦିନରେ ବିଶ୍ୱ ଆଜି ପାଳନ କରୁଛି ବିଶ୍ୱ ରେଡ଼ିଓ ଦିବସ । ୟୁନେସ୍କୋରେ ୨୦୧୧ ମସିହା…

ଗୋଟିଏ ଦିନରେ ବାପା ହେବା ସହ କୋଟିପତି ଖେଳାଳି ହେଲେ ଶିବମ ଦୁବେ

ନୂଆଦିଲ୍ଲୀ: କ୍ରିକେଟର ଶିବମ ଦୁବେଙ୍କ ପାଇଁ ଆଜିର ଦିନ ସ୍ମରଣୀୟ ହୋଇ ରହିବ । ସେ ଗୋଟିଏ ଦିନରେ କୋଟିପତି ହେବା ସହ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଇପିଏଲ ନିଲାମରେ ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ୪ କୋଟି ଟଙ୍କାରେ କ୍ରୟ କରିଛି । ଅଲରାଉଣ୍ଡର ଶୁଭମଙ୍କ ବେସ ପ୍ରାଇସ ୫୦ଲକ୍ଷ…