ବଦଳିବେ ବିରୋଧୀ ଦଳ ନେତା !
ଭୁବନେଶ୍ୱର: ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଦୀର୍ଘ ଦିନ ଧରି ଅସୁସ୍ଥ ରହିଛନ୍ତି । ତେଣୁ ତାଙ୍କ ସ୍ଥାନରେ ନୂଆ ବିରୋଧୀ ଦଳର ନେତା କିଏ ହେବ ସେ ନେଇ ବିଜେପି ବିଧାୟକ ଦଳର ଏକ ବୈଠକ ହୋଇଛି । ଦିଲ୍ଲୀ ଗସ୍ତରେ ଏହି ସମସ୍ତ ବିଧାୟକ ଥିବା ବେଳେ ଶୀର୍ଷ ନେତୃତ୍ୱଙ୍କୁ ଭେଟି ବିରୋଧୀ ଦଳର…