Latest Odisha News

BREAKING NEWS

ବଜାଜ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ରାହୁଲ ବଜାଜଙ୍କ ପରଲୋକ

ନୂଆଦିଲ୍ଲୀ:ଦେଶର ଉଦ୍ୟୋଗପତି ବାଜାଜ ଅଟୋ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ରାହୁଲ ବଜାଜଙ୍କ ପରଲୋକ ହୋଇଯାଇଛି । ୮୩ ବର୍ଷ ବୟସରେ ପୁଣେରେ ତାଙ୍କର ଦେହାନ୍ତ ହୋଇଛି । ବାଜଜ ଗ୍ରୁଫ୍ ପକ୍ଷରୁ ସୂଚନା ମିଳିଛି ,ଶନିବାର ଦିନ ୨.୩୦ ମନିଟରେ ପରିବାର ବର୍ଗଙ୍କ ଉପସ୍ଥିତିରେ ତାଙ୍କର ଦେହାନ୍ତ…

କମିଶନରେଟ ପୋଲିସ ପଞ୍ଝାରେ ୨ ଗଞ୍ଜେଇ ମାଫିଆ,୨୦ କେଜି ଗଞ୍ଜେଇ ସହ ୭୫ଲକ୍ଷ ଟଙ୍କା ଜବତ

କଟକ : କମିଶନରେଟ ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ । ଦୁଇ ଜଣ ଗଞ୍ଚେଇ ବେପାରୀଙ୍କୁ ଗିରଫ କରିଛି ବାଦାମବାଡି ଥାନା ପୋଲିସ ।ଏମାନେ ହେଲେ ନାରାୟଣ ପତି ଓରଫ ବିବୁ ଓ ସହଯୋଗୀ ଅବକାଶ ସ୍ୱାଇଁ । ଏମାନଙ୍କ ନିକଟରୁ ନଗଦ ୭୫ ଲକ୍ଷ ଟଙ୍କା ସହ , ୨୦ କେଜି ଗଞ୍ଜେଇ, ସୁନା ଅଳଙ୍କାର ଓ ଦୁଇଟି ମୋବାଇଲ…

ଟିଟିଲାଗଡରେ କମ୍ପୁଛି ପ୍ରଚାର ମଇଦାନ, ଭୋଟରଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ ମାଗୁଛନ୍ତି ବିଜେପି ପ୍ରାର୍ଥୀ

ଟିଟିଲାଗଡ : ପଞ୍ଚାୟତ ନିର୍ବାଚନୀ ପାଇଁ ଜମୁଛି ପ୍ରଚାର । ଚାରିଆଡେ ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରୁଛି ଗାଡି । ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ୮ ନମ୍ବର ଜୋନରେ ବିଜେପି ପ୍ରାର୍ଥୀ ଜୋରସୋରରେ ପ୍ରଚାର ଜାରି ରଖିଛନ୍ତି । ବିଜେପି ଚଳିତ ପଞ୍ଚାୟତ ନିର୍ବାଚନରେ ରେଜେନ୍ଦ୍ର ନାରାୟଣ ଦାସଙ୍କୁ…

ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ସିଆରପିଏଫ୍ ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ର ବିଜାପୁରଠାରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିୟ ହୋଇଥିଲା । ଏହି ଘଟଣାରେ ସିଆପିଏଫ ୧୬୮ ବାଟାଲିୟନର ଜଣେ ଯବାନ ସହିଦ ହେବା ସହ ଅନ୍ୟଜଣେ ଯବାନ ଗରୁତର ହୋଇଥିବା ଜଣାପଡ଼ିଛି । ରାୟପୁରଠାରୁ ପ୍ରାୟ ୪୫୦ କିଲୋମିଟର ଦୂର ବିଜାପୁର ବାସାଗୁଡ଼ା ଥାନା ତିମାରପୁର…

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତକୁ ନେଇ ବୈଠକ ,ନିୟୋଜିତ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ଗସ୍ତରେ ୪୦ ଜଣ ଅଧିକାରୀ ଓ ୨ଶହ ଜଣ ଅଫିସର ନିୟୋଜିତ ହେବେ ।ରାଷ୍ଟ୍ରପତି ୧୯…

