Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] କମଳନାଥ ମହାଦେବ ମନ୍ଦିରରେ ପ୍ରଥମେ ରାବଣ ପୂଜା ପରମ୍ପରା ରହସ୍ୟ

ଉଦୟପୁର: ହିନ୍ଦୁ ଧର୍ମରେ ଦେବାଦେବୀଙ୍କ ପୂଜା ପାଠ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାସହ ସେମାନଙ୍କର ଅଲଗା ଅଲଗା ରୂପରେ ମନ୍ଦିର ରହିଛି। କିନ୍ତୁ ଯେତେ ପରାକ୍ରମୀ ହେଲେ ମଧ୍ୟ କୌଣସି ସ୍ଥାନରେ ଅସୁର ମାନଙ୍କର ପୂଜା ହୋଇନଥାଏ କି ସେମାନଙ୍କ ମନ୍ଦିର ଥିବାର ଦେଖାଯାଏ। ଅନ୍ୟ ପକ୍ଷରେ…

ସର୍ବସାଧାରଣଙ୍କ ଲାଗି ଖୋଲିଲା ମୁଗଲ ଗାର୍ଡେନ

ନୂଆଦିଲ୍ଲୀ : ଆଜିଠାରୁ ସର୍ବସାଧାରଣଙ୍କ ଲାଗି ଖୋଲିଛି ମୁଗଲ ଗାର୍ଡେନ । ଆସନ୍ତା ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ରାଷ୍ଟ୍ରପତି ଭବନ ଅନ୍ତର୍ଗତ ପୁଷ୍ପ ଉଦ୍ୟାନ । ମୁଗଲ ଗାର୍ଡେନକୁ ପ୍ରବେଶ କରିବାକୁ ହେଲେ କେବଳ ଅନଲାଇନ ଜରିଆରେ ଟିକେଟ ବୁକିଂ କରିବାକୁ କୁହାଯାଇଛି । ଚଳିତବର୍ଷର…

ଭାରତକୁ ଆମେରିକାର ଚେତାବନୀ, ଏଲଏସିରେ ଆକ୍ରମଣ କରିପାରେ ଚୀନ୍

ନୂଆଦିଲ୍ଲୀ : ଭାରତକୁ ଆମେରିକାର ଚେତାବନୀ । ଚୀନ ପଟୁ ମାଡି ଆସିପାରେ ବିପଦ । ଏନେଇ ଭାରତକୁ ସତର୍କ କରାଇଛି ଆମେରିକା । ବିଶେଷ କରି ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନ ନିଜର ଦବଦବା ଜାହିର କରିବା ସହ ଭାରତ ଉପରେ ଆକ୍ରମଣ କରିପାରେ ବୋଲି କହିଛି ଆମେରିକା । ହ୍ବାଇଟ ହାଉସ ପକ୍ଷରୁ…

ପରିବାର ଲୋକେ ସ୍କୁଲ ଯିବାକୁ ବାଧ୍ୟ କରିବା ହେଲା କାଳ, ବିଷ ପିଇଦେଲେ ଦଶମ ଶ୍ରେଣୀ ଛାତ୍ରୀ

ମାଲକାନଗିରି :ସ୍କୁଲ ଯିବାକୁ ବାଧ୍ୟ କରିବା ହେଲା କାଳ । ପରିବାର ଲୋକ ସ୍କୁଲ ଯିବାକୁ ବାଧ୍ୟ କରିବାରୁ ଜଣେ ଦଶମ ଶ୍ରେଣୀ ଛାତ୍ରୀ ବିଷପିଇ ଆତ୍ମହତ୍ୟା କରିଛନ୍ତି । ମାଲକାନଗିରି ଜିଲ୍ଲା ଭୀମାରାଙ୍ଗୀନ ଗାଁରେ ଏପରି ଦୁଃଖ ଦାୟକ ଘଟଣା ଘଟିଛି । ଛାତ୍ରୀ ଜଣଙ୍କ ସତୀଗୁଡ଼ା ହାଇସ୍କୁଲରେ ଦଶମ…

ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ

ଓ୍ବାସିଙ୍ଗଟନ୍ : ଦିନକୁ ଦିନ ତୀବ୍ର ହେଉଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ । ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ । ଏନେଇ ସତର୍କ କରିଛି ଆମେରିକା । ଏହାସହ ଯେତେଶୀଘ୍ର ୟୁକ୍ରେନ୍ ଛାଡିବାକୁ ଆମେରିକୀୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହ୍ବାଇଟ୍ ହାଉସ ଜାତୀୟ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚୂଡାନ୍ତ ପ୍ରସ୍ତୁତି, ସମ୍ବେଦନଶୀଳ ବୁଥ୍ ଉପରେ କଡ଼ା ନଜର