[ଭିଡିଓ] ଫାର୍ମ ହାଉସ ବଗିଚାରୁ ଟମାଟୋ ତୋଳି ସସ୍ ବନାଇଛନ୍ତି ଅନୁଷ୍କା ଶର୍ମା , ଭିଡିଓ ଭାଇରାଲ

ମୁମ୍ବାଇ : ସବୁବେଳେ କିଛି ନା କିଛି କରି ଚର୍ଚ୍ଚାରେ ଥାନ୍ତି ବଲିଉଡ୍ ବିୟୁଟି ଅନୁଷ୍କା ଶର୍ମା । ଶନିବାର ଅନୁଷ୍କା ଶର୍ମାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଛାଇ ଗଲାଣି । ଏହି ଭିଡିଓରେ ଦେଖିବାକୁ ମିଳିଛି ଅନୁଷ୍କା ଶର୍ମା ନିଜ ଫାର୍ମ ହାଉସରୁ ଟମାଟୋ ତୋଳୁଛନ୍ତି ।ଆଉ ଏହି ଟମାଟୋରେ ଜାମ…

ପଞ୍ଚାୟତର ମଙ୍ଗ ଧରିବା ପାଇଁ ୮ ସରପଞ୍ଚ ପ୍ରାର୍ଥୀ ଦେଲେ ପରୀକ୍ଷା

ରାଉଲକେଲା: ପଞ୍ଚାୟତର ମଙ୍ଗ ଧରିବା ପାଇଁ ୮ ସରପଞ୍ଚ ପ୍ରାର୍ଥୀ ଦେଲେ ପରୀକ୍ଷା । ସେମାନଙ୍କ ମଧ୍ୟରୁ ୩ ଜଣ ପାସ୍ ହେଲେ । ଏଭଳି ରୋଚକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ପଞ୍ଚାୟତ ମାଲପୁଡ଼ା ଗ୍ରାମରେ । ଏହି ନିଆରା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କୁତ୍ରା…

IPL ମହା ନିଲାମୀ : ଭାରତୀୟଙ୍କ ମଧ୍ୟରେ ଶ୍ରେୟସ, ଇଶାନ ଓ ଶାର୍ଦ୍ଦୁଳଙ୍କ ବେଶ୍ ଚାହିଦା

ଦିଲ୍ଲୀ: ଆରମ୍ଭ ହୋଇଛି ଟାଟା ଆଇପିଏଲ ମହାନିଲାମୀ । ମୋଟ ୬୦୦ ଜଣ ଖେଳାଳି ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଦୁଇ ଦିନ ଧରି ଆଇପିଏଲ ମହାନିଲାମୀ ହେବ ।  ଖେଳାଳିଙ୍କର ନିଲାମୀରେ ଅନେକ ବଡ ଚେହେରା ରହିଛନ୍ତି ।ସେମାନଙ୍କ ମଧ୍ୟରେ ମୋଟ ୨୨୭ ଜଣ ବିଦେଶୀ ଖେଳାଳି ରହିଛନ୍ତି ।  …

ନିର୍ବାଚନୀ ମଇଦାନରେ ଦିବ୍ୟାଙ୍ଗ ସରପଞ୍ଚ ପ୍ରାର୍ଥୀ

ବରଗଡ : ନିର୍ବାଚନ ମଇଦାନରେ ଦିବ୍ୟାଙ୍ଗ । ୧୫ ଗୋଟି ୱାର୍ଡକୁ ନେଇ ଗଠିତ ବରଗଡ ବ୍ଲକ କଟାପାଲି ଗାଁ । ଏଥର  ଦିବ୍ୟାଙ୍ଗ ସରପଞ୍ଚ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ଚଳିତ ଥର କଟାପାଲି ଗାଁରୁ ଦଶ ଜଣ ସରପଞ୍ଚ ଆଶାୟୀ ପ୍ରାର୍ଥୀ ଠିଆ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ହେଉଛନ୍ତି ଦିବ୍ୟାଙ୍ଗ…

କୁଳାଙ୍ଗାର ଉବାଚ : ପ୍ରେମ ପେଷ୍ଟ୍ରି

କେହି ମରନା ମୁଁ ଚାହେଁ ପ୍ରେମ କରି ଏ ଦେଶରେ ଏ ପ୍ରାନ୍ତରେ ଆଉ କେହି ଆତ୍ମହତ୍ୟା ପଥବାଛି ଆଜିଠୁ ନ ମରୁ; ଯା ମନରେ ଆସୁଛି ସେ କଥା ପଢୁ ସିଏ ମୋ ପୁରୁଣା ପ୍ରେମିକାମାନଙ୍କ ପତ୍ର ମୋ ଧର୍ମପତ୍ନୀଠାରୁ! ପ୍ରେମ ସଦା ମୃତ୍ୟୁର ବିରୋଧି, ସେ ଅଟଇ ନିର୍ଘାତିଆ ଆଇଁଷିଆ ସାମ୍ନାରେ ବଢା…