ଭୁବନେଶ୍ବର : ପାଖଉଛି ପଞ୍ଚାୟତ ନିର୍ବାଚନ ତାରିଖ । ଦିନ ଯେତିକି କମି କମି ଆସୁଛି ସେତିକି ସରଗରମ ହେଉଛି ମାହୋଲ । ଏହାରି ଭିତରେ ପଞ୍ଚାୟତ ନିର୍ବାଚନକୁ ନେଇ ଚୂଡାନ୍ତ ପ୍ରସ୍ତୁତି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ସବିଶେଷ ସୂଚନା ଅନୁସାରେ, ପଞ୍ଚାୟତ ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ…

ବିଧାନ ପରିଷଦ ଗଠନ ପ୍ରସଙ୍ଗ : କେନ୍ଦ୍ରକୁ ୨ଟି ଚିଠି ଲେଖିବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର :ବିଧାନ ପରିଷଦ ସଙ୍କଳ୍ପ ପ୍ରସଙ୍ଗ । କେନ୍ଦ୍ରକୁ ୨ ଟି ଚିଠି ଲେଖିବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏହି ଚିଠିରେ ଆଇନ ବିଭାଗ କାହିଁକି ଭୁଲ ତଥ୍ୟ ଦେଇଛି । ସେକଥା ବାଚସ୍ପତି ଲେଖିବେ । ବିଧାନ ପରିଷଦ ଗଠନ ପାଇଁ ଓଡିଶା ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ…

କାମ ନହେଲେ ଭୋଟ୍ ବର୍ଜନ, ଜିଦରେ ଗାଁର ଲୋକେ

ନବରଙ୍ଗପୁର: ଅଭାବ ଅନଟନ ଭିତରେ ବିତୁଛି ଜୀବନ । ମାଳ ମାଳ ଫମ୍ପା ପ୍ରତିଶ୍ରୁତି ଭିତରେ ନୟାନ୍ତ ଗାଁର ଲୋକେ । ଏବେ ପୁଣି ସେହି ଭୋଟ ନେବାକୁ ପ୍ରାର୍ଥୀଙ୍କ ଭିଡ଼ । ହେଲେ ଏବେ କିନ୍ତୁ ଲୋକେ କିନ୍ତୁ ନିଜ ଜିଦ୍ ରେ ଅଟଳ। କାମ ନାହିଁ ତ ଭୋଟ ନାହିଁ। ଚଳିତ ଥର ଭୋଟ୍ ବର୍ଜନ କରିଛନ୍ତି…

୫୦୦ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ପୋଡ଼ିଲା ପୋଲିସ

ବିଶାଖାପାଟନମ୍: ଆଜି ବିଶାଖାପାଟନମ୍ ପୋଲିସ ୨ ଲକ୍ଷ କିଲୋ ଗଞ୍ଜେଇକୁ ପୋଡ଼ି ନଷ୍ଟ କରିଛି । ଯାହାର ଆନୁମାନିକ ମୂଲ୍ୟ ୫ଶହ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ଗତ ଦେଢ ବର୍ଷ ଭିତରେ ରାଜ୍ୟର ୪ଟି ଜିଲ୍ଲାରୁ ୨ ଲକ୍ଷ କେଜି ଗଞ୍ଜେଇ ପୋଲିସ ଜବତ କରିଥିଲା । ଏନେଇ ୪ଟି ଜିଲ୍ଲାର ବିଭିନ୍ନ ଥାନାରେ…

ସୁନ୍ଦରଗଡ଼ ADM ବିଶ୍ୱଜିତ୍‌ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି

ସୁନ୍ଦରଗଡ଼: ସୁନ୍ଦରଗଡ଼ ADM ବିଶ୍ୱଜିତ୍‌ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ । ଭିଜିଲାନ୍ସ ଜାଲରେ ରାଜ୍ୟ ସରକାରଙ୍କ ଆଉ ଜଣେ କୁବେର ବାବୁ ADM ବିଶ୍ୱଜିତ୍‌ ମହାପାତ୍ର । ଭିଜିଲାନ୍ସ ସୁନ୍ଦରଗଡ଼ ADM ବିଶ୍ୱଜିତଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି । ଆଜି ତାଙ୍କୁ